ସ୍ୱର୍ଣ୍ଣ ପରେ ବ୍ରୋଞ୍ଜ ଜିତିଲେ ଅବନି
ଟୋକିଓ: ଜାପାନର ରାଜଧାନୀ ଟୋକିଓରେ ଚାଲିଥିବା ପାରାଲିମ୍ପିକ୍ସ୍ରେ ମହିଳା ବର୍ଗର ‘୫୦ ମିଟର୍ ରାଇଫଲ୍ ୩ପି ଏସ୍ଏଚ୍୧’ ବିଭାଗରେ ଅବନି ଲେଖଡ଼ା ବ୍ରୋଞ୍ଚପଦକ ହାସଲ କରିଛନ୍ତି। ପୂର୍ବରୁ ଅବନି ୧୦ ମିଟର ଏୟାର ରାଇଫଲରେ ସ୍ୱର୍ଣ୍ଣ ପଦକ ଜିତିଥିଲେ | ଆଉ ଆଜି ବ୍ରୋଞ୍ଚ ପଦକ ଜିତିବା ପରେ ସେ!-->…
Read More...
Read More...