ଲକଡାଉନରେ ବୋର୍ ହେବନି ଲୋକେ, ବାଲିଗୁଡା ପୁଲିସର ଅଭିନବ ପ୍ରୟାସ
ବାଲିଗୁଡ଼ା: ସମସ୍ତଙ୍କୁ ଘାରିଛି କରୋନା ଭୟ। ଘରେ ରହି ରହି ଲୋକେ ବିରକ୍ତ ହୋଇଗଲେଣି । ଏଣିକି ଲୋକେ ଆଉ ବୋର୍ ହେବେନି । କାରଣ ବାଲିଗୁଡ଼ା ପୋଲିସ୍ ପକ୍ଷରୁ ନିଆଯାଇଛି ଅଭିନବ ପଦକ୍ଷେପ । ଘରେ ବସିବସି ବୋର୍ ନହୋଇ କରୋନା ଉପରେ ଆଧାରିତ କବିତା, ଚିତ୍ରାଙ୍କନ, ରଚନା, କ୍ଷୁଦ୍ରଗଳ୍ପ,ଗିତ ଆଦି!-->…
Read More...
Read More...