ଜୟରାମ ବନଛୋର ମୃତ୍ୟୁ ମାମଲା, ବାପା ଆଣିଲେ ହତ୍ୟା ଅଭିଯୋଗ
ବୌଦ୍ଧ /ବାଉଁଶୁଣୀ,୧୫/୩- ବାଉଁଶୁଣୀ ଥାନା ବହିରା ଗ୍ରାମ କେନାଲ ତଳ ପଟାସ୍ ଗଛରୁ ଗତ ୧୩ ତାରିଖରେ ଗୁଡପଡା ଗ୍ରାମର ଜୟରାମ ବନଛୋର (୨୦)ଙ୍କ ମୃତଦେହ ପ୍ଲାଷ୍ଟିକ ଦଉଡିରେ ମିଳିବା ଘଟଣା ଏବେ ନୂଆମୋଡ ନେଇଛି । ମୃତକ ଜୟରାମର ପିତା ବିନୟ ବନଛୋର ତାଙ୍କ ପୁଅକୁ ହତ୍ୟା କରାଯାଇଥିବା ବାଉଁଶୁଣୀ!-->…
Read More...
Read More...