ନାବାଳିକା ଅପହରଣ ମାମଲାରେ ଅଭିଯୁକ୍ତକୁ ତିନି ବର୍ଷ ଜେଲ

ଫୁଲବାଣୀ :- କନ୍ଧମାଳ ଜିଲ୍ଲା ଫୁଲବାଣୀ ଫାଷ୍ଟ ଟ୍ରାକ ପୋକ୍ସ କୋର୍ଟର ବିଚାରପତି ଭାସ୍କର ଚନ୍ଦ୍ର ସାହୁ ଜଣେ ୧୭ ବର୍ଷିୟା ନାବାଳିକାର ଅପହରଣ ମାମଲାର ବିଚାର କରି ୧୨ ଜଣ ସାକ୍ଷୀ ଡ଼ାକ୍ତରୀ ରିପୋର୍ଟ୍‌ ଇତ୍ୟାଦିକୁ ଭିତ୍ତି କରି ଗୋପବନ୍ଧୁ ପ୍ରଧାନ(୩୦),ମାଲେରି ଗାଆଁ, ଖଜୁରୀପଡ଼ାକୁ ଦୋଷୀ…
Read More...

ଲୋନ୍‌ ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ, ଠକ ଯୁବକ ଥାନାରେ ଅଟକ

ବାଲିଗୁଡ଼ା: ଲୋନ୍‌ ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ । ସମ୍ପୃକ୍ତ ଯୁବକଙ୍କୁ ଘେରିଲେ ଲୋନ୍‌ ଆବେଦନକାରୀ । ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ । ସୂଚନା ପ୍ରକାରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳର ଶଂକର ଜେନା ନାମକ ଜଣେ ଯୁବକ ରୁଦ୍ର…
Read More...

ଆବାସ ଯୋଜନାର ମହା ଘୋଟଲା,ଶତାଧିକ ହିତାଧିକାରୀଙ୍କ ବ୍ଲକ ଘେରାଉ

ବୌଦ୍ଧ : ସାରା ରାଜ୍ୟରେ ବିଜୁ ପକ୍କାଘର ହେଉ କି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବୁହ ଦୁର୍ନୀତି ହେଉଥିବା ଖବର ସାମ୍ନାକୁ ଆସୁଛି । ଇତି ମଧ୍ୟରେ ବୌଦ୍ଧ ଜିଲ୍ଲାରେ ମଧ୍ୟ ଏହି ଯୋଜନାକୁ ନେଇ ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ବୌଦ୍ଧ ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଓ…
Read More...

କୋକସରା ମା’ ବନଦୁର୍ଗା ଟ୍ରେଡର୍ସରେ ଜିଏସଟି ଚଢ଼ାଉ

କୋକସରା : କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକ ସଦର ମହକୁମା ଚିଲିଗୁଡା ସ୍ଥିତ ମା' ବନଦୁର୍ଗା ଟ୍ରେଡର୍ସରେ ସୋମବାର ସିଟି ଏବଂ ଜିଏସଟି ବିଭାଗ ପକ୍ଷରୁ ଚଢ଼ାଉ କରଯାଇଛି । ଭବାନୀପାଟଣା, ସିଟି ଏବଂ ଜିଏସଟି ଏନଫୋର୍ସମେଣ୍ଟ ୟୁନିଟର ଡେପୁଟି କମିଶନର ସମୀର ମାଝୀଙ୍କ ନେତୃତ୍ବରେ ୮ ଜଣିଆ ଟିମ୍…
Read More...

ଜିଲ୍ଲା ଯୁବ ରେଡ଼କ୍ରସ ପ୍ରଶିକ୍ଷିଣ ଶିବିର ଉଦଯାପିତ

ହରଭଙ୍ଗା : ହରଭଙ୍ଗା ବ୍ଲକ ପୁରୁଣା କଟକ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ୩ଦିନିଆ ଜିଲ୍ଲାଯୁବ ରେଡ଼କ୍ରସ ପ୍ରଶିକ୍ଷଣ ଶିବିର ସୋମବାର ଦିନ ଉଦଯାପିତ ହୋଇଯାଇଛି । ଉକ୍ତ ଶିବିରଟି ୩ଦିନ ଧରି ଚାଲିଥିବା ବେଳେ ଜିଲ୍ଲାର୨୧ଟି ମହାବିଦ୍ୟାଳୟରୁ ମୋଟ ୧୦୦ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଉକ୍ତ…
Read More...

ସୋନପୁର ରାମେଶ୍ୱର ଘାଟରେ ଆୟୋଜିତ ହେବ ହକି ବିଶ୍ୱକପ୍‌ ଉଦଘାଟନ ମ୍ୟାଚର ସିଧା ପ୍ରସାରଣ

ସୁବର୍ଣ୍ଣପୁର: ଚଳିତ ପୁରୁଷ ହକି ବିଶ୍ୱକପ ମହାକୁମ୍ଭ ଆସନ୍ତା ୧୩ ତାରିଖରୁ ଓଡ଼ିଶାର ଭୁବନେଶ୍ୱର ଓ ରାଉରକେଲାଠାରେ ଆୟୋଜିତ ହେବାକୁ ଯାଉଛି । ଚଳିତ ହକି ବିଶ୍ୱକପ ଖେଳର ରଙ୍ଗାରଙ୍ଗ ଉଦଘାଟନୀ ଉତ୍ସବ କଟକ ବାରବାଟୀ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେବା ସାଙ୍ଗକୁ ରାଜ୍ୟର ସମସ୍ତ ବର୍ଗର…
Read More...

ପୁରୀ ସଦର ଚନ୍ଦନପୁରରେ ହାତୀ ଆତଙ୍କ

ପୁରୀ :ପୁରୀରେ ପଶିଲା ଦନ୍ତାହାତୀ । ପୁରୀ ସଦର ଚନ୍ଦନପୁର ଥାନା ଅନ୍ତର୍ଗତ କୃଷ୍ଣ ରଞ୍ଜନପୁର ଗ୍ରାମରେ ଆଜି ଭୋରୁ ଏକ ଦନ୍ତାହାତୀ ପଶିଛି । ହାତୀକୁ ଦେଖି ଭୟଭୀତ ହୋଇପଡିଛନ୍ତି ଗ୍ରାମବାସୀ । ତେବେ ସୂଚନା ଅନୁଯାୟୀ ଖାଦ୍ୟ ଅନ୍ୱେଷଣରେ ଦନ୍ତାହାତୀଟି ଚନ୍ଦକା ଜଙ୍ଗଲରୁ ଖୋର୍ଦ୍ଧା ବନଖଣ୍ଡ ଦେଇ…
Read More...

୧୧ରୁ ରାଜ୍ୟସ୍ତରୀୟ ଦଶପଲ୍ଲା କପ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟ

ଦଶପଲ୍ଲା : ନୟାଗଡ଼ ଜିଲ୍ଲା ଦଶପଲ୍ଲା ସ୍ପେରଟିଭ ସ୍ପୋର୍ଟସ ସୋସାଇଟି ଆନୁକୂଲ୍ୟରେ ସ୍ଥାନୀୟ ଗାନ୍ଧୀ ମଇଦାନରେ ୨୩ତମ ଦଶପଲ୍ଲା କପ୍‌ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟ ଆସନ୍ତା ୧୧ ତାରିଖରୁ ଆରମ୍ଭ ହେବ । ରାଜ୍ୟସ୍ତରୀୟ ଏହି ଟୁର୍ଣ୍ଣାମେଣ୍ଟରେ ୧୧ଟି ଦଳ ୧୦ ଦିନ ଧରି ଖେଳରେ ଅଂଶଗ୍ରହଣ କରିବେ । ୧୫…
Read More...

ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା ଉଦଘାଟିତ

ବୌଦ୍ଧ/ଜହ୍ନ ।ପଙ୍କ,୯/୧: ବୌଦ୍ଧ ବ୍ଳକ ତାଳସରଡ଼ । ପଂଚାୟତ ଅନ୍ତର୍ଗତ ସଂଗ୍ରାମପୁର ଉଚ୍ଚବିଦ୍ୟାଳୟ ଖେଳପଡ଼ିଆରେ ଦୁଇ ଦିନ ଧରି ହେବାକୁ ଥିବା ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସମୁହ ଖେଳ ପ୍ରତିଯୋଗିତା ଆଜି ଉଦଘାଟିତ ହୋଇଯାଇଛି । ପୂର୍ବାହ୍ନରେ ଛାତ୍ରମାନେ ସ୍ଥାନୀୟ ଗଣେଶ ମନ୍ଦିରରୁ କ୍ରୀଡ଼ା…
Read More...

ଜାତୀୟ ରାଜପଥରେ ୩ଟି ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ତୀର୍ଥ ଯାତ୍ରୀ

ହରଭଙ୍ଗା :ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଦେଇ ଯାଇଥିବା ୫୭ନଂ ଜାତୀୟ ରାଜପଥରେ ଆଜି ପୃଥକ ପୃଥକ ତିନିଗୋଟି ସଡକ ଦୁର୍ଘଟଣା ଘଟିଛି । ପ୍ରଥମେ ହରିଶଙ୍କରରୁ ତୀର୍ଥ ସାରି ଫେରୁଥିବା ବେଳେ ଯାତ୍ରୀବାହି ବସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଓଡି ୦୫ଏଏନ୍‌୦୧୧୪ ନମ୍ବର ଥିବା ଶ୍ରୀ କ୍ରିଷ୍ଣା ନାମକ…
Read More...