Browsing Category

ରାଜ୍ୟ

ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କ ଗଜପତି ଗ୍ରସ୍ତ

ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ସି ଟି ଆଓ ପ୍ରଥମେ ମୋହନା ବ୍ଲକ ର କମଳାପୁର ଛକରେ ପହଞ୍ଚି ସେଠାରେ ହୋଇଥିବା କ୍ୱାରେଣ୍ଟ।ଇନ ସେଣ୍ଟର ପରିଦର୍ଶନ କରିବା ସହିତ ସ୍ଥାନୀୟ ଗୋଷ୍ଟି ଉନ୍ନୟନ ଅଧିକାରୀ ଓ ତହସିଲ ଦରଙ୍କ ସହ ଆଲୋଚନା କରିଥିଲେ।ସେହି ସେଣ୍ଟରରେ ଥିବା ସମସ୍ତ ଆନୁସଙ୍ଗିକ ସୁବିଧାକୁ
Read More...

ଆରଏସ୍‌ଏସ୍‌ର ସ୍ୱେଚ୍ଛାକୃତ ରକ୍ତଦାନ ଶିବିର: ୨୭ ୟୁନିଟ ରକ୍ତ ସଂଗୃହିତ

ଫୁଲବାଣୀ :ଫୁଲବାଣୀ ରକ୍ତ ଭାଣ୍ଡାରରେ ଫୁଲବାଣୀ ନଗର ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ ତରଫରୁ ଏକ ସ୍ୱେଛାକୃତ ରକ୍ତ ଦାନ ଶିବିର ଆୟୋଜିତ ହୋଇଯାଇଛି । ଲକଡାଉନ ଅବସରରେ ଫୁଲବାଣୀ ରକ୍ତଭାଣ୍ଡାରରେ ରକ୍ତର ଘୋର ଅଭାବକୁ ଦୂର କରିବାପାଇଁ ସାମାଜିକ ଦୂରତାକୁ ବଜାୟ ରଖି ଏହି ରକ୍ତଦାନ ଶିବିର ଅନୁଷ୍ଠିତ
Read More...

ପାରଳାଖେମୁଣ୍ଡିରେ ଲକଡାଉନ ଉଲଂଘନ କରିବାରୁ 32 ଜଣଙ୍କୁ ଗିରଫ କରିଛି ପୋଲିସ

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ପୋଲିସ ବ୍ୟବସ୍ଥା ଅତ୍ୟନ୍ତ କଡାକଡି ହୋଇ ଥିବା ସତ୍ୱେ ଜିଲ୍ଲା ପ୍ରଶାସନ ଓ ପୋଲିସର ବାରମ୍ବାର ଅନୁରୋଧ ସତ୍ୱେ ଲକ ଡାଉନ ଆଇନ ଉଲଘଂନ କରିବା ଅଭିଯୋଗରେ 32 ଜଣଙ୍କୁ ଗିରଫ କରାଯାଇଥିବା ଥାନା ସୂତ୍ରରୁ ଜଣାପଡ଼ିଛି।ଏମାନଙ୍କୁ କ୍ୱାରେଣ୍ଟ।ଇନରେ
Read More...

ବଲାସିଙ୍ଗା ଯାଇ ଅସହାୟଙ୍କୁ ଭେଟିଲେ ଅଧିକାରୀ

ବୈାଦ୍ଧ :ବୌଦ୍ଧ ବ୍ଲକ ବଲାସିଙ୍ଗା ଗ୍ରାମରେ ଗୋଟିଏ ବୃଦ୍ଧ ଦମ୍ପତ୍ତି କୌଣସି ସାମାଜିକ ଯୋଜନାର ହିତାଧିକାରୀନଥିବା ଓ ଅସହାୟ ଅବସ୍ଥାରେ ପଡିରହିଥିବା ଖବର ଆଜି ହୀରାଞ୍ଚଳରେ ପ୍ରକାଶ ପାଇଥିଲା । ଗଣମାଧ୍ୟମରୁ ଏ ସଂପର୍କରେ ଅବଗତ ହେବାପରେ ବୌଦ୍ଧବ୍ଲକ ଭାରପ୍ରାପ୍ତ ସାମାଜିକ ନିରାପତ୍ତା
Read More...

ପ୍ରବାସୀ ଓଡ଼ିଆଙ୍କ ଦୁଃଖ ମୁଖ୍ୟମନ୍ତ୍ରୀଙ୍କୁ କରୁଛି ବ୍ୟଥିତ

ଭୁବନେଶ୍ୱର : ଲକ୍‌ଡାଉନ୍ ଯୋଗୁଁ ଦେଶର ବାହାର ରାଜ୍ୟଗୁଡ଼ିକରେ ଫଶି ରହିଥିବା ପ୍ରବାସୀ ଓଡ଼ିଆଙ୍କ ଦୁଃଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅତ୍ୟନ୍ତ ବ୍ୟଥିତ କରିଛି ବୋଲି କୋଭିଡ୍‌-୧୯ର ସରକାରୀ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ଆମକୁ କହିଛନ୍ତି । ସେ କହିଛନ୍ତି, କେନ୍ଦ୍ର ସରକାରଙ୍କର
Read More...

ବିଭିନ୍ନ ସାମଗ୍ରୀର ଦର ବେଲଗାମ୍ : ଜିଲ୍ଲାପାଳଙ୍କ ଆଦେଶକୁ ବ୍ୟବସାୟୀଙ୍କ ବେଖାତିର

ବୌଦ୍ଧ : ଡେରିରେ ହେଲେ ବି ଲକଡାଉନର ୧୯ ଦିନ ପରେ ଜିଲ୍ଲା ପ୍ରଶାସନ କେତେକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ପାଇକାରୀ ବଜାର ଦର ଜାରି କରିଥିଲା । ଖାଉଟୀ ଆଶା କରୁଥିଲେ ଦରତାଲିକା ଜିଲ୍ଲା ପ୍ରଶାସନ ପ୍ରକାଶ କରିବା ପରେ ସରକାରୀ ଧାର୍ଯ୍ୟ ଦରରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଜିଲ୍ଲାରେ
Read More...

ହାଇକୋର୍ଟରେ ଜନସ୍ବାର୍ଥ ମାମଲାର ଶୁଣାଣି ଆଜି : ସମ୍ବଲପୁର ଜିଲ୍ଲା ସଦର ହସ୍ପିଟାଲରେ କୋଭିଡ ଚିକିତ୍ସା କେନ୍ଦ୍ର…

ସମ୍ବଲପୁର :ରାଜ୍ୟ ସରକାର କୌଣସି ବିରୋଧ କୁ ଭୃକ୍ଷେପ ନ କରି ଏଠାରେ ଜିଲ୍ଲା ସଦର ହସ୍ପିଟାଲ କୁ କୋଭିଡ ଚିକିତ୍ସା କେନ୍ଦ୍ର ରୂପେ ଗଢି ତୋଳିବା ପାଇଁ ଆଗେଇ ଚାଲିଛନ୍ତି, ଯଦିଓ ଏଠାକାର ଏକ ବୌଦ୍ଧିକ ବର୍ଗ ଏହି ନିଷ୍ପତ୍ତିର ଘୋର ବିରୋଧ କରୁଛି । ଏହି ବିରୋଧ ସ୍ବରୂପ ମିଶନ ଭିମସାର ନାମକ
Read More...

୧୭ରେ ନିରାଡମ୍ବର ଭାବେ ପାଳନ ହେବ ବିଜୁବାବୁଙ୍କ ଶ୍ରାଦ୍ଧଉତ୍ସବ

ପ୍ରବାଦ ପୁରୁଷ ବିଶିଷ୍ଟ ଜନ ନାୟକ ବିଜୁ ପଟ୍ଟନାୟକଙ୍କ ୨୩ ତମ ଶ୍ରାଦ୍ଧ ଉତ୍ସବ ଏପ୍ରିଲ ୧୭ରେ ରାଜ୍ୟବ୍ୟାପୀ ନିରାଡ଼ମ୍ବର ଭାବେ ପାଳନ କରାଯିବ। ସମଗ୍ର ମାନବ ସମାଜ କରୋନା ଭଳି ମହାମାରୀକୁ ମୁକାବିଲା କରୁଛି, ଏହାକୁ ଦୃଷ୍ଟିରେ ରଖି ପ୍ରବାଦ ପୁରୁଷଙ୍କ ଶ୍ରାଦ୍ଧ ଦିବସକୁ ନିରାଡମ୍ବର ଭାବେ
Read More...

CRPF 127 ବାଟାଲିୟନ ପକ୍ଷରୁ ସ୍ବତନ୍ତ୍ର ଜନସମ୍ପର୍କ ଶିବିର ଆୟୋଜିତ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ CRPF ୧୨୭ ବାଟାଲିୟନ ପକ୍ଷରୁ ସ୍ବତନ୍ତ୍ର ଜନସମ୍ପର୍କ ଶିବିର ଆୟୋଜିତ ହୋଇଛି । ୬ ଦିନଧରି ଏହି ଶିବିର ବାଲିଗୁଡ଼ା ଅଞ୍ଚଳର ବାଲିଗୁଡ଼ା,ବେଲଘର, ତୁମୁଡ଼ିବନ୍ଧ,ଗୋଛାପଡ଼ା,ବାଲନ୍ଦାପଡ଼ା, ବାରଖମା ଆଦି ଅଞ୍ଚଳରେ ଏହି କାର୍ଯ୍ୟକ୍ରମ ଚାଲିବ ।
Read More...

ଘଞ୍ଚ ଜଙ୍ଗଲରେ ବାଲିଗୁଡ଼ା ପୋଲିସ୍ ପକ୍ଷରୁ ଚଢ଼ାଉ: ବିପୁଳ ପରିମାଣର ପୋଚ ଓ ମଦ ନଷ୍ଟ

ବାଲିଗୁଡ଼ା: ମହାମାରୀ କରୋନା ପାଇଁ ଯାରି ହୋଇଛି ଲକ୍ ଡାଉନ୍ । ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ଏହାର ସୁଯୋଗ ନେଇ କିଛି ଅସାଧୁ ଲୋକ ଘଞ୍ଚ ଜଙ୍ଗଲ ଭିତରେ ଚଲାଇଛନ୍ତି ଦେଶୀ ମଦ ରନ୍ଧା ଓ ବିକ୍ରି । ଘଟଣା ସମ୍ପର୍କରେ ଖବରପାଇ ବାଲିଗୁଡ଼ା ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ନିଜର ଏକ
Read More...