ନିଆଁଲାଗି ଦୁଇ ବଖରା ଭସ୍ମୀଭୂତ
ବୌଦ୍ଧ/ଜହ୍ନାପଙ୍କ,୩୧/୩- ବୌଦ୍ଧବ୍ଳକ ବଢ଼ିଗାଁର ହିମାଂଶୁ ସ୍ୱାଇଁଙ୍କ ଘରେ ଆଜି ସକାଳ ପ୍ରାୟ ସାଢେ ସାତଟାରେ ନିଆଁ ଲାଗି ଦୁଇ ବଖରା ଘର ପୋଡି ପାଉଁଶ ହୋଇଯାଇଛି । ସୂଚନାଯୋଗ୍ୟ ଯେ ଏହି ଘରକୁ ସେ ବରୁଣ ସ୍ୱାଇଁଙ୍କୁ ଭଡାରେ ଦେଇଥିଲେ ଏବଂ ସେ କୁକୁଡ଼ା ବ୍ୟବସାୟ କରୁଥିଲେ । ଏହି!-->…
Read More...
Read More...