Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ନବମ ଦିନରେ ବୁଗୁଡା କଲୋନୀ ଗ୍ରାମବାସୀଙ୍କ ଧାରଣା
ଦଶପଲ୍ଲା : ଦିନକୁ ଦିନ କଠୋର ଆଭିମୁଖ୍ୟ ଅବଲମ୍ବନ କରୁଛନ୍ତି ନୟାଗଡ଼ ଜିଲ୍ଲା, ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ ବୁଗୁଡା କଲୋନୀ ଗାଁର କ୍ଷତିଗ୍ରସ୍ତ ଆଦିବାସୀ ଆନ୍ଦୋଳନକାରୀ । ଖୋର୍ଦ୍ଧା - ବଲାଙ୍ଗୀର ରେଳପଥ ପ୍ରକଳ୍ପରେ ନୟାଗଡ଼ ଜିଲ୍ଲା, ଦଶପଲ୍ଲା ବ୍ଲକ୍ ଟାକରା ଗ୍ରାମପଞ୍ଚାୟତର ବୁଗୁଡା!-->…
Read More...
Read More...
ବିପୁଳ ପରିମାଣର ଶାଳ ଓ ଶାଗୁଆନ୍ କାଠଗଣ୍ଡି ଜବତ୍
ଦଶପଲ୍ଲା : ଗତକାଲି ଅପରାହ୍ନରେ ଦଶପଲ୍ଲା ବ୍ଲକ ମଧ୍ୟଖଣ୍ଡ ମହାଦେବ ମନ୍ଦିର ନିକଟସ୍ଥ ଏକ ପଡିଆରୁ ଗଣିଆ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ପରିମାଣର କାଠ ଗଣ୍ଡି ଜବତ କରାଯାଇଛି ।ଏହି ଜବତ କାଠ ଗଣ୍ଡି ମଧ୍ୟରେ ୨୭ ଖଣ୍ଡ ଶାଗୁଆନ ଗଣ୍ଡି ଓ ୨୩ ଟି ଶାଳ ଗଣ୍ଡି ଥିବା ଜଣାପଡ଼ିଛି । ଜବତ!-->…
Read More...
Read More...
ମହାବୀର କ୍ଷେତ୍ରରେ ଲଙ୍କାପୋଡ଼ି ଯାତ୍ରା ତୃତୀୟ ଦିବସ, ଗଣ୍ଡାବଧ ମଞ୍ଚସ୍ଥ
ଦଶପଲ୍ଲା : ଲଙ୍କାପୋଡ଼ି ଯାତ୍ରାର ତୃତୀୟ ଦିନରେ ଗଣ୍ଡାବଧ କାର୍ଯ୍ୟକ୍ରମ ଏକ ସୁନ୍ଦର ଉପାଖ୍ୟାନ, ସୂର୍ଯ୍ୟବଂଶର ପ୍ରଥା ଅନୁଯାୟୀ ବିବାହ ପରେ ପିତୃଶ୍ରାଦ୍ଧ ଦିନ ଯୁବରାଜ ଓ ରାଜକୁମାରମାନେ ଗଣ୍ଡାବଧ କରି ସେମାନଙ୍କ ବୀରତ୍ୱ ପୂର୍ବପୁରୁଷଙ୍କୁ ପ୍ରଦର୍ଶନ କରିବା ବିଧିବ୍ୟବସ୍ଥା ରହିଥିବାରୁ!-->…
Read More...
Read More...
ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ସାଂସ୍କୃତିକ ଓ କ୍ରୀଡ଼ା ସଂସଦର ବାର୍ଷିକ ଉତ୍ସବ
ଭୁବନେଶ୍ୱର : ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ସାଂସ୍କୃତିକ ଓ କ୍ରୀଡ଼ା ସଂସଦର ବାର୍ଷିକ ଉତ୍ସବ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଦ୍ୱାରା ଆଜି ରବୀନ୍ଦ୍ର ମଣ୍ଡପ ଠାରେ ଉଦଘାଟିତ ହୋଇଯାଇଛି ।ନିଜର ଉଦଘାଟନୀ ଅଭିଭାଷଣରେ ମୁଖ୍ୟ ଶାସନ ସଚିବ କହିଥିଲେ ଯେ!-->…
Read More...
Read More...
ମାଙ୍ଗାନିଜ ଚୋରାଚାଲାଣ ଅଭିଯୋଗରେ ୫ ଗିରଫ, ଟ୍ରକ୍-ଜେସିପି ଜବତ
ପାଟଣାଗଡ଼: ବଲାଙ୍ଗିର ଜିଲା ଲରମ୍ଭା ଥାନା ଅନ୍ତର୍ଗତ ଚମ୍ପାସରରେ ଗତକାଲି ରାତିରେ ପେଟ୍ରୋଲିଂ କରୁଥିବା ବେଳେ ଲରମ୍ଭା ଥାନା ଏଏସଆଇ କୁନୁ ସାହୁ ଏବଂ ଷ୍ଟାଫ୍ ବିଶେଷ ସୂତ୍ରରୁ ଖବର ପାଇ ଚମ୍ପାସର ଗ୍ରାମରେ ଟ୍ରକ ସି ଜି ୦୪ ଯେବି ୮୫୨୫ ଓ ଗୋଟିଏ ଜେସିପି ଯାହାର ନମ୍ବର ଯେଏଚ ୧୦ବିୱାଇ!-->…
Read More...
Read More...
ସମବାୟ ସମିତି ନିର୍ବାଚନ ନିମନ୍ତେ ଅଧିକାରୀ ମାନଙ୍କ ପ୍ରଶିକ୍ଷଣ ଶିବିର ଆରମ୍ଭ
ପୁରୀ: ସମବାୟ ସମିତି ନିର୍ବାଚନ ନିମନ୍ତେ ଅଧିକାରୀମାନଙ୍କ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି । ଏଥିରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ଅଧ୍ୟକ୍ଷତା କରିଥିଲେ । ଜିଲ୍ଲାର ୬୭୦ଟି ସମବାୟ ସମିତିର ବିଭିନ୍ନ କର୍ମକର୍ତ୍ତାମାନଙ୍କ ନର୍ବାଚନ ଆସନ୍ତା ଜୁନ ମାସ ୧୯ ଓ ୨୬!-->…
Read More...
Read More...
ଅଜଣା ଗାଡି ଧକ୍କାରେ ଯୁବକ ଗୁରୁତର
ଦଶପଲ୍ଲା : ଆଜି ଅପରାହ୍ନରେ ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ ବୁଗୁଡା ୫୭ ନଂ ଜାତୀୟ ରାଜପଥ ଉପରେ ଅଜଣା ଗାଡି ଧକ୍କାରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି ।ଯୁବକ ଜଣକ ହେଲେ ବୁଗୁଡା ଗ୍ରାମର ରମାକାନ୍ତ ବିଶି (୩୫) । ଦୁର୍ଘଟଣାରେ ଯୁବକଙ୍କର ବାମଗୋଡଟି ସଂପୂର୍ଣ୍ଣ ଭାବରେ ଭାଂଗିଯିବା ସହିତ!-->…
Read More...
Read More...
ଜଗନ୍ନାଥ ପ୍ରେମୀଙ୍କ ପାଇଁ ଖୁସି ଖବର, ଅକ୍ଷୟ ତୃତୀୟ ଓ ଚନ୍ଦନ ଯାତ୍ରାରେ ସାମିଲ ହେବେ ଭକ୍ତ
ପୁରୀ : ଜଗନ୍ନାଥ ପ୍ରେମୀ ଓ ଭକ୍ତଙ୍କ ପାଇଁ ଖୁସି ଖବର । ଆସନ୍ତା ମେ ମାସ ତିନି ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରାରେ ସାମିଲ ହେବେ ଭକ୍ତ । ଗତ ଦୁଇବର୍ଷ ଧରି କୋଭିଡ କଟକଣା ଯୋଗୁ ଭକ୍ତ ମାନେ ଏହି ଯାତ୍ରାରେ ସାମିଲ ହେବାରୁ ବଞ୍ଚିତ ଥିଲେ । ଏବେ ସଂକ୍ରମଣ!-->…
Read More...
Read More...
ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ତରଫରୁ ମୋଟର ସାଇକେଲ ଶୋଭାଯାତ୍ରା
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ପବିତ୍ର ଶ୍ରୀ ରାମ ନବମୀ ପାଳନ ଅବସରରେ ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ତରଫରୁ ମୋଟର ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ଶୋଭାଯାତ୍ରା ଜଗନ୍ନାଥ ମନ୍ଦିର ନିକଟରୁ ବାହାରି ସହର ପରିକ୍ରମା କରିଥିଲେ ।!-->…
Read More...
Read More...
ଦୁଇଦିନିଆ ଯୋଗ ପ୍ରଶିକ୍ଷଣ ଶିବିର ଉଦଘାଟିତ
ଜି. ଉଦୟଗିରି : ଜି. ଉଦୟଗିରି ନିକଟସ୍ଥ ସରକାରୀ ଡି.ଏ.ଭି. ମାଧ୍ୟମିକ ପ୍ରଶିକ୍ଷଣ ବିଦ୍ୟାଳୟରେ ଦୁଇ ଦିନିଆ ଯୋଗ ପ୍ରଶିକ୍ଷଣ ଶିବିର ଆଜି ଉଦଘାଟିତ ହୋଇଯାଇଛି । ଶିକ୍ଷାନୁଷ୍ଠାନ ଅଧ୍ୟକ୍ଷ ତ୍ରିଲୋଚନ ପଣ୍ଡାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଶିକ୍ଷା ନିରୀକ୍ଷକ!-->…
Read More...
Read More...