ଦାରିଙ୍ଗବାଡ଼ିରେ ହାଡ଼ଭଙ୍ଗା ଶୀତ, ଅସହାୟଙ୍କୁ ସହାୟତାର ହାତବଢ଼ାଇଲା କଟକର ଆଞ୍ଜେଲ ଫାଉଣ୍ଡେସନ
ଦାରିଙ୍ଗବାଡି, ୨୮/୧୨- ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବାଡ଼ାବାଙ୍ଗା ଗ୍ରାମ ଠାରେ କଟକର ଆଞ୍ଜେଲ ଫାଉଣ୍ଡେସନ ପକ୍ଷରୁ ବୃଦ୍ଧାବୃଦ୍ଧ, ଅସହାୟ ତଥା ଗରିବ ଲୋକଙ୍କୁ କମ୍ବଳ ବଣ୍ଟନ କରାଯାଇଛି । ଏହି ଅବସରରେ ୫୫୦ ଜଣଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା । ଦାରିଙ୍ଗବାଡି ଅଂଚଳରେ ବର୍ତ୍ତମାନ ଶୀତର!-->…
Read More...
Read More...