Monthly Archives

April 2020

ଯୁବ ସମାଜସେବୀଙ୍କ ସ୍ବାଗତଯୋଗ୍ୟ ପଦକ୍ଷେପ : ବାଲିଗୁଡ଼ା ଏନ୍ଏସିରେ କାର୍ଯ୍ୟରତ ୫୦ରୁ ଉର୍ଦ୍ଧ୍ବ ସଫେଇ କର୍ମଚାରୀଙ୍କୁ…

ବାଲିଗୁଡ଼ା: ଯୁବକଙ୍କ ସ୍ବାଗତଯୋଗ୍ୟ ପଦକ୍ଷେପ । ବାଲିଗୁଡ଼ା ଏନ୍ଏସି ରେ କାର୍ଯ୍ୟରତ ୫୦ରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ ସଫେଇ କର୍ମଚାରୀଙ୍କୁ ଉପଢ଼ୌକନ ଦେଇ ସମ୍ମାନିତ କରିଛନ୍ତି ଫୁଲବାଣୀର ଯୁବ ସମାଜସେବୀ ପ୍ରଶାନ୍ତ କୁମାର ସ୍ବାଇଁ । ଲକ୍ ଡାଉନ୍ ଯୋଗୁଁ ଅନେକ ଲୋକ ନାହିଁନଥିବା ଅସୁବିଧାର…
Read More...

ପୁଣି ଘଞ୍ଚ ଜଙ୍ଗଲରେ ଚଢ଼ାଉ : ମହୁଲ ପୋଚ ନଷ୍ଟ, ଜଣେ ଗିରଫ

ବାଲିଗୁଡ଼ା: ବାଲିଗୁଡ଼ା ଥାନା କଟପଡ଼ି ଜଙ୍ଗଲରେ ପୋଲିସ୍ ପକ୍ଷରୁ ଚଢ଼ାଉ । ୧୨୦୦ ଲିଟର ମହୁଲ ପୋଚ ସହ ମଦ ରନ୍ଧା ସାମଗ୍ରୀ ନଷ୍ଟ କରିଛି ପୋଲିସ୍ । ଘଟଣ ସ୍ଥଳରୁ ୩୦ ଲିଟର ରନ୍ଧା ଦେଶୀ ମଦ ସହ ଜଣକୁ ପୋଲିସ୍ ଗିରଫ କରିଥିବାବେଳେ ପୋଲିସ୍ କୁ ଦେଖି ଅନ୍ୟମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା…
Read More...

ଢେଙ୍କାନାଳ ବିଧାୟକଙ୍କ କରୋନା ପ୍ରସ୍ତୁତିର ସମୀକ୍ଷା

ଢେଙ୍କାନାଳ:ଢେଙ୍କାନାଳ ସହର ମୀନାବଜାର ଅଞ୍ଚଳରୁ ଜଣେ ୫୧ ବର୍ଷୀୟ ମହିଳାଙ୍କ ଠାରେ କରୋନା ପଜିଟିଭି ଚିହ୍ନଟ ହେବାପରେ ସହର ମଧ୍ୟରେ ଲକଡାଉନକୁ କଡାକଡି କରାଯାଇଛି । ଏହି ଲକଡାଉନ ଫଳରେ ଦିନ ମଜୁରିଆ, ଖଟିଖିଆ ଗରିବ ଲୋକମାନେ କିପରି ସରକାରଙ୍କ ବିଭିନ୍ନ ଯୋଜନାର ସୁଫଳ ପାଇପାରୁଛନ୍ତି କି…
Read More...

ଆମେରିକାରେ ଦିନକରେ ରେକର୍ଡ ମୃତ୍ୟୁ

ନ୍ୟୁୟର୍କ : ଆମେରିକାରେ ଯେତେଯାହା ପଦକ୍ଷେପ ନିଆଗଲେ ମଧ୍ୟ ସଂକ୍ରମଣର ପ୍ରଭାବ ନିୟନ୍ତ୍ରିତ ହେଉନାହିଁ । ପ୍ରତିଦିନ ଶତାଧିକ ଲୋକ ମୃତ୍ୟୁମୁଖରେ ପଡୁଛନ୍ତି । ଏଭଳି ସ୍ଥିତିରେ ଦେଶରେ ଏକ ନୂଆ ଓ ଆତଙ୍କ ସୃଷ୍ଟିକଲା ଭଳି ଘଟଣା ଘଟିଛି । ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ କରୋନା ମୃତ୍ୟୁ ଘଟିଛି ।…
Read More...

ଲକଡାଉନ ଯୋଗୁଁ ବଲିଉଡର ୬ଶହ କୋଟି କ୍ଷତି

ମୁମ୍ବାଇ କରୋନା ଭାଇରସର ସଂକ୍ରମଣକୁ ରୋକିବା ପାଇଁ ଦେଶରେ ଲକଡାଉନ ଲାଗୁ ହେବା ଦିନଠାରୁ ଅନ୍ୟାନ୍ୟ କ୍ଷେତ୍ରଭଳି ବଲିଉଡ ମଧ୍ୟ ପ୍ରଭାବିତ ହୋଇଛି । ଭିଡ କମାଇବା ପାଇଁ ସରକାର ସବୁ ସିନେମା ହଲଗୁଡିକ ବନ୍ଦ କରିଦେଇଛନ୍ତି । ଏହି କାରଣରୁ ବହୁ ସିନେମା ରିଲିଜ୍ ହୋଇପାରିନାହିଁ । ଏଥିଯୋଗୁଁ…
Read More...

ଲକଡାଉନ୍ ସମୟରେ ପୁଲିସର ମହାନତା : ମହିଳାଙ୍କ ଶବକୁ କାନ୍ଧଦେଲେ, ଅନ୍ତିମ ସଂସ୍କାର ମଧ୍ୟ କଲେ

ଲକ୍ଷେ୍ନା÷: ବର୍ତ୍ତମାନ ଲକଡାଉନ ସମୟରେ ପୁଲିସ କର୍ମଚାରୀ ଓ ମେଡିକାଲ କର୍ମଚାରୀମାନେ ଯେଭଳି ଧୈର୍ଯ୍ୟର ସହ କାର୍ଯ୍ୟ କରୁଛନ୍ତି ତାହାକୁ ଦେଶବାସୀ ଭୂୟସୀ ପ୍ରଶଂସା କରିଛନ୍ତି । ଲକଡାଉନ ଯୋଗୁଁ ବହୁ ଅସହାୟ ଓ ଗରିବ ଲୋକ ଅସୁବିଧାର ସମ୍ମୁଖୀନ ହୋଇ ଦୁର୍ଦ୍ଦଶା ଭିତରେ ଗତି କରୁଛନ୍ତି ।…
Read More...

ଧୋନୀ ଜଣେ ଶ୍ରେଷ୍ଠ ଫିନିସର : ଫ୍ଲେସିସ୍‌

ନୂଆଦିଲ୍ଲୀ: ମହେନ୍ଦ୍ର ସିଂ ଧୋନୀ ଜଣେ ଶ୍ରେଷ୍ଠ ଫିନିସର । ସେ ମୋର ଜଣେ ଅତି ପସନ୍ଦର କ୍ରିକେଟର । ତାଙ୍କର ଖେଳିବା ଶୈଳୀ ଏବଂ ନେତୃତ୍ୱ କୌଶଳ ମୋତେ ଗଭୀର ଭାବରେ ପ୍ରଭାବିତ କରିଛି ବୋଲି ଦକ୍ଷିଣ ଆଫ୍ରିକାର ଅନ୍ୟତମ ସଫଳ କ୍ରିକେଟର ଏଫ୍‌ଡି ଫ୍ଲେସିସ ମତ ଦେଇଛନ୍ତି । ସେ କହିଛନ୍ତି ଯେ,…
Read More...

କୋହଲିଙ୍କ ସଂପର୍କରେ ଏମିତି ମନ୍ତବ୍ୟ ଦେଲେ ଅଖତର

କୋରାଚୀ: ଭାରତର ଅନ୍ୟତମ ଦକ୍ଷ ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ସଂପର୍କରେ ପାକିସ୍ତାନର କ୍ରିକେଟର ସୋଏବ ଅଖତର ସୋସିଆଲ ମିଡିଆରେ ଏଭଳି ଏକ ମନ୍ତବ୍ୟ ଦେଇଛନ୍ତି ଯାହାକୁ ନେଇ ରୋଚକ ଚର୍ଚ୍ଚା ଆରମ୍ଭ ହୋଇଛି । ଅଖତର କହିଛନ୍ତି ଯେ, କୋହଲି ବର୍ତ୍ତମାନ ସମୟର ଜଣେ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ । ସେ…
Read More...

ଚୀନରୁ ଆସିଲା ୬ଲକ୍ଷ ଟେଷ୍ଟକିଟ୍‌

ନୂଆଦିଲ୍ଲୀ: ଭାରତର ଅନୁରୋଧ କ୍ରମେ ଚୀନ ସରକାର ୬ଲକ୍ଷରୁ ଅଧିକ ଟେଷ୍ଟକିଟ୍ ପଠାଇଛି । ଆଜି ଏହି କିଟ୍ ଭାରତରେ ପହଞ୍ଚିଛି । ଏହାଛଡା ୧ଲକ୍ଷ ଆର୍‌ଏନ୍‌ଏ କିଟ୍ ମଧ୍ୟ ଆସିଛି । ଦେଶରେ ବର୍ତ୍ତମାନ ବିଭିନ୍ନ ସ୍ଥାନରେ ସ୍ୱାସ୍ଥ୍ୟକର୍ମୀମାନେ ଘରକୁ ଘର ବୁଲି ଲୋକମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା…
Read More...

୧୦୮ ଦେଶକୁ ମେଡିସିନ ପଠାଇଲା ଭାରତ

ନୂଆଦିଲ୍ଲୀ: ବିଭିନ୍ନ ଦେଶରେ ଲାଗି ରହିଥିବା କରୋନା ଭାଇରସ ସଂକ୍ରମଣର ମୁକାବିଲା ପାଇଁ ଭାରତ ବର୍ତ୍ତମାନ ପ୍ରାଣକର୍ତ୍ତା ସାଜିଛି । ସଂକ୍ରମଣର ଚିକିତ୍ସା ପାଇଁ ଆବଶ୍ୟକ ହେଉଥିବା କ୍ଲୋରୋକୁଇନ୍ ଓ ପାରାସିଟାମଲ ବଟିକା ବହୁ ପରିମାଣରେ ଭାରତ ବିଭିନ୍ନ ଦେଶକୁ ପଠାଉଛି । ବର୍ତ୍ତମାନ ସୁଦ୍ଧା…
Read More...