Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଲକ୍ଡାଉନ୍ ନିୟମରେ ସାମାନ୍ୟ କୋହଳ କଲେ ରାଜ୍ୟ ସରକାର
ଭୁବନେଶ୍ୱର : ରାଜ୍ୟ ସରକାର ଲକ୍ଡାଉନ୍ ସମୟରେ କୃଷି କାର୍ଯ୍ୟ ପାଇଁ କେତେକ କୋହଳ ଲାଗୁ କରିଛନ୍ତି । ଏହି ସମୟରେ ସମସ୍ତ କୃଷି କାର୍ଯ୍ୟ ତଥା ମନରେଗା କାର୍ଯ୍ୟ ଚାଲୁ ରହିବ । କେନ୍ଦୁପତ୍ର ତୋଳା ସଂଗ୍ରହ ଓ ବିକ୍ରୟ, ପଶୁ ଖାଦ୍ୟ ଯୋଗାଣ, ବିଜୁ ପକ୍କା ଘର ନିର୍ମାଣ, ବନୀକରଣ, ଜନ୍ତୁଙ୍କ ପାଇଁ!-->…
Read More...
Read More...
ଲକଡାଉନ ବେଳେ ଲୋକଙ୍କ ସେବାରେ ଟିମ ହ୍ୟୁମାନିଟି : ସହାୟତାର ହାତ ବଢାଇଲେ ଏସଡିପିଓ ଏବଂ ଥାନା ଅଧିକାରୀ
ଫୁଲବାଣୀ:ଲକ୍ଡ଼ାଉନ୍ ଯୋଗୁଁ ଏବେ ବହୁ ଅସହାୟଙ୍କ ସାହାରା ଅନେକ ପାଲଟିଛନ୍ତି । ବର୍ତମାନ ପରିସ୍ଥିତିରେ ସମସ୍ତ ସମସ୍ତଙ୍କୁ ସହାୟତା କରୁଥିବା ବେଳେ ଫୁଲବାଣୀ ପୌର ପରିଷଦ ପକ୍ଷରୁ ସହରର ମାତ୍ର ୩୦ ଜଣଙ୍କୁ ରନ୍ଧାଖାଦ୍ୟ ପ୍ରଦାନ କରାଯାଉଛି । ଏଭଳି ସ୍ଥଳେ ବହୁ ଅସହାୟ,ଗରୀବ ଓ ଯାଜାବର ମାନେ!-->…
Read More...
Read More...
ଓଡ଼ିଶାବାସୀଙ୍କୁ ଓଡ଼ିଆ ନବବର୍ଷର ଶୁଭକାମନା
ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡ଼ିଶାବାସୀଙ୍କୁ ନବବର୍ଷ ଅବସରରେ ହାର୍ଦ୍ଦିକ ଶୁଭକାମନା ଜଣାଇଛନ୍ତି । ସେ ଏହି ଅବସରରେ ଓଡ଼ିଶାବାସୀ ବର୍ଷ ସାରା ଖୁସିରେ ରୁହନ୍ତୁ ଓ ଉତ୍ତମ ସ୍ୱାସ୍ଥ୍ୟ ବଜାୟ ରହୁ ବୋଲି ପ୍ରାର୍ଥନା କରିଛନ୍ତି । ଏହା ସହିତ ପ୍ରଧାନମନ୍ତ୍ରୀ ମହାବିଷୁବ!-->…
Read More...
Read More...
ବ୍ରହ୍ମବରଦାରେ କଣ୍ଟେନମେଣ୍ଟ ନିୟମ ହେଲା କୋହଳ
ଭୁବନେଶ୍ୱର: ଯାଜପୁର ଜିଲ୍ଲାପାଳ ରଂଜନ ଦାସଙ୍କର ନିର୍ଦ୍ଦେଶକ୍ରମେ ଆଜି ସକାଳୁ ଯାଜପୁର ଜିଲ୍ଲା ଅନ୍ତର୍ଗତ ବ୍ରହ୍ମବରଦା ଅଞ୍ଚଳରେ କଣ୍ଟେନେମେଣ୍ଟ ନିୟମକୁ ଆଂଶିକ କୋହଳ କରାଯାଇଛି । ଜିଲ୍ଲାପାଳ ଶ୍ରୀ ଦାସ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଏହି ଅଞ୍ଚଳର ବିଦ୍ୟୁତ୍ ସାମଗ୍ରୀ ଦୋକାନ, ବହି!-->…
Read More...
Read More...
କେନ୍ଦ୍ରାପଡ଼ା ଓ ବାଲେଶ୍ୱରରେ କୋଭିଡ୍-୧୯ ହସ୍ପିଟାଲ ହେଲା କାର୍ଯ୍ୟକ୍ଷମ
ଭୁବନେଶ୍ୱର: କେନ୍ଦ୍ରାପଡ଼ା ଓ ବାଲେଶ୍ୱରରେ ଆଜିଠାରୁ କୋଭିଡ୍-୧୯ ହସ୍ପିଟାଲ୍ କାର୍ଯ୍ୟକ୍ଷମ ହୋଇଛି । ସମ୍ ହସ୍ପିଟାଲ ସହାୟତାରେ କେନ୍ଦ୍ରାପଡ଼ାରେ ଦୁଇଟି ସ୍ୱତନ୍ତ୍ର ହସ୍ପିଟାଲ ପ୍ରସ୍ତୁତ ହୋଇଥିବା ବେଳେ ଏଥି ମଧ୍ୟରୁ ଗୋଟିକରେ ସ୍ୱତନ୍ତ୍ର ଭାବେ କରୋନା ପୀଡ଼ିତଙ୍କ ଚିକିତ୍ସା ପାଇଁ ସୁବିଧା!-->…
Read More...
Read More...
ଓଡ଼ିଆ ନବବର୍ଷ ଅବସରରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହା ବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଅବସରରେ ଓଡ଼ିଶାର ଅଗଣିତ ଭାଇଭଉଣୀ ଓ ପ୍ରବାସୀ ଓଡ଼ିଆମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହିମାରୁ!-->…
Read More...
Read More...
କରୋନା ମୁକାବିଲା ପାଇଁ ନିଜର ସଞ୍ଚିତ ଅର୍ଥକୁ ଦାନ କଲେ ଦଶମ ଶ୍ରେଣୀ ଛାତ୍ରୀ କୁମକୁମ୍
ସୋନପୁର : କରୋନା ମହାମାରୀର ମୁକାବିଲା କରିବା ପାଇଁ ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ମୋନିଷା ବାନାର୍ଜୀ ଜନସାଧାରଣଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଶକ୍ତି ଅନୁସାରେ ଦାନ କରିବା ପାଇଁ ଅନୁରୋଧ କରିଛନ୍ତି । ଏଥିରେ ଉଦବୁଦ୍ଧ ହୋଇ ବୀରମହାରାଜାପୁର ସୁବଳୟା ଗ୍ରାମର ସରସ୍ୱତୀ ଶିଶୁ!-->…
Read More...
Read More...
ଭଗବାନ ଭରଷା : ସାମାଜିକ ଦୂରତାକୁ ମାନୁନାହାନ୍ତି ଲୋକେ !
ବୌଦ୍ଧ : ମହାମାରୀ କରୋନା ପାଇଁ ସରକାର ଲକଡାଉନ ଘୋଷଣା କରି ସାମାଜିକ ଦୂରତା ରକ୍ଷା କରିବାକୁ ଲୋକଙ୍କୁ ଆହ୍ୱାନ ଦେଇଛନ୍ତି । ସେହିପରି ଜିଲ୍ଲା ପ୍ରଶାସନ, ପୁଲିସ ଓ ସାମାଜିକ କର୍ମୀମାନେ ସାମାଜିକ ଦୂରତା ରକ୍ଷା କରିବାକୁ ଲୋକଙ୍କୁ ଲକଡାଉନ ଆରମ୍ଭରୁ ସଚେତନ କରାଇ ଆସୁଛନ୍ତି । ଅମାନିଆ!-->…
Read More...
Read More...
ଗଜପତି ପୋଲିସର ଦିବାରାତ୍ର ପଇଁତରା
ଗଜପତି ଜିଲ୍ଲାରେ ଲକ ଡାଉନକୁ ଆଜି 20 ଦିନ ରେ ପହଞ୍ଚିଛି ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ଲକ ଡାଉନକୁ ଗଜପତି ଜିଲ୍ଲାରେ ବେଶ କଡାକଡି କରାଯାଇଛି। ଜିଲ୍ଲା ଏସପି ସାରା ଶର୍ମାଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ସାରା ଜିଲ୍ଲାରେ ଦିବା ରାତ୍ରି ପଇଁତରା ମାରୁଛନ୍ତି।ତେଣୁ ସକାଳ 10ଟା ପରେ!-->…
Read More...
Read More...
ଶିକ୍ଷାନୁଷ୍ଠାନ ପ୍ରତିଷ୍ଠାତାଙ୍କ ମହାନତା : ଅନୁଷ୍ଠାନର ୧୭ଜଣ କର୍ମଚାରୀଙ୍କୁ ଦେଲେ ଆର୍ଥିକ ସହାୟତା
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଶିକ୍ଷା ନିକେତନ ନାମକ ଘରୋଇ ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ରାଜ କିଶୋର ପାଢ଼ୀଙ୍କ ମହାନତା । ଲକ୍ ଡାଉନ୍ ପରିସ୍ଥିତିରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ଫଳରେ ଅନୁଷ୍ଠାନରେ କର୍ମଚାରୀ ମାନଙ୍କ ପରିବାର ପ୍ରତିପୋଷଣରେ ବାଧା ଉପୁଜୁଛି ।
!-->!-->!-->…
Read More...
Read More...