Sign in
Sign in
Recover your password.
A password will be e-mailed to you.
Browsing Category
ଖେଳ
ଦୁର୍ନୀତିଖୋରଙ୍କୁ ଉଚିତ୍ ଶିକ୍ଷା ମିଳିଛି: ରମିଜ୍ ରାଜା
ଇସଲାମାବାଦ : ଗତକାଲି ପାକିସ୍ତାନର ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍ ଉମର ଅକମଲଙ୍କୁ ତିନି ବର୍ଷ ପାଇଁ ବାସନ୍ତ କରାଯାଇଛି । ଏହି ପରିପ୍ରେକ୍ଷୀରେ ପାକିସ୍ତାନର ପୂର୍ବତନ ଅଧିନାୟକ ରମିଜ୍ ରାଜା ତାଙ୍କ ବକ୍ତବ୍ୟରେ କହିଛନ୍ତି ଯେ, ଏଭଳି ଦୁର୍ନୀତିଖୋର ବ୍ୟକ୍ତିଙ୍କୁ ଉଚିତ୍ ଶିକ୍ଷା ଦେବା ଉଚିତ୍ ।!-->…
Read More...
Read More...
ଧୋନି ନା ଯୁବରାଜ, କିଏ ଉନ୍ନତ ପଚାରିବାରୁ ବୁମ୍ରା ଦେଲେ ଏଭଳି ଉତ୍ତର
ନୂଆଦିଲ୍ଲୀ : ସାରା ବିଶ୍ୱ ଏବେ ମହାମାରୀ କରୋନା ପାଇଁ ଲକ୍ଡାଉନ୍ରେ । ଏହି ସଙ୍କଟ ସମୟରେ କ୍ରିକେଟରମାନେ ନିଜର ନିଜର ଘରେ ରହି ସୋଶିଆଲ୍ ମିଡ଼ିଆରେ ସକ୍ରିୟ ଅଛନ୍ତି । ଭାରତୀୟ ଦଳର ଷ୍ଟାର୍ ପେସ୍ ବୋଲର ଯଶପ୍ରୀତ ବୁମ୍ରା ମଧ୍ୟ ସୋଶିଆଲ୍ ମିଡ଼ିଆରେ ସକ୍ରିୟ ରହିଛନ୍ତି । ବୁମ୍ରା ଭାରତର!-->…
Read More...
Read More...
ସବୁ କଡ଼ାକଡ଼ି, କ୍ରିକେଟ୍କୁ ମାଫ୍
କାନବେରା :ଭାରତୀୟ କ୍ରିକେଟ ଦଳ ଡିସେମ୍ବରରେ ଅଷ୍ଟ୍ରେଲିଆକୁ ଟେଷ୍ଟ ସିରିଜ୍ ଖେଳିବାକୁ ଯିବ । କ୍ରିକେଟ ପ୍ରତିଯୋଗିତା ଲାଗି ନିୟମ କୋହଳ, ଏପରି ଏକ ସମ୍ଭାବନା ସୃଷ୍ଟି ହୋଇଛି ଅଷ୍ଟ୍ରେଲିଆରେ । ଏହି ନିୟମ ପୁଣି ଭାରତ ସହ ଟେଷ୍ଟ ସିରିଜ୍ ଖେଳିବାକୁ ନେଇ । ଯଦି ଭାରତ ନଯାଏ କିମ୍ବା!-->…
Read More...
Read More...
କୋହଲି-ର୍ଡିଭିଲିୟର୍ସଙ୍କ ମିଳିତ ଭାରତ-ଦକ୍ଷିଣ ଆଫ୍ରିକା ଏକାଦଶରେ ଧୋନିଙ୍କୁ ମିଳିଲା ଅଧିନାୟକ ଦାୟିତ୍ୱ
ବାଙ୍ଗାଲୋର : ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଓ ଆଇପିଏଲ୍ ଦଳ ରୟାଲ୍ ଚ୍ୟାଲେଞ୍ଜର୍ସ ସାଥୀ ଏବି ଡି\'ଭିଲିୟର୍ସଙ୍କ ଉଦ୍ୟମରେ ଉଭୟ ଦେଶର ଖେଳାଳିଙ୍କୁ ନେଇ ଗଠିତ ୧୧ ଜଣିଆ ଦଳରେ ମହେନ୍ଦ୍ର ସିଂ ଧୋନିଙ୍କୁ ଅଧିନାୟକ ଭାବେ ବଛାଯାଇଛି । ଏହି ଦଳରେ ଭାରତର ସାତ ଜଣ ସାମିଲ୍ ହୋଇଥିଲା ବେଳେ!-->…
Read More...
Read More...
କପିଲ୍ କହିଲେ କ’ଣ ପାଇଁ ମୁଁ ଲଣ୍ଡା ହେଲି
ନୂଆଦିଲ୍ଲୀ: ଲକ୍ଡାଉନ୍ ବେଳେ ଘରେ ରହି କିଏ ବେଶ ପୋଷାକରେ ତ ଆଉ କିଏ ନିଜ ନିଜ ପୁଅ, ଝିଅ, ସ୍ତ୍ରୀଙ୍କ ସହିତ ଦିନ କାଟୁଛନ୍ତି । କିନ୍ତୁ ଭାରତର ପୂର୍ବତନ କ୍ୟାପଟେନ୍ କପିଲ୍ ଦେବ କିଛିଦିନ ହେବ ଟିକିଏ ନୂଆ ଲୁକ୍ରେ ନଜରକୁ ଆସୁଛନ୍ତି । ନିଜେ ଲଣ୍ଡା ହୋଇ ସୋଶିଆଲ୍ ମିଡ଼ିଆରେ ଏହି ନୂଆ!-->…
Read More...
Read More...
ଲକ୍ଡାଉନ୍ରେ ବି ଅଭ୍ୟାସ କରୁଛନ୍ତି ସୁଟର ଈଶା
ନୂଆଦିଲ୍ଲୀ : ବର୍ତ୍ତମାନ ଲକ୍ଡାଉନ୍ ସମୟ ଚାଲିଛି । କୌଣସି ଖେଳ କାର୍ଯ୍ୟକ୍ରମ ମଧ୍ୟ ନାହିଁ । ସବୁ ବନ୍ଦବାନ୍ଦ୍ ରହିଛି । ଏସବୁ ସତ୍ତ୍ୱେ କେତେକ ଖେଳାଳି ନିଜ ସୁବିଧାକୁ ଦେଖି ଅଭ୍ୟାସରେ ବ୍ୟସ୍ତ ଅଛନ୍ତି । ସେମାନଙ୍କ ମଧ୍ୟରୁ ପିସ୍ତଲ ସୁଟର ଈଶା ସିଂ ଅନ୍ୟତମ । ହାଇଦ୍ରାବାଦରେ ରହୁଥିବା!-->…
Read More...
Read More...
ବିନା କେକ୍ କଟାରେ ଜନ୍ମଦିନ
ମୁମ୍ବାଇ : ଭାରତୀୟ ପୂର୍ବତନ କ୍ରିକେଟର ସଚିନ୍ ତେନ୍ଦୁଲକର ଆଜି ୪୭ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ତେବେ ଲକ୍ଡାଉନ୍ ଯୋଗୁଁ ଜନ୍ମଦିନ ସଂପୂର୍ଣ୍ଣ ଉତ୍ସବବିହୀନ ହୋଇଛି । ଏବେ ସଚିନ୍ ନିଜ ଘରେ ପରିବାର ସହ ସମୟ ବିତାଉଛନ୍ତି । ଦୋକାନବଜାର ସବୁ ବନ୍ଦ ଥିବାରୁ କେକ୍ କାଟି ଜନ୍ମଦିନ!-->…
Read More...
Read More...
ଭୁବନେଶ୍ୱରକୁମାରଙ୍କୁ ଡାକ୍ତର ଦେଲେ ଏପରି ସାର୍ଟିଫିକେଟ୍
ନୂଆଦିଲ୍ଲୀ : ଦୀର୍ଘ ଦିନ ଧରି ଅସୁସ୍ଥ ରହିବା ପରେ ଭାରତୀୟ ବୋଲର ଭୁବନେଶ୍ୱର କୁମାର ଏବେ ସଂପୂର୍ଣ୍ଣ ଫିଟ୍ । ସେ ନିଜେ ଏହି ସୂଚନା ଦେଇଛନ୍ତି । ସଂପୂର୍ଣ୍ଣ ଫିଟନେସ୍ ପାଇବା ପରେ ବର୍ତ୍ତମାନ ସେ ପ୍ରତ୍ୟାବର୍ତ୍ତନ ଲାଗି ବ୍ୟାକୁଳ । ତେବେ ବର୍ତ୍ତମାନ କୌଣସି କ୍ରିକେଟ୍ କାର୍ଯ୍ୟକ୍ରମ!-->…
Read More...
Read More...
କରୋନା ପାଇଁ ଫିକା ପଡ଼ିଯିବ ୪୭ତମ ଜନ୍ମଦିନ
୧୯୭୩ ମସିହା ଅପ୍ରେଲ ମାସ ୨୪ ତାରିଖରେ କିମ୍ବଦନ୍ତୀ କ୍ରିକେଟର ସଚିନ୍ ରମେଶ ତେନ୍ଦୁଲକର ମହାରାଷ୍ଟ୍ରର ବମ୍ବେର(ବର୍ତ୍ତମାନର ମୁମ୍ବାଇ) ଗାଦରଠାରେ ଜନ୍ମଗ୍ରହଣ କରିଥିଲେ । କିନ୍ତୁ ବର୍ତ୍ତମାନ ସମୟରେ ମହାମାରୀ ରୂପକ କରୋନାରେ କବଳିତ ସାରା ବିଶ୍ୱ ଗ୍ରାସ କରିଥିବାରୁ ସେ ଆସନ୍ତାକାଲି ତାଙ୍କର!-->…
Read More...
Read More...
ଆଇପିଏଲ୍ ନୁହେଁ, ପୁଅ ସହିତ କ୍ୟୁପିଏଲ୍ ଖେଳୁଛନ୍ତି ଧାୱନ
ନୂଆଦିଲ୍ଲୀ : କରୋନା ଭଳି ମହାମାରୀ ସାରା ବିଶ୍ୱକୁ କବଳିତ କରି ରଖିଥିବା ବେଳେ ସମସ୍ତ ଜନସାଧାରଣ କ୍ୱାରେଣ୍ଟାଇନରେ ରହିଲା ଭଳି ଗତ ମାସେ ହେଲା ଘରେ ରହିଆସୁଛନ୍ତି । ନା ଅଛି ଖେଳ ନା ଅଛି ବୁଲାବୁଲି । ଘରେ ନିଜ ଧର୍ମପତ୍ନୀ, ପିଲାମାନଙ୍କ ସହ ସମୟ ବିତାଉଛନ୍ତି କ୍ରିକେଟରମାନେ । ଆଜି ଭାରତୀୟ!-->…
Read More...
Read More...