ବୌଦ୍ଧ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ଉଦଯାପିତ

ଜହ୍ନ ।ପଙ୍କ,୧୩/୧୧:-ବୌଦ୍ଧ ବ୍ଲକ ଅନ୍ତର୍ଗତ ତେଲିବନ୍ଧ ନୋଡାଲ ଉଚ୍ଚ ବିଦ୍ୟାଳୟରେ ବୌଦ୍ଧ ବ୍ଳକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି । ବୌଦ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧ୍ରୁବଚରଣ ଘିବେଲା ସଭାପତିତ୍ୱ କରିଥିବାବେଳେ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ଃ ଉଦୟନାଥ ମାଝୀ
Read More...

୬୯ତମ ରାଜ୍ୟ ମହିଳା ଭଲିବଲ: ଇଷ୍ଟକୋଷ୍ଟ ରେଲୱେ ଚଂପିଆନ

ବୌଦ୍ଧ,୧୩/୧୧- ଗତ ୧୧ ତାରିଖ ଠାରୁ ବୌଦ୍ଧରେ ଆରମ୍ଭ ହୋଇଥିବା ୬୯ ତମ ରାଜ୍ୟ ମହିଳା ଭଲିବଲ ଚଂପିଆନସିପ ଆଜି ସନ୍ଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ଉତ୍ସବରେ ବୌଦ୍ଧ ବିଧାୟକ ପ୍ରଦିପ କୁମାର ଅମାତ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ବୌଦ୍ଧ ଜିଲ୍ଲାପାଳ
Read More...

ସୁବର୍ଣ୍ଣପୁରରେ ଶିଳ୍ପ ନିର୍ଦ୍ଦେଶକଙ୍କ ସମୀକ୍ଷା ବୈଠକ

ସୁବର୍ଣ୍ଣପୁର,୧୩/୧୧- ଶିଳ୍ପ ନିର୍ଦ୍ଦେଶକ ମହମ୍ମଦ ସାଦିକ ଆଲମ , ଆଇଏଏସଙ୍କ ଏକ ସମୀକ୍ଷା ବୈଠକ ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଆବୋଲି ସୁନୀଲ ନରୱାଣେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରି
Read More...

ଆସନ୍ତାକାଲି ଉଦଘାଟନ ହେବ ବୌଦ୍ଧର ୧୦ଟି ୫ଟି ରୂପାନ୍ତରୀତ ହାଇସ୍କୁଲ

ବୌଦ୍ଧ,୧୩/୧୧- ଆମ ବୌଦ୍ଧଜ଼ିଲ୍ଲା ପାଇଁ ପ୍ରଥମ ପର୍ଯ୍ୟାୟରେ ୧୦ ଗୋଟି ୫ ଟି ସ୍କୁଲ ମିଳିଥିଲା । ଯାହାକି ଧାର୍ଯ୍ୟ ସମୟ ଭିତରେ ସମ୍ପୂର୍ଣ୍ଣ ହୋଇଥିବାରୁ ଆସନ୍ତାକାଲି ୧୪ତାରିଖ (ରବିବାର ) ଦିନ ତାର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହେବା ରାଜ୍ୟ ସରକାର ପରବର୍ତ୍ତୀ ପର୍ଯ୍ୟାୟରେ ୩୨ ଗୋଟି
Read More...

ବୌଦ୍ଧରେ ମେଗା ଆଇନ ସେବା ଶିବିର ଅନୁଷ୍ଠିତ

ବୌଦ୍ଧ,୧୩/୧୧- ଆଜି ସ୍ଥାନୀୟ ଟାଉନହଲ ଠାରେ ଆଇନ ସମ୍ବନ୍ଧିତ ଏକ ମେଗା ଶିବିର ଅନୁଷ୍ଠିତ ହୋଇଯାଇଛି । ଜାତୀୟ ଆଇନସେବା ପ୍ରାଧିକରଣର ତତ୍ତ୍ୱାବଧାନରେ ଜିଲ୍ଲା ଆଇନସେବା ପ୍ରାଧିକରଣ ଓ ଜିଲ୍ଲା ପ୍ରଶାସନ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଶିବିରରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଜଜ୍‌ ତଥା
Read More...

ଡିସେମ୍ବରରେ ପଡିବ କ୍ୟାଟ୍‌-ଭିକ୍କିଙ୍କ ହାତ ଗଣ୍ଠି; ସାମିଲ ହେବେ ଏହିସବୁ ସେଲିବ୍ରିଟି

ନୂଆଦିଲ୍ଳୀ ୧୩।୧୧ : ଖୁବଶୀଘ୍ର କ୍ୟାଟଙ୍କ ଫ୍ୟାନ୍ସଙ୍କ ଅପେକ୍ଷାର ଘଟିବାକୁ ଯାଉଛି ଅନ୍ତ । ଯେଉଁ କଥାକୁ ଅନେକ ଦିନରୁ ଚାହିଁ ବସିଥିଲେ, ତାହା ଖୁବଶୀଘ୍ର ପୂରଣ ହେବାକୁ ଯାଉଛି। ଡିସେମ୍ବରରେ କ୍ୟାଟ୍ରିନା ଏବଂ ଭିକ୍କି କୌଶଲ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଦୁହିଁଙ୍କର ବିବାହର
Read More...

ଜାତୀୟ ଆଇନସେବା ପ୍ରାଧିକରଣ ସଚେତନତା ଶିବିର ଅନୁଷ୍ଠିତ

ଗଞ୍ଜାମ ୧୩।୧୧ : ଛତ୍ରପୁର ସ୍ଥିତ ସଂସ୍କୃତି ଭବନ ପରିସରରେ ଜାତୀୟ ଆଇନ ସେବା ପ୍ରାଧିକରଣ ଦ୍ୱାରା ବିଶାଳ ଆଇନ ସେବା ଓ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଆଇନ ସେବା ପ୍ରାଧିକରଣ, ଗଞ୍ଜାମ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଏବଂ ଗଞ୍ଜାମ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗ କ୍ରମେ
Read More...

ବରଗଡ଼ରେ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ଜିଲ୍ଲାକୁ ଦେଲେ ୨୯୫କୋଟି ଟଙ୍କାର ପ୍ରକଳ୍ପ ଭେଟି

ବରଗଡ଼ ୧୩।୧୧ : ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ କାର୍ଡ ପାଇଲେ ବରଗଡ଼ ବାସିନ୍ଦା । ଆଜି ବିଜେପୁରରୁ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହ ବରଗଡ଼ ପାଇଁ ପ୍ରାୟ ୨୯୫ କୋଟିରୁ ଅଧିକ ଟଙ୍କା ପ୍ରକଳ୍ପର ଶିଳାନ୍ୟାସର
Read More...

ଭାଗିରଥି ପାତ୍ରଙ୍କ ଜିଲ୍ଲାସ୍ତରୀୟ ୮୩ ତମ ଜୟନ୍ତୀ ସମାରୋହ ପାଳିତ

ନବରଙ୍ଗପୁର ୧୩।୧୧ : ନବରଙ୍ଗପୁର ଜିଲ୍ଲାର ସାହିତ୍ୟିକ ଭାଗିରଥି ପାତ୍ରଙ୍କ ୮୩ ତମ ଜନ୍ମ ଜୟନ୍ତୀ ମହା ସମାରୋହରେ ନବରଙ୍ଗପୁର ସ୍ଥାନୀୟ ଆରସିଡ଼ି ନୋଡାଲ ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଓଡିଶା ସାହିତ୍ୟ ଏକାଡେମୀ ଆନୁକୂଲ୍ୟରେ ଓ ଭାଗିରଥି ପାତ୍ର ସ୍ମୃତି ସଂସଦ ସହଯୋଗରେ
Read More...

ପ୍ରବଳ ବର୍ଷିବ, ଏହି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର ୧୩।୧୧ : ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗି ରହିଛି । ଉତ୍ତର ତାମିଲନାଡୁରୁ ଓଡିଶା ଉତ୍ତର ଉପକୂଳ ଅଞ୍ଚଳ ଉପରେ ଟ୍ରଲ ଲାଇନ ରହିଛି । ଏହା ଆଜି ମଧ୍ୟ ସକ୍ରିୟ ରହିଛି । ଯାହା ପ୍ରଭାବରେ ପ୍ରବଳ ବର୍ଷା ହେଉଛି । ଆଜି ୯ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ
Read More...