Browsing Category

ଦେଶ- ବିଦେଶ

ନିଜାମୁଦ୍ଦିନ କଳା ତାଲିକାଭୁକ୍ତଙ୍କ ମଧ୍ୟରେ ୪୧ଦେଶର ନାଗରିକ, କେଉଁ ଦେଶରୁ କେତେ ଜାଣନ୍ତୁ

ନୂଆଦିଲ୍ଲୀ ,: ଦିଲ୍ଲୀର ନିଜାମୁଦ୍ଦିନ ମର୍କଜରେ ହୋଇଥିବା ଧାର୍ମିକ ସମ୍ମିଳନୀରେ ଯୋଗ ଦେଇଥିବା ବିଦେଶୀମାନଙ୍କୁ କଳାତାଲିକାଭୁକ୍ତ କରାଯାଇଛି । ଏହି କଳା ତାଲିକାଭୁକ୍ତ ବିଦେଶୀଙ୍କ ମଧ୍ୟରେ ୪୧ଟି ଦେଶର ନାଗରିକ ଥିବା ଜଣାପଡିଛି । ଅର୍ଥାତ୍ ୪୧ଟି ଦେଶରୁ ଆସିଥିବା ନାଗରିକମାନେ ସମ୍ମିଳନୀରେ…
Read More...

ଆଗକୁ ରାଜନୀତି କରିବାକୁ ଲମ୍ବା ସମୟ ପଡ଼ିଛି

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ବର୍ତ୍ତମାନ ସମୟରେ ରାଜନୀତି କରିବା ଉଚିତ ନୁହେଁ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାବଡେକର । କରୋନା ପାଇଁ କେନ୍ଦ୍ର ସରକାର ଯଥେଷ୍ଟ ପ୍ରସ୍ତୁତି କରି ନାହାନ୍ତି ବୋଲି ସୋନିଆ ଗାନ୍ଧୀ ଅଭିଯୋଗ କରିବା ପରେ ସେ ପ୍ରତିକ୍ରିୟା…
Read More...

ଜନତାଙ୍କୁ ପିଏମ ମୋଦିଙ୍କ ନିବେଦନ : ଅପ୍ରେଲ ୫ ରାତି ୯ଟାରୁ ୯ ମିନିଟ ଯାଏଁ ଲାଇଟ୍ ବନ୍ଦ ରଖନ୍ତୁ

ନୂଆଦିଲ୍ଲୀ : କରୋନା ଭାଇରସ୍‌ ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇ ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା ଉପରେ କଡ଼ା ନଜର ରଖିଛନ୍ତି। ପ୍ରଧାନମନ୍ତ୍ରୀ ଶୁକ୍ରବାର ପୂର୍ବାହ୍ନ ୯ଟାରେ କରୋନା ସହ ଲଢୁଥିବା ଦେଶର ଲୋକଙ୍କୁ ଏକ ଭିଡିଓ ବାର୍ତ୍ତା ଦେଇଛନ୍ତି। ଏହି ବାର୍ତ୍ତାରେ…
Read More...

କରୋନା : ବିଲେଇ ଓ କୁକୁର ମାଂସ ଉପରେ କଟକଣା

ବେଜିଂ : ଚୀନରେ ପ୍ରଥମେ କରୋନା ଭାଇରସ ସୃଷ୍ଟି ହୋଇଥିଲା । ହୁବେଇ ପ୍ରଦେଶର ୟୁହାନ୍ ସହରରେ ଥିବା ଏକ ଆମିଷ ବଜାରରୁ ଏହି ଭାଇରସ ବ୍ୟାପିଥିଲା । ଏହାପରେ ଆମିଷ ବଜାରକୁ ବନ୍ଦ କରିଦିଆଯାଇଥିଲା । ମାଂସ ଖାଇବା ଉପରେ ଚୀନରେ କଟକଣା ଲଗାଯାଇଛି । ତେବେ ବର୍ତ୍ତମାନ ଯେଉଁ ଖବରକୁ ନେଇ ବେଶ…
Read More...

ମୁଖ୍ୟମନ୍ତ୍ରୀମାନଙ୍କୁ ପ୍ରଧାନମନ୍ତ୍ରୀ କହିଲେ- ଲକଡାଉନ ପରେ କ’ଣ କରିବା କୁହନ୍ତୁ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭିଡିଓ କନଫରେନ୍ସିଂ(ଭିସି) ମାଧ୍ୟମରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କରୋନା ସ୍ଥିତି, କରୋନା ସଂକ୍ରମଣ ମୁକାବିଲା କାର୍ଯ୍ୟ ଏବଂ କରୋନା ପରବର୍ତ୍ତୀ ସମୟର ସମ୍ଭାବ୍ୟ ପରିସ୍ଥିତିକୁ ନେଇ ଆଲୋଚନା କରିଛନ୍ତି । ବର୍ତ୍ତମାନ କେନ୍ଦ୍ର…
Read More...

ପ୍ରମାଣ ନଥିବା ଖବର ପ୍ରସାରଣ କରନ୍ତୁ ନାହିଁ

ନୂଆଦିଲ୍ଲୀ : କରୋନା ମହାମାରୀ ସମ୍ପର୍କରେ ଉତରଦାୟିତ୍ୱର ସହ ଖବର ପ୍ରସାରଣ କରିବା ଲାଗି ମୁଦ୍ରିତ, ବୈଦ୍ୟୁତିକ ଏବଂ ସାମାଜିକ ଗଣମାଧ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ପ୍ରମାଣ ନଥିବା ଖବର ପ୍ରସାରଣ କରି ଅଯଥାରେ ଆତଙ୍କ ସୃଷ୍ଟି ନକରିବା ଲାଗି ସୁପ୍ରିମକୋର୍ଟ ତାଙ୍କ ରାୟରେ…
Read More...

ବାବା ରାମଦେବଙ୍କୁ ଧନ୍ୟବାଦ

ନୂଆଦିଲ୍ଲୀ: କରୋନା ବିରୋଧୀ ଲଢେଇରେ ବାବା ରାମଦେବଙ୍କ ଯୋଗଦାନ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଟ୍ୱିଟ କରି କହିଛନ୍ତି ଯେ ଯେତେବେଳେ ଦେଶ ସେବା କଥା ସାମନାକୁ ଆସେ ସେତେବେଳେ ବାବା ରାମଦେବ ସବୁଠାରୁ ଆଗରେ ରହିଥାନ୍ତି । କରୋନା…
Read More...

ହସ୍ପିଟାଲ ଝରକାରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ କରୋନା ସନ୍ଦିଗ୍ଧ, ଭିଡିଓ ହେଲା ଭାଇରାଲ

ନୂଆଦିଲ୍ଲୀ : ଉତ୍ତର-ପୂର୍ବ ଦିଲ୍ଲୀର ତାହିରପୁର ସ୍ଥିତ ରାଜୀବ ଗାନ୍ଧୀ ସୁପର ସ୍ପେଶିୟାଲିଟି ହସ୍ପିଟାଲରେ ବୁଧବାର ଦିନ ଏକ ଦୁର୍ଭାଗ୍ୟଜନକ ଘଟଣା ଘଟିଥିଲା । ଜଣେ କରୋନା ଭାଇରସ ସନ୍ଦିଗ୍ଧ ବ୍ୟକ୍ତି କ୍ୱାରଣ୍ଟାଇନ ସମୟରେ ହସ୍ପିଟାଲର ଝରକାରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏହି…
Read More...

ପ୍ରଧାନମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦୁଇ ବର୍ଷର ଦରମା ଦାନ କଲେ ଗମ୍ଭୀର

ନୂଆଦିଲ୍ଲୀ: ବର୍ତ୍ତମାନ ସାରା ଦେଶ କରୋନା ରୂପକ ମହାମାରୀରେ କବଳିତ । ଭାରତରେ ମଧ୍ୟ ଏହାର ଭୟାବହତା ଧିରେ ଧିରେ ବଢ଼ୁଛି । ଆଜିସୁଦ୍ଧା ୧୯୦୦ରୁ ଅଧିକ ଆକ୍ରାନ୍ତ ହୋଇଥିବା ବେଳେ ୪୧ଜଣ ମୃତ୍ୟୁବରଣ କରିସାରିଲେଣି । ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଦେଶର ପ୍ରାୟ ସମସ୍ତ ସାଂସଦ, ବିଧାୟକ,…
Read More...

କରୋନା ରୋଗୀଙ୍କୁ ରୋବର୍ଟ ଦେବ ଔଷଧ, ଫଳ

ମୁମ୍ବାଇ: କରୋନା ରୋଗରେ ପୀଡ଼ିତ ରୋଗୀମାନଙ୍କୁ ଚିକିତ୍ସା କରିବା, ସେମାନଙ୍କୁ ଔଷଧ ଠିକ୍ ସମୟରେ ଦେବା, ଫଳ ଦେବା ଆଦି କାର୍ଯ୍ୟକୁ ଡାକ୍ତର, ଅନ୍ୟ ସାହାଯ୍ୟକାରୀ କର୍ମଚାରୀମାନେ କରୁଛନ୍ତି । କିନ୍ତୁ ସେମାନଙ୍କ ଭିତରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହେଉଛି ଯେ, କାଳେ କେତେବେଳେ…
Read More...