କୁଲାଙ୍ଗ ଗ୍ରାମବାସୀଙ୍କୁ ଗଜପତି ଏସପିଙ୍କ ସାମଗ୍ରୀ ବଣ୍ଟନ
ଗଜପତି ଏସପି ସାରାଶର୍ମା ଗୁମ୍ମାବ୍ଳକରବଡ଼କଳାକୋଟ ପଞ୍ଚାୟତର କୁଲାଙ୍ଗ ଗ୍ରାମ ବାସୀଙ୍କୁ ବିଭିନ୍ନ ସାମଗ୍ରୀ ବଣ୍ଟନ କରିଛନ୍ତି।ଏହି ଗ୍ରାମର ଅଧିକାଂଶ ଲୋକ ଗରିବ ଶ୍ରେଣୀର ଅଟନ୍ତି ଗତବର୍ଷ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ପାହାଡ଼ରୁ ଭୁସ୍ଖଳନ ହେବା ଯୋଗୁଁ ଘରଦ୍ୱାର ଭାଙ୍ଗି ଯିବା ସହ!-->…
Read More...
Read More...