Browsing Category

ରାଜ୍ୟ

ଶିକ୍ଷାଦାନ ସହ ସମାଜ ସେବାରେ ମନ ବଳାଇଛନ୍ତି ରାଜକିଶୋର ପାଢ଼ୀ

ବାଲିଗୁଡ଼ା: ଶିକ୍ଷାଦାନ ସହ ସମାଜ ସେବାରେ ମନ ବଳାଇଛନ୍ତି କନ୍ଧମାଳ ଜିଲ୍ଲା ବାଲିଗୁଡା ଶିକ୍ଷା ନିକେତନ ଶିକ୍ଷାନୁଷ୍ଠାନ ର ପ୍ରତିଷ୍ଠାତା ରାଜକିଶୋର ପାଢ଼ୀ । ମହାମାରୀ କରୋନା ଭୁତାଣୁ କୁ ନେଇ ଦେଶ ତଥା ରାଜ୍ୟ ସରକାର ଘୋଷଣା କରିଛନ୍ତି ୨୧ ଦିନିଆ ଲକ୍ ଡାଉନ୍ । ଧିରେଧିରେ ଆକ୍ରାନ୍ତଙ୍କ
Read More...

ଭୁବନେଶ୍ୱରରେ ଆଉ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଆଉ ୩ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏମାନେ ସମସ୍ତେ ବମିଖାଲର ବୋଲି ଜଣାପଡ଼ିଛି। ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯କୁ ବୃଦ୍ଧି ପାଇଛି। ଏହି ୩ ଜଣଙ୍କ ମଧ୍ୟରୁ ଜଣେ ଦିଲ୍ଲୀରୁ ଫେରିଥିବା ଜଣାପଡ଼ିଛି। ଏହି ୩ ଆକ୍ରାନ୍ତ
Read More...

କନ୍ଧମାଳରେ ପ୍ରଥମ ଜିଲ୍ଲାସ୍ତରୀୟ କୋଭିଡ୍‍ ୧୯ ହସ୍‍ପିଟାଲ୍‍

ଫୁଲବାଣୀ :କନ୍ଧମାଳରେ ପ୍ରଥମ ଜିଲ୍ଲାସ୍ତରୀୟ କୋବିଡ୍‍ ୧୯ ହସ୍‍ପିଟାଲ୍‍ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଛି । କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ଉଦ୍ୟମରେ କନ୍ଧମାଳରେ ତ୍ୱରିତ ଗତିରେ ଏକ କୋଭିଡ୍‍ ହସ୍‍ପିଟାଲ୍‍ ପ୍ରସ୍ତୁତ କରିବା ପାଇଁ ଶୁକ୍ରବାର ଏକ ଚୁକ୍ତି ସ୍ୱାକ୍ଷର ହୋଇଯାଇଛି ।
Read More...

ସଟଡାଉନରେ ଏହି ସବୁ ସେବା ଜାରି ରହିବ

ଭୁବନେଶ୍ୱର: ଭୁବନେଶ୍ୱର, କଟକ ଓ ଭଦ୍ରକ ସହରରେ ଆଜିଠୁ ସଟଡାଉନ୍ ଲାଗୁ ହୋଇଛି । ଏହି ସଟଡାଉନ ସମୟରେ କ\'ଣ ସବୁ ଖୋଲାରହିବ ଓ କେଉଁଗୁଡିକ ବନ୍ଦ ରହିବ ସେ ନେଇ କୋଭିଡ-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ଶୁକ୍ରବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଶୁକ୍ରବାର ରାତି
Read More...

ସାମାଜିକ ଦୂରତ୍ୱ ରକ୍ଷା କରି ହିତାଧିକାରୀ ନେଲେ ପିଡିଏସ୍ ସାମଗ୍ରୀ

ପାଟଣାଗଡ଼: ମହାମାରୀ କରୋନାର ମୁକାବିଲାକୁ ଦୃଷ୍ଟିରେ ରଖି ବେଲପଡ଼ା ବ୍ଲକ ତେନ୍ତୁଳିମୁଣ୍ଡା ପଞ୍ଚାୟତରେ ସାମାଜିକ ଦୂରତା ରଖି ପିଡିଏସ୍ ହିତାଧିକାରୀମାନଙ୍କୁ ଗହମ, ଚାଉଳ ବଣ୍ଟନ କରାଯାଇଛି । ପିଡିଏସ୍ ସାମଗ୍ରୀ ନେବା ବେଳେ ସାବୁନ୍‌, ହ୍ୟାଣ୍ଡୱାସ୍‌ରେ ହାତ ଧୋଇ ଲାଇନରେ ସାମାଜିକ ଦୂରତାରେ
Read More...

ପୁଅର ଆତ୍ମା ଶାନ୍ତି ପାଇବାକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଏକ ଲକ୍ଷ ଟଙ୍କା ଦାନ

ବଲାଙ୍ଗୀର: ଘନଶ୍ୟାମ ମେହେର ପାଟଣାଗଡ଼ ଅଞ୍ଚଳର ଜଣେ ବେଶ୍ ଜଣାଶୁଣା ବ୍ୟକ୍ତି । ବ୍ୟାଙ୍କ କାର୍ଯ୍ୟରୁ ଅବସର ପରେ ଏବଂ ତାଙ୍କର ଏକମାତ୍ର ପୁତ୍ରର ହଠାତ୍ ଦୁର୍ଘଟଣା ଯୋଗୁଁ ମୃତ୍ୟୁ ପରେ ସେ ସାଂସାରିକ ମାୟାକୁ ତୁଚ୍ଛ କରି ସମାଜ କଲ୍ୟାଣ କାମରେ ମନ ବଳାଇଛନ୍ତି । ସମାଜ କଲ୍ୟାଣ ପାଇଁ ତାଙ୍କ ନିଜ
Read More...

କରୋନା ପାଇଁ ତିନି ହଜାର ଟଙ୍କା ଦାନ କଲେ ଦିବ୍ୟାଙ୍ଗ ଲବ କୁମାର

ବଲାଙ୍ଗୀର : ମହାମାରୀ ରୂପକ କରୋନାରେ ସାରା ବିଶ୍ୱ କବଳିତ ହୋଇପଡ଼ିଛି । ଏହି ମହାମାରୀରୁ ରକ୍ଷା ପାଇଁ ସାରା ଭାରତ ବର୍ତ୍ତମାନ ୨୧ ଦିନ ପାଇଁ ଲକ୍‌ଡାଉନ୍‌ରେ ରହିଛି । ଏଭଳି ସ୍ଥିତିରେ ଶିଳ୍ପପତି, ଫିଲ୍ମ୍ ଜଗତ, ବିଭିନ୍ନ କ୍ରୀଡ଼ାବିତ୍‌ମାନେ ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କ ରିଲିଫ୍
Read More...

କଟକକୁ ବି ସଟଡାଉନ ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର ଓ ଭଦ୍ରକ ପରେ କଟକ ସହରକୁ ମଧ୍ୟ ସଂପୂର୍ଣ୍ଣ ସଟଡାଉନ୍ ଘୋଷଣା କରାଯାଇଛି । ଷଷ୍ଠ କରୋନା ରୋଗୀ ଚିହ୍ନଟ ହେବା ଏବଂ ସେ କଟକର ବୋଲି ଜଣାପଡିବା ପରେ ସରକାର ତତକ୍ଷଣାତ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି । ଷଷ୍ଠ ରୋଗ ଦିଲ୍ଲୀ ଯାଇଥିବା ଜଣାପଡିଛି । ଭୁବନେଶ୍ୱର, ଭଦ୍ରକ ଭଳି କଟକ
Read More...

ରାଜ୍ୟରେ ୬ଷ୍ଠ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଅନୁଯାୟୀ ରାଜ୍ୟରେ ଷଷ୍ଠ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଷଷ୍ଠ କରୋନା ସଂକ୍ରମିତ ବ୍ୟକ୍ତିଜଣକ କଟକର । ସେ ନିକଟରେ ଦିଲ୍ଲୀ ଗସ୍ତ କରି ଫେରିଥିଲେ । ତାଙ୍କ ସମ୍ପର୍କରେ ଅଧିକ ସୂଚନା ସଂଗ୍ରହ କରାଯାଉଛି । କେତେଜଣ
Read More...

ଆଜି ରାତି ୮ଟାରୁ ରବିବାର ରାତି ୮ଟା ଭୁବନେଶ୍ୱର ଓ ଭଦ୍ରକ ସଟ୍‌ଡାଉନ୍‌

ଭୁବନେଶ୍ୱର: ରାଜ୍ୟରେ କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଆଜି ଅପ୍ରତ୍ୟାଶିତ ଭାବରେ ଏକ କଠୋର ନିଷ୍ପତ୍ତି ନେଇଛନ୍ତି । ପଞ୍ଚମ ସଂକ୍ରମିତ ବ୍ୟକ୍ତିର ବିଲକ୍ଷଣରୁ ସରକାରଙ୍କୁ ଏଭଳି ନିଷ୍ପତ୍ତି ନେବାକୁ ପଡ଼ିଛି ବୋଲି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ସାମ୍ବାଦିକ ସମ୍ମିଳନୀରେ ସୂଚନା
Read More...