ମୋଦିଙ୍କ ମଙ୍ଗଳବାର ଦିନର ନିର୍ବାଚନୀ ସଭା ସମ୍ବଲପୁର ରୁ ଆରମ୍ଭ, ଭାଜପା ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ବିବରଣୀ…
ସମ୍ବଲପୁର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଆସନ୍ତା ଏପ୍ରିଲ ୧୬ ତାରିଖ ମଙ୍ଗଳବାର ଦିନର ନିର୍ବାଚନୀ ସଭା ସମ୍ବଲପୁର ରୁ ଆରମ୍ଭ କରିବେ । ଦିଲ୍ଲୀରୁ ବିଶେଷ ବିମାନ ଯୋଗେ ଝାରସୁଗୁଡା ଓ ସେଠାରୁ ବିଶେଷ ହେଲିକପ୍ଟର ଦ୍ବାରା ସ୍ଥାନୀୟ ରେମେଡଛକ ନିକଟସ୍ଥ ସଭାସ୍ଥଳକୁ ପୂର୍ବାହ୍ନ ୧୦ଟା!-->…
Read More...
Read More...