କରୋନା ପ୍ରସାର ରୋକିବାକୁ ଜାରିହେଲା ଆଡଭାଇଜରୀ :
ମାସ୍କ ପିନ୍ଧନ୍ତୁ,ବୁଷ୍ଟର ଡୋଜ୍ ନିଅନ୍ତୁ
ନୂଆଦିଲ୍ଲୀ: ଚୀନ୍ ଆମେରିକା ସମେତ ବିଶ୍ୱର ଅନେକ ଦେଶରେ ପୁଣି ଥରେ ବଢି ଚାଲିଛି କରୋନା ସଂକ୍ରମଣ । ଏନେଇ ଏବେ ଭାରତ ସରକାର ଆଗୁଆ ସତର୍କ ହୋଇପଡିଛନ୍ତି । କରୋନାର ବିସ୍ତାର ରୋକିବା ପାଇଁ ଜାରି କରାଯାଇଛି ନୂଆ ଆଡଭାଇଜରୀ । ଆଗକୁ କରୋନା ଟେଷ୍ଟିଂ ବଢିବ । ଭିଡ ଥିବା ସ୍ଥାନରେ ମାସ୍କ!-->…
Read More...
Read More...