ଏସଏଚଜି ସାହାଯ୍ୟରେ ଜୈବ ଉତ୍ପାଦିତ ପନିପରିବା ଯୋଗାଣ
ସମ୍ବଲପୁର :କଟକଣା ବଳବତ୍ତର ଯୋଗୁଁ ଅନେକ ଲୋକେ ତାଜାତଟକା ପନିପରିବା କିଣିପାରୁ ନାହାନ୍ତି । କିଛି ଅଞ୍ଚଳରୁ ଏପରି ଅଭିଯୋଗ ଆସିବା ପରେ ଜିଲ୍ଲା ପ୍ରଶାସନ ଏଦିଗରେ ଯତ୍ନବାନ ହୋଇଛି ଓ କିଛି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ (ଏସଏଚଜି) ଙ୍କୁ ଏଥିପାଇଁ ନିୟୋଜିତ କରୁଛି । ଓରମାସ ଓ ଓଢଣା ଆଜୀବିକା!-->…
Read More...
Read More...