Monthly Archives

April 2020

ଧାନବିହନ ମିଳିବାନେଇ ଅନିଶ୍ଚିତତା, ଚାଷୀ ହତାଶ

ବୌଦ୍ଧ:ଅକ୍ଷୟ ତୃତୀୟା ଚାଲିଗଲାଣି । ଅକ୍ଷିମୁଠି ଅନୁକୂଳ ହୋଇପାରିଲାନି ଚାଷୀର ବିହନ ଅଭାବ ଯୋଗୁଁ । ବିହନ ନିଗମର ପାଲଝାର ବିହନ ପ୍ରକ୍ରିୟାକରଣ କେନ୍ଦ୍ରରେ ଝୁଲୁଛି ତାଲା । ପ୍ରାୟ ୬୫୧୮ କ୍ୱିଣ୍ଟାଲ ବିହନର ପ୍ରକ୍ରିୟାକରଣ ଓ ପ୍ୟାକିଂ ସରିଯାଇଛି ହେଲେ ତାହାରମାନ ପରୀକ୍ଷଣ ହୋଇପାରିନଥିବାରୁ…
Read More...

ବ୍ୟାପକ ଜନବିରୋଧ ପରେ ଫେରାଇ ଦିଆଗଲା ରାଉରକେଲାରୁ ଭୀମସାରକୁ ୬ ସନ୍ଦିଗ୍ଧ କରୋନା ରୋଗୀ ପଠାଯାଇଥିଲା

ସମ୍ବଲପୁର: ଓଡିଶା ରାଜ୍ୟ ସହିତ ସମଗ୍ର ଦେଶରେ ବର୍ତ୍ତମାନ କରୋନା ସମସ୍ତଙ୍କ ଚିନ୍ତା ବଢାଉଛି । ରାଜ୍ୟର କିଛି ଜିଲ୍ଲାରେ କରୋନା ପଜିଟିଭ ଚିହ୍ନଟ ହେବା ପ୍ରକ୍ରିୟା ଅବ୍ୟାହତ ରହିଛି କିନ୍ତୁ ସୌଭାଗ୍ୟକ୍ରମେ ଏଠାରେ ସମ୍ବଲପୁର ଜିଲ୍ଲାରେ ଏପର୍ଯ୍ୟନ୍ତ ଗୋଟିଏ ହେଲେ ମାମଲା ପ୍ରକାଶକୁ ଆସିନାହିଁ…
Read More...

ସଚିନ୍‌ଙ୍କୁ ୱାର୍ଣ୍ଣେ ବୋଲିଂ କଲାବେଳେ ମୂଷା-ବିଲେଇ ଖେଳ ପରି ଲାଗେ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆର କିମ୍ବଦନ୍ତୀ ସ୍ପିନର ସେନ୍ ୱାର୍ଣ୍ଣେ ବୋଲିଂ କରିବାକୁ ଆସିଲେ ବିପକ୍ଷ ଦଳ ବ୍ୟାଟ୍ସମ୍ୟାନ୍ ଥରହର ହୋଇପଡ଼ନ୍ତି । ୱାର୍ଣ୍ଣେ କଳେ ବଳେ, କୌଶଳେ ଯେପରି ହେଲେ ୱିକେଟ୍ ନେବା କଥା ନେବେ । ତେଣୁ ବିପକ୍ଷ ଦଳ ବ୍ୟାଟ୍ସମ୍ୟାନ୍‌ମାନେ ତାଙ୍କୁ ସତର୍କତା ସହିତ ଖେଳନ୍ତି ।…
Read More...

ବଟିଆଦାୟ ଅଭିଯୋଗରେ ୩ ଗିରଫ : କରୋନା ସଂକଟ ସମୟରେ ଅପରାଧର ଅଭିନବ ପନ୍ଥା

ସମ୍ବଲପୁର: ଆସନ୍ତା ୩ ତାରିଖରୁ ବାହାରେ ଫସିଥିବା ଲୋକଙ୍କ ଫେରିବା ପାଇଁ ବାଟ ଖୋଲୁଛି ଏହି ସୁଯୋଗର ଫାଇଦା ନେଇ ଅପରାଧର ଅଭିନବ ପନ୍ଥା ମଧ୍ୟ କିଛି ଅପରାଧୀ ଖୋଜି ପାଇଛନ୍ତି । ଲକଡାଉନ ପରେ ରାଜ୍ୟ ବାହାରେ ଥିବା ଲୋକଙ୍କ ପାଇଁ ସରକାର ବିଭିନ୍ନ ସୁବିଧାର ଘୋଷଣା କରିଛନ୍ତି । ହେଲେ କିଛି ଲୋକେ…
Read More...

ଦୁର୍ନୀତିଖୋରଙ୍କୁ ଉଚିତ୍ ଶିକ୍ଷା ମିଳିଛି: ରମିଜ୍ ରାଜା

ଇସଲାମାବାଦ : ଗତକାଲି ପାକିସ୍ତାନର ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍ ଉମର ଅକମଲଙ୍କୁ ତିନି ବର୍ଷ ପାଇଁ ବାସନ୍ତ କରାଯାଇଛି । ଏହି ପରିପ୍ରେକ୍ଷୀରେ ପାକିସ୍ତାନର ପୂର୍ବତନ ଅଧିନାୟକ ରମିଜ୍ ରାଜା ତାଙ୍କ ବକ୍ତବ୍ୟରେ କହିଛନ୍ତି ଯେ, ଏଭଳି ଦୁର୍ନୀତିଖୋର ବ୍ୟକ୍ତିଙ୍କୁ ଉଚିତ୍ ଶିକ୍ଷା ଦେବା ଉଚିତ୍ ।…
Read More...

ଏମ୍‌ସିଏଲ୍ ଟ୍ରାଇବାଲ୍ ଗ୍ରୁପ୍ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୩୦ ହଜାର ଟଙ୍କାର ଚେକ୍ ପ୍ରଦାନ

ସମ୍ବଲପୁର: ମହାନଦୀ କୋଲ୍ ଫିଲ୍ଡସ ଲିମିଟେଡ୍‌, ଜଗନ୍ନାଥ କ୍ଷେତ୍ର ତାଳଚେରର ଅନନ୍ୟା ମହିଳା ମଣ୍ଡଳ ତରଫରୁ ମହାମାରୀ କରୋନାରେ ସଂକ୍ରମିତ ହେଉଥିବା ଲୋକମାନଙ୍କୁ ସହାୟତା ଦେବା ପାଇଁ ୫୦ ହଜାର ଟଙ୍କାର ଚେକ୍ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ପ୍ରଦାନ କରିଛନ୍ତି । ଅନନ୍ୟା ମହିଳା ମଣ୍ଡଳର…
Read More...

ବୁଟୁପାଲି-ବଘିଆପଡା ରାସ୍ତା : ଅଧପନ୍ତରିଆ କାମ ଯୋଗୁଁ ଜନ ଅସନ୍ତୋଷ

ବୌଦ୍ଧ:ଜାତୀୟ ରାଜପଥ ୫୭ର ବୁଟୁପାଲି ଠାରୁ ବଘିଆପଡାକୁ ଯାଇଥିବା ୧୮ କି.ମି ପୂର୍ତ୍ତ ବିଭାଗ ରାସ୍ତାରେ ଯାତାୟାତ କରିବା କଷ୍ଟକର ହୋଇପଡୁଛି । ରାସ୍ତା ପ୍ରଶସ୍ତିକରଣ ନାମରେ ବିଭିନ୍ନ ଜାଗାରେ ରାସ୍ତାକୁ ଖୋଳିଦେଇ କାମନକରି ହାତବାନ୍ଧି ବସିରହିଛି ଠିକାସଂସ୍ଥା ଏଆର୍‌ଏସ୍‌ଏସ୍ । ଯାହାଫଳରେ ଏ…
Read More...

ଘର ମୁହାଁ ପ୍ରବାସୀ, କଟକଣାକୁ ବେଖାତିର : କ୍ୱାରେଣ୍ଟାଇନର ସବୁ ଖର୍ଚ୍ଚ ବହନ କରିବେ ସରକାର

ଭୁବନେଶ୍ୱର : ରାଜ୍ୟ ସରକାର ପ୍ରବାସୀ ଓଡିଆଙ୍କ ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରିଛନ୍ତି । ଗୁଜୁରାଟ, କେରଳ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ମହାରାଷ୍ଟ୍ର ଆଦି ରାଜ୍ୟରୁ ସେମାନେ ଯେପରି ସୁବ୍ୟବସ୍ଥିତ ଢଙ୍ଗରେ ଆସିବେ, ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାରାଷ୍ଟ୍ର ଓ ଗୁଜୁରାଟର…
Read More...

କେଉଁ ଦିନ ଖିଅର ହେବେ କେଉଁ ଦିନ ହେବେନି !

ହିନ୍ଦୁ ଶାସ୍ତ୍ର ଅନୁସାରେ ଖିଅର ହେବକୁ ନେଇ ଗୁଡାଏ ନିୟମ ରହିଛି । କେଉଁ ଦିନ ଖିଅର ହେଲେ କ\'ଣ କ୍ଷତି ହୋଇଥାଏ ଏବଂ କେଉଁ ଦିନମାନଙ୍କରେ ଖିଅର ହେବା ଉଚିତ୍ ଏହି ସମସ୍ତ କଥା ଶାସ୍ତ୍ରରେ ଉଲ୍ଲେଖ କରାଯାଇଛି ।ରବିବାର : ରବିବାର ଦିନ ଖିଅର ହେଲେ ଦୁଃଖ ପ୍ରାପ୍ତି ହୋଇଥାଏ ।ସୋମବାର : ସୋମବାର…
Read More...

ଚୁମ୍ବନ ଦେବା ସମୟରେ ଆଖି ବନ୍ଦ ହୋଇଥାଏ କାହିଁକି ?

ଚୁମ୍ବନ ବା "କିସ୍‌' ହେଉଛି ଏପରି ଏକ ଅନ୍ତରଙ୍ଗ ମାଧ୍ୟମ, ଯାହାକି ଭଲ ପାଇବାକୁ ପରିପ୍ରକାଶ କରିଥାଏ । ଏହି କାରଣ ପାଇଁ ପ୍ରେମୀଯୁଗଳ ପରସ୍ପରକୁ "କିସ୍‌' ବା "ଚୁମ୍ବନ' ଦେଇ ମନୋଭାବ ବ୍ୟକ୍ତ କରିଥାଆନ୍ତି । ଏହା ଏକ ସରଳ ଓ ଶକ୍ତିଶାଳୀ ମାଧ୍ୟମ ବୋଲି ବିବେଚନା କରାଯାଏ । ତେବେ ଚୁମ୍ବନ…
Read More...