Browsing Category

ରାଜ୍ୟ

ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁଙ୍କ ମାସ୍କ ସାନିଟାଇଜର ବଣ୍ଟନ

ଗଜପତି ଜିଲ୍ଲାରେ ବିଜେଡି ପର୍ଯ୍ୟବେକ୍ଷକ ତଥା ସୋରଡା ବିଧାୟକ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ସ୍ବାଇଁ ଗଜପତି ଗ୍ରସ୍ତରେ ଆସି ପାରଳାଖେମୁଣ୍ଡି ସହରର ଦୈନିକ ବଜାର ଛକ ଠାରେ ଥିବା ପନିପରିବା ଓ ଗ୍ରସରି ଦୋକାନ ମାନଙ୍କୁ ମାସ୍କ ଓ ସାନିଟାଇଜର ବଣ୍ଟନ କରିଥିଲେ।ପରେ ଗଣ ମାଧ୍ୟମର ପ୍ରତିନିଧି ମାନଙ୍କୁ
Read More...

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ 23ତମ ଶ୍ର।ଦ୍ଧ ଦିବସ ନିରାଡ଼ମ୍ବରରେ ପାଳିତ

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ହାଇସ୍କୁଲଛକ ଠାରେ ଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକ ଓ ଜିଲ୍ଲା ବରିଷ୍ଠ ବିଜେଡି ନେତା ଅନ୍ତର୍ଯ୍ୟାମୀ ଗମାଙ୍ଗ ପୁଷ୍ପ ମାଲ୍ୟାର୍ପଣ କରି ବିଜୁବାବୁଙ୍କର ଶୃତିଚାରଣ କରି
Read More...

ଢେଙ୍କାନାଳ ଯୁବ ବିଜେଡିର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୨ଲକ୍ଷ ୬ହଜାର ଟଙ୍କା ସହାୟତା ପ୍ରଦାନ

ଢେଙ୍କାନାଳ : ମହାନ ଜନନାୟକ, ପ୍ରବାଦ ପୁରୁଷ, ଆଧୁନିକ ଓଡିଶାର ନିର୍ମାତା, ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୨୩ତମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଢେଙ୍କାନାଳ ଜିଲ୍ଲା ବିଜୁ ଯୁବ ଜନତା ଦଳ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବାସହ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ
Read More...

ପାରାଦ୍ୱୀପ କୋଭିଡ ହସ୍ପିଟାଲ ପରିଦର୍ଶନ କଲେ ୫-ଟି ସଚିବ

ପାରାଦ୍ୱୀପ : ଆଜି ଦିବା ୧୨ ଘଟିକା ସମୟରେ ପାରାଦ୍ୱୀପ କୋଭିଡ-୧୯ ହସ୍ପିଟାଲର ଭିତ୍ତିଭୂମି ପରିଦର୍ଶନ ପାଇଁ ପାରାଦ୍ୱୀପ ସ୍ଥିତ ବିଜୁ ଯାତ୍ରୀନିବାସରେ ୫-ଟି ସଚିବ ଭି.କେ ପାଣ୍ଡିଆନ ଓ ଅତିରିକ୍ତ ଶାସନ ସଚିବ ତଥା ଉନ୍ନୟନ କମିଶନର ସୁରେଶଚନ୍ଦ୍ର ମହାପାତ୍ର ପହଞ୍ଚିବା ସହ କୋଭିଡ-୧୯
Read More...

ଦାୟିତ୍ୱରେ ଅବହେଳା : ୨ ଏଏସ୍‌ଆଇ ନିଲମ୍ବିତ

ବୌଦ୍ଧ : କାର୍ଯ୍ୟରେ ଅବହେଳା ଅଭିଯୋଗରେ ବୌଦ୍ଧ ଜିଲ୍ଲା ଅବକାରୀ ବିଭାଗର ଦୁଇଜଣ ଆସିଷ୍ଟାଣ୍ଟ ସବ୍‌ଇନିସପେକ୍ଟରଙ୍କୁ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ନିଲମ୍ବନ କରିଛନ୍ତି । ମିଳିଥିବା ତଥ୍ୟ ଅନୁସାରେ ଅବକାରୀ ଆସିଷ୍ଟାଣ୍ଟ ସବଇନିସପେକ୍ଟର କିଶୋର ଚନ୍ଦ୍ର ନାଏକଙ୍କୁ ମନମୁଣ୍ଡା ଥାନାରେ
Read More...

ଶ୍ରୀଲଙ୍କାରେ ହୋଇପାରେ ଆଇପିଏଲ

ମୁମ୍ବାଇ: ଭାରତରେ ଏବର୍ଷର ଆଇପିଏଲ ଟୁର୍ନାମେଣ୍ଟ ସ୍ଥଗିତ ରହିଛି । ଟୁର୍ନାମେଣ୍ଟ କେବେ ହେବ ସେ ସଂପର୍କରେ ନିଷ୍ପତ୍ତି ନିଆଯିବ । ଏଭଳି ସ୍ଥିତିରେ ଶ୍ରୀଲଙ୍କା ତା\'ନିଜ ଦେଶରେ ଆଇପିଏଲ ଆୟୋଜନ କରିବା ପାଇଁ ଆଗ୍ରହ ପ୍ରକାଶ କରିଛି । ଶ୍ରୀଲଙ୍କା କ୍ରିକେଟ ବୋର୍ଡର ସଭାପତି ସମ୍ମି ସିଲଭା
Read More...

ଶ୍ରୀମନ୍ଦିର ସେବାୟତଙ୍କୁ ମିଳିବ ୫୦୦୦ ପ୍ରୋତ୍ସାହନ ରାଶି

ଭୁବନେଶ୍ୱର : ଲକ୍‌ଡାଉନ୍ ଯୋଗୁଁ ଶ୍ରୀମନ୍ଦିରକୁ ପର୍ଯ୍ୟଟକଙ୍କ ଯାତାୟତ ବନ୍ଦ ହେବା ପରେ ସେମାନଙ୍କ ହାତ ଖାଲି ରହିଥିଲା । ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ଶ୍ରୀମନ୍ଦିରରେ କାର୍ଯ୍ୟ କରୁଥିବା ୨୧୩୦ଜଣ ସେବାୟତଙ୍କୁ ଜଣକା ପାଞ୍ଚ ହଜାର ଟଙ୍କା ଲେଖାଏଁ ଲକ୍‌ଡାଉନ୍ ପ୍ରୋତ୍ସାହନ
Read More...

କୋଭିଡ୍ ହସ୍ପିଟାଲ୍ କାର୍ଯ୍ୟକ୍ଷମ ନେଇ ପ୍ରଶାସନ ପକ୍ଷରୁ ଔପଚାରିକ ଘୋଷଣା

ସମ୍ବଲପୁର : ସମ୍ବଲପୁର କୋଭିଡ୍ ହସ୍ପିଟାଲ୍ କାର୍ଯ୍ୟକ୍ଷମ କରିବା ଉପରେ ଓଡ଼ିଶା ହାଇକୋର୍ଟ କୌଣସି ରହିତାଦେଶ ଦେବା ପାଇଁ ମନା କରିବା ପରେ ଜିଲ୍ଲା ପ୍ରଶାସନ ବିଗତ ସନ୍ଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହାକୁ ଆରମ୍ଭ କରିବା ବିଷୟରେ ଅଧିକୃତ ଘୋଷଣା କଲେ । ବର୍ତ୍ତମାନ ଏହା ସ୍ପଷ୍ଟ ହୋଇଛି
Read More...

ବିିସିସିବି କର୍ମଚାରୀଙ୍କୁ ସେମାନଙ୍କ ପ୍ରାପ୍ୟ ପ୍ରଦାନରେ ବିଳମ୍ବ ଅଭିଯୋଗ

ବୈାଦ୍ଧ: ବୌଦ୍ଧସମବାୟ କେନ୍ଦ୍ର ବ୍ୟାଙ୍କର କର୍ମଚାରୀମାନଙ୍କୁ ସେମାନଙ୍କର ଯଥାର୍ଥ ପ୍ରାପ୍ୟ ପାଇବାରୁ ବଞ୍ଚିତ କରାଯାଉଥିବାର ଅଭିଯୋଗ ଆଣିଛି ବିସିସିବି ୱାର୍କର ୟୁନିଅନ । ଏ ସଂପର୍କରେ ସଂଗଠନର ସଭାପତି ଦିଲ୍ଲୀପ କୁମାର ପ୍ରଧାନ ଏକ ଅଭିଯୋଗପତ୍ର ବୌଦ୍ଧ ସମବାୟ କେନ୍ଦ୍ର ବ୍ୟାଙ୍କର ମୁଖ୍ୟ
Read More...

ମହିମା ଧର୍ମର ପୂଣ୍ୟପୀଠ-ମହୁଲ ମୂଳ

ଓଡିଶାରୁ ସୃଷ୍ଟି ହୋଇଥିବା ମହିମା ଧର୍ମ ଆଜି ମଧ୍ୟ ବଞ୍ଚିରହିଛି । ଇଂରେଜମାନଙ୍କ ଶାସନ ସମୟରେ ଭାରତୀୟମାନଙ୍କ ଧାର୍ମିକ ବିଶ୍ୱାସରେ ଦ୍ୱନ୍ଦ ଉପୁଜିଥିବା ବେଳେ ନୀତିପୂର୍ଣ୍ଣ ବୈପ୍ଲବିକ ଗଣଧର୍ମ ମହିମା ଧର୍ମର ସୃଷ୍ଟି ହୋଇଥିଲା . ଏହି ଧର୍ମର ସଂସ୍ଥାପକ ମହିମା ଗୋସାଇଁ ୧୮୨୬ ମସିହାରେ
Read More...