Monthly Archives

January 2023

ନଦୀ ଗବେଷଣା ପାଇଁ ରଞ୍ଜନ ପ୍ରଧାନଙ୍କୁ ‘ତପସ୍ୟା ସୃଜନ ପୁରସ୍କାର’

ଫୁଲବାଣୀ: ନଦୀ ଗବେଷଣା ପାଇଁ ବିଶିଷ୍ଟ କଥାକାର ତଥା ଗବେଷକ ଡ. ରଞ୍ଜନ ପ୍ରଧାନଙ୍କୁ ସମ୍ମାନଜନକ ‘ତପସ୍ୟା ସୃଜନ ପୁରସ୍କାର-୨୦୨୧’ ପ୍ରଦାନ କରାଯାଇଛି । ଗବେଷଣା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତପସ୍ୟା ଫାଉଣ୍ଡେସନ ପକ୍ଷରୁ ପ୍ରତିବର୍ଷ ଏକ ଗବେଷଣା ପୁସ୍ତକକୁ ଏହି ପୁରସ୍କାର ପ୍ରଦାନ…
Read More...

ନାବାଳିକା ଦୁଷ୍କର୍ମ ମାମଲା ରେ ଅଭିଯୁକ୍ତକୁ ଦଶ ବର୍ଷ ସଶ୍ରମ କାରାଦଣ୍ଡ ସହ ୨୫ ହଜାର ଟଙ୍କା ଜରିମାନା

ଫୁଲବାଣୀ :- ଜଣେ ନାବାଳିକା ଦୁଷ୍କର୍ମ ମାମଲାର ସାକ୍ଷ୍ୟ ପ୍ରମାଣ ସାଙ୍ଗକୁ ପୋଲିସ ରିପୋର୍ଟ ପୀଡିତା ବୟାନକୁ ଭିତ୍ତି କରି ଫୁଲବାଣୀ ପୋସ୍କୋ କୋର୍ଟ ବିଚାରପତି ସଂଜିତ କୁମାର ବେହେରା ଅଭିଯୁକ୍ତ ଫେରୀବାଲା ଉତ୍ତର ପ୍ରଦେଶ ଫରିଦାପୁର ଅଂଚଳର ବସିର ସାହାକୁ ଦଶ ବର୍ଷ ସଶ୍ରମ କାରାଦଣ୍ଡ ସହ ୨୫…
Read More...

ଶାଳୀକୁ ଅସଦାଚରଣ କରି ଜେଲ ଗଲେ ଭିଣୋଇ

ପାଟଣାଗଡ : ପାଟଣାଗଡ ଥାନା ଯୋଗିମୁଣ୍ଡା ଅଞ୍ଚଳର ଜଣେ ୨୧ ବର୍ଷିଆ ଯୁବତୀଙ୍କୁ ତାଙ୍କ ଭିଣୋଇ ଅସଦାଚରଣ କରୁଥିବା ନେଇ ଯୁବତୀ ଜଣକ ଥାନାରେ ଅଭିଯୋଗ କରିଛନ୍ତି । ଯୁବତୀଙ୍କ ଏତଲା ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଭିଣୋଇ କୃଷ୍ଣା ମେହେର( ୩୦)ଙ୍କୁ ଗିରଫ କରି କୋର୍ଟ ଚାଲାଣ…
Read More...

ହରଭଙ୍ଗା ଲୋକ ମହୋତ୍ସବର ଚତୁର୍ଥ ସନ୍ଧ୍ୟା: ବିଶିଷ୍ଟ ସଂଗୀତକାରଙ୍କୁ ସମ୍ମାନିତ

ହରଭଙ୍ଗା ,୨୯/୧:- ବୌଦ୍ଧ ଜିଲ୍ଲା ହରଭଙ୍ଗା ଲୋକ ମହୋତ୍ସବ ଆଜି ଚତୁର୍ଥ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି । ମା ରୁଦ୍ରକାଳୀଙ୍କୁ ପୂଜାର୍ଚ୍ଚନା ପରେ ମଞ୍ଚ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଚତୁର୍ଥ ସନ୍ଧ୍ୟା ମଞ୍ଚ କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ହରଭଙ୍ଗା ବ୍ଲକ ସରପଞ୍ଚ ସଭାପତି ତଥା…
Read More...

ଯୁବ ରେଡକ୍ରସ ପକ୍ଷରୁ ବିଶ୍ୱ କୁଷ୍ଠ ନିରାକରଣ ଦିବସ

ବୌଦ୍ଧ,୩୦/୧:- ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଯୁବ ରେଡକ୍ରସ ତରଫରୁ ଆଜି ବିଶ୍ୱ କୁଷ୍ଠ ନିରାକରଣ ଦିବସ ମହାନଦୀ ବ୍ରିଜ ଛକ ପାଖରେ ଥିବା ସ୍ଥାନୀୟ କୁଷ୍ଠାଶ୍ରମରେ ପାଳିତ ହୋଇଯାଇଛି । ଯୁବ ରେଡକ୍ରସର ସମ୍ପାଦକ ଅଧ୍ୟାପକ ପ୍ରବିର କୁମାର ଦାସଙ୍କ ନେତୃତ୍ୱରେ ରେଡକ୍ରସ ସ୍ୱେଚ୍ଛାସେବୀ…
Read More...

ମନ୍ତ୍ରୀ ନବ ଦାସ ହତ୍ୟା ମାମଲା: ଏଏସଆଇ ଗୋପାଳ ଦାସ ଚାକିରିରୁ ବହିଷ୍କୃତ

ଭୁବନେଶ୍ଵର: ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରିଥିବା ଅଭିଯୁକ୍ତ ଏଏସଆଇ ଗୋପାଳ ଦାସ ଚାକିରିରୁ ବହିଷ୍କୃତ। ଝାରସୁଗୁଡା ଏସପି ସୋମବାର ଗୋପାଳଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି। ଏହି ଆଦେଶନାମା ଆଜିଠୁ ଲାଗୁ ହୋଇଛି। ଏହା ପୂର୍ବରୁ ଗୋପାଳଙ୍କୁ କ୍ରାଇମବ୍ରାଞ୍ଚ ଗିରଫ…
Read More...

ଫେବୃଆରୀ ୫ ରୁ ୯ ପର୍ଯ୍ୟନ୍ତ ପୁରୀରେ ଜାତୀୟ ସଫ୍ଟବଲ ଚମ୍ପିୟାନସିପ

ପୁରୀ : ଫେବୃଆରୀ ୫ ରୁ ୯ ତାରିଖ ପର୍ଯ୍ୟନ୍ତ ଜାତୀୟ ସଫ୍ଟବଲ ଚମ୍ପିୟାନସିପ ପୁରୀ ସ୍ପୋର୍ଟସ କଂପ୍ଲେକ୍ସ ଠାରେ ଅନୁଷ୍ଠିତ ହେବ । ଏହା ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସଫ୍ଟବଲ ସଂଘର ମିଳିତ ଆନୁକୂଲ୍ୟରେ ଆୟୋଜିତ ହେବ । ଏ ସମ୍ପର୍କରେ ଏକ ବୈଠକ ଆଜି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର…
Read More...

ନନ୍ଦାହାଣ୍ଡି ବ୍ଲକ ବିଜେଡି ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା

ନନ୍ଦାହାଣ୍ଡି,୩୦/୧:- ପୋଲିସ କର୍ମୀଙ୍କ ଗୁଳିକାଣ୍ଡରେ ମୃତ୍ୟୁବରଣ କରିଥିବା ଓଡ଼ିଶାର ଦିବଙ୍ଗତ ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାରକଲ୍ୟାଣ ମନ୍ତ୍ରୀ ତଥା ବିଜୁ ଜନତା ଦଳର ବରିଷ୍ଠନେତା ନବ କିଶୋର ଦାସଙ୍କ ଅକାଳ ବିୟୋଗରେ ଆଜି ନନ୍ଦାହାଣ୍ଡି ବ୍ଲକ ବିଜେଡି ସଭାପତି ତଥା ବିଧାୟକ ପ୍ରତିନିଧି…
Read More...

ବାମଣ୍ଡା ପଞ୍ଚାୟତରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର

ବୌଦ୍ଧ,୩୦/୧:- ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ବାମଣ୍ଡା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟଠାରେ ଜିଲ୍ଲାପ୍ରଶାସନ ଓ ପୋଲିସର ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ମହାତ୍ମାଗାନ୍ଧୀଙ୍କ ତିରୋଧାନ ଦିବସକୁ ସାରା ଦେଶରେ ସହିଦ ଦିବସ ଭାବରେ ପାଳନ କରାଯାଉଥିବାବେଳେ ଜନଶୁଣାଣି…
Read More...

ନନ୍ଦାହାଣ୍ଡି ବ୍ଲକ୍‌ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ

ନନ୍ଦାହାଣ୍ଡି : ନନ୍ଦାହାଣ୍ଡି ବ୍ଲକ୍‌ ସ୍ତରୀୟ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଆଜି ଅନୁଷ୍ଠିତ ହୋଇଯାଇଛି । ଆଜି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଡଙ୍ଗର ଭେଜା ପଞ୍ଚାୟତ ସମିତି କାର୍ଯ୍ୟାଳୟଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ…
Read More...