ଅଧ୍ୟକ୍ଷାଙ୍କ ସ୍ମୃତିରେ ମୁକ୍ତା ଯୋଜନା ପ୍ରକଳ୍ପ ଗୁଡ଼ିକର ଶୁଭ ଉଦଘାଟନ, ସାଂସଦ ଓ ଜିଲ୍ଲାର ସମସ୍ତ ବିଧାୟକ ସାମିଲ
ଘୁ.ଉଦୟଗିରି:କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ସ୍ୱର୍ଗତା ଭାନୁପ୍ରଭା ମିଶ୍ରଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆଜି ସ୍ଥାନୀୟ ୭ନଂ ୱାର୍ଡ଼ରେ ମୁକ୍ତା ଯୋଜନା ମାଧ୍ୟମରେ ନିର୍ମିତ ପ୍ରକଳ୍ପ ଗୁଡ଼ିକ ଯଥା ୨ଟି ୱାର୍ଡ଼ର ମିଶନ ଶକ୍ତି ଗୃହ, ଖୋଲା ସ୍ଥାନର!-->…
Read More...
Read More...