ଦଶପଲ୍ଲାରେ ପୁଣି ସକ୍ରିୟ ହେଲେ ଲୁଟେରା, ମହିଳାଙ୍କ ବେକରୁ ସୁନା ଚେନ୍ ଲୁଟ୍
ଦଶପଲ୍ଲା,୨୧/୪: କରୋନା କଟକଣା ଯୋଗୁଁ ୨ ବର୍ଷର ବ୍ୟବଧାନ ପରେ ଭାରତ ପ୍ରସିଦ୍ଧ ଲଙ୍କାପୋଡ଼ି ଯାତ୍ରା ଅନୁଷ୍ଠିତ ହେଉଥିବାବେଳେ ଲୋକଙ୍କ ମଧ୍ୟରେ ଉତ୍ସାହ ଓ ଉଦ୍ଦିପନା ଲାଗିରହିଛି । ଏହି ଜନଗହଳିର ସୁଯୋଗ ନେଇ କିଛି ଦୁର୍ବୃତ୍ତ ଲୁଟ୍ପାଟ୍ କରିଥିବା ଜଣାପଡ଼ିଛି । ଯାହାକି ସ୍ଥାନୀୟ ମହାନ୍ତି!-->…
Read More...
Read More...