Monthly Archives

May 2020

କରୋନା ଯୋଦ୍ଧାଙ୍କୁ ସମ୍ମାନ

ଟିଟିଲାଗଡ :ସ୍ଥାନୀୟ ରେଳ ଷ୍ଟେସନ ସମ୍ମୁଖରେ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରି କରୋନା ଯୋଦ୍ଧାଙ୍କୁ ସମ୍ମାନ ପ୍ରଦର୍ଶନ କରାଯାଇଥିଲା I ପ୍ରଶାସନ ତରଫରୁ ଆୟୋଜିତ କର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ମହିଳା ଶସକ୍ତିକରଣ ଓ ମିଶନ୍ ଶକ୍ତି ମନ୍ତ୍ରୀ ତଥା…
Read More...

ବୌଦ୍ଧରେ କରୋନା ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ସମୂହ ବନ୍ଦେ ଉତ୍କଳ ଜନନୀ ଗାନ

ବୌଦ୍ଧ: ବୌଦ୍ଧଜିଲ୍ଲା ସଦର ମହକୁମାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ଆଜି ସନ୍ଧ୍ୟା ୫ଘ. ୩୦ ମିନିଟ ସମୟରେ କରୋନା ଯୋଦ୍ଧାଙ୍କ ତ୍ୟାଗ ଓ ସଂକଳ୍ପକୁ ସମ୍ମାନ ଜଣାଇ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା । ବୌଦ୍ଧଜିଲ୍ଲା ଷ୍ଟାଡିୟମ ନିକଟରେ ଅନୁଷ୍ଠିତ…
Read More...

ବୌଦ୍ଧ ଜିଲ୍ଲାର ସବୁ କରୋନା ସଂକ୍ରମିତ ସୁସ୍ଥ ହେଲେ

ବୌଦ୍ଧ : ବୌଦ୍ଧ ଜିଲ୍ଲାର ୩୩ ଜଣ କରୋନା ସଂକ୍ରମିତ ପର୍ଯ୍ୟାୟକ୍ରମେ ସୁସ୍ଥ ହୋଇ ଯାଇଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । କିଛି ଦିନ ତଳେ ପ୍ରଥମ ପର୍ଯ୍ୟାୟରେ ୩ଜଣ, ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟରେ ଜଣେ ଲେଖାଏଁ ଓ ଆଜି ବାକି ସମସ୍ତ ୨୮ଜଣ ସଂପୂର୍ଣ୍ଣ ସୁସ୍ଥ ହୋଇଯିବା ବୌଦ୍ଧ ପାଇଁ…
Read More...

କରୋନା ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ବାଲିଗୁଡ଼ାରେ ବନ୍ଦେ ଉତ୍କଳଜନନୀ ସଙ୍ଗୀତ ଗାନ

ବାଲିଗୁଡ଼ା: ମୁଖ୍ୟ ମନ୍ତ୍ରୀଙ୍କ ଅନୁରୋଧକ୍ରମେ କୋରୋନା ଯୋଦ୍ଧା ଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ପାଞ୍ଚ ମିନିଟ୍ ପାଇଁ ସ୍ତବ୍ଧ ହୋଇଯାଇଥିଲା ଆଜି ସାରା ଓଡ଼ିଶା । ଗାଁ ଠୁ ସହର ସବୁଠି ରାଜ୍ୟ ସଙ୍ଗୀତ ବନ୍ଦେ ଉତ୍କଳଜନନୀ ସ୍ବରରେ କମ୍ପିଥିଲା । କରୋନା ଉତ୍ସାହିତ କରିବା ସହ ମନୋବଳ…
Read More...

ଦେଶରେ ୩୦ଜୁନ୍ ଯାଏଁ ଲକଡାଉନ ବଢିଲା

ନୂଆଦିଲ୍ଲୀ : କରୋନା ସଂକଟରୁ ବର୍ତ୍ତିବା ପାଇଁ ଦେଶରେ ୫.୦ ଲକଡାଉନ ଲାଗୁ କରାଯାଇଛି । ଏହା ସର୍ତ୍ତମୂଳକ ଭାବେ ଆସନ୍ତା ୩୦ ଜୁନ ଯାଏ ବଳବତ୍ତର ରହିବ । କଣ୍ଟେନମେଣ୍ଟ ଜୋନ ବ୍ୟତୀତ ଅନ୍ୟ ଅଂଚଳରେ ଆର୍ଥିକ କାରବାର ଚାଲିପାରିବ । ଏ ସଂପର୍କରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଗାଇଡଲାଇନ ଜାରି…
Read More...

ବନ୍ଦେ ଉତ୍କଳ ଜନନୀ ଗାନ ସଚେତନତା ରାଲି

ବୌଦ୍ଧ: ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକ୍ରମେ କରୋନା ଯୋଦ୍ଧାମାନଙ୍କୁ ସମ୍ମାନ ଦେବାପାଇଁ ଆଜି ସନ୍ଧ୍ୟା ସାଢେ ୫ଟା ସମୟରେ ଓଡିଶାର ଜାତୀୟ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ଗାନ କରାଯିବ । ଏଥିପାଇଁ ପ୍ରଶାସନ ତରଫରୁ ବୌଦ୍ଧ ସହରରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ବିଭିନ୍ନ ସ୍ଥାନରେ ସାମାଜିକ ଦୂରତା…
Read More...

ସୁସ୍ଥ ହୋଇ ଗୃହାବଦ୍ଧକୁ ଗଲେ ୨୧ କରୋନା ଆକ୍ରାନ୍ତ

ବୌଦ୍ଧ: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଓ ବୌଦ୍ଧବ୍ଲକର ୨୧ଜଣ କରୋନା ଆକ୍ରାନ୍ତ ସୁସ୍ଥହୋଇ ଆଜି ନିଜନିଜ ଘରକୁ ଫେରିଯାଇଛନ୍ତି । କରୋନା ସଂକ୍ରମିତମାନେ ଚିହ୍ନଟ ହେବାପରେ ସେମାନଙ୍କୁ ବୌଦ୍ଧ ପୁରୁଣା ଜେଲ୍ ଠାରେ ଥିବା କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଚିକିତ୍ସା କରାଯାଉଥିଲା । ଆଜି ସେମାନେ…
Read More...

ଛିଡା ହୋଇଥିବା ଟ୍ରକ୍‌କୁ ଧକ୍କାଦେଇ ବାଇକ ଚାଳକ ଗୁରୁତର

ବୌଦ୍ଧ:- ଗତକାଲି ଜାତୀୟ ରାଜପଥ ନମ୍ବର ୫୭ର ପୁରୁଣାକଟକ ଥାନା ଲୁଣିବାହାଲ ଗ୍ରାମପଞ୍ଚାୟତର ବଡବନ୍ଧ ଗାଁ ନିକଟରେ ଏକ ସଡକ ଦୁର୍ଘଟଣା ଘଟି ବାଇକ ଚାଳକ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ସରସରା ଗ୍ରାମପଞ୍ଚାୟତ ଅନ୍ତର୍ଗତ କଟାତଳ ଗ୍ରାମର ପ୍ରକାଶ କୁମାର ରତ୍ନ (୪୦ବର୍ଷ)…
Read More...

ଆମ୍ବଚାଷୀଙ୍କୁ ଶ୍ରମିକ ମଜୁରୀ ଦେଉନାହିଁ ଉଦ୍ୟାନ କୃଷିବିଭାଗ !

ବୌଦ୍ଧ:- ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ମାଧ୍ୟମରେ ନୂତନ ଆମ୍ବବଗିଚା ସୃଷ୍ଟି ପାଇଁ ସରକାର ଉଦ୍ୟାନଚାଷୀଙ୍କୁ ପ୍ରୋତ୍ସାହନ ଦେଇ ଆସୁଛନ୍ତି । ବୌଦ୍ଧଜିଲ୍ଲାରେ କିନ୍ତୁ ଏହି ସରକାରୀ ଯୋଜନା କେବଳ ଧର୍ମକୁ ଆଖିଠାର ନ୍ୟାୟରେ ଚାଲିଛି । ଏହି ଯୋଜନାର ଅବଧି…
Read More...

ଗଜପତିରେ ଆଉ 10 ଟି କରୋନା ପଜିଟିଭ ଚିହ୍ନଟ, ସୂଚନା ଦେଲେ ଜିଲ୍ଲାପାଳ ଅନୁପମ ସାହା

ଗଜପତିରେ ଆଉ 10 ଗୋଟି କରୋନା ପଜିଟିଭ ଚିହ୍ନଟ ହୋଇଛି । ସେମାନେ ସମସ୍ତେ ମହାରାଷ୍ଟ୍ର ଫେରନ୍ତା ଅଟନ୍ତି । ସେମାନେ ସମସ୍ତେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହୁଥିଲେ । ସେଠାରୁ ସେମାନଙ୍କର ସ୍ୱାବ ସଂଗ୍ରହ କରା ଯାଇ ଥିଲା। ରିପୋର୍ଟ ପଜିଟିଭ ଆସିଥିବାରୁ ସେମାନଙ୍କୁ ଆର…
Read More...