କାଠଯୋଡ଼ି ବ୍ରିଜ୍ ଉପରେ ବଗି ଛାଡ଼ି ଇଞ୍ଜିନ୍ ପଳାଇଲା ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ
କଟକ: ବଗି ଛାଡ଼ି ପଳାଇଲା ରେଳ ଇଞ୍ଜିନ। ଏକ ଭୟାବହ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ। କଟକ କାଠଯୋଡ଼ି ବ୍ରିଜ୍ ଉପରେ ଭୁବନେଶ୍ୱରୁ ନୂଆଦିଲ୍ଲୀ ଯାଉଥିବା ରାଜଧାନୀ ଏକ୍ସପ୍ରେସର ବଗିରୁ ଇଞ୍ଜିନ୍ ଛାଡ଼ି ପଳାଇବା ପରେ ଟ୍ରେନ୍ଟି ପୋଲ ଉପରେ!-->…
Read More...
Read More...