Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କଣ୍ଟାମାଳରେ ଆଜାଦୀ କୀ ଅମୃତ ମହୋତ୍ସବ ପାଳିତ
କଣ୍ଟାମାଳ : କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଶିମିଳିପଦର ଗ୍ରାମ ପଞ୍ଚୟତ ସ୍ଥିତ ଲୋକପଡାଠାରେ ଗ୍ରାମ ପଂଚାୟତସ୍ତରୀୟ ଆଶା, ଅଙ୍ଗନବାଡି ଓ ପାଚିକାଙ୍କ ଏକ ବୈଠକ ଅଜାଦୀ କା ଅମୃତ ମହୋତ୍ସବ ଉପଲକ୍ଷେ ଆଇକନିକ ସପ୍ତାହ ଅବସରରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ!-->…
Read More...
Read More...
ମନ୍ତ୍ରୀଙ୍କ କରକମଳରେ ଉଦଘାଟିତ ହେଲା ସୁବର୍ଣ୍ଣଶ୍ରୀ
ସୁବର୍ଣ୍ଣପୁର : ସୁବର୍ଣ୍ଣର ସହର ସୁବର୍ଣ୍ଣପୁର ଭାରତର ଦ୍ୱିତୀୟ ବାରଣାସୀ ନାମରେ ବିଖ୍ୟାତ । ବର୍ତ୍ତମାନ ଏବେ ଏହାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ, କଳା, ହସ୍ତ ଶିଳ୍ପକୁ ଉତ୍ପାଦକ ସଂସ୍ଥା ସୁବର୍ଣ୍ଣଶ୍ରୀ ମାଧ୍ୟମରେ ପ୍ରତିଫଳିତ କରୁଛି । ଇଷ୍ଟଦେବୀ ଦେବୀ ମାଁ ସୁରେଶ୍ୱରୀ ଓ ବାବା!-->…
Read More...
Read More...
ଚଟୁଅନକାରେ ସ୍ୱଚ୍ଛତା ପକ୍ଷ ପାଳିତ
କଣ୍ଟାବାଞ୍ଜି: ତୁରେକେଲା ବ୍ଳକ ଅନ୍ତର୍ଗତ ଚଟୁଅନକା ଗ୍ରାମ ପଞ୍ଚାୟତର ଚଟୁଅନକା ଗ୍ରାମର ଅଙ୍ଗନୱାଡ଼ି କେନ୍ଦ୍ରରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଚଟୁଅନକା ଉପ ସ୍ୱାସ୍ଥ୍ୟ କେନ୍ଦ୍ର ଦ୍ୱାରା ଆୟୋଜିତ ସ୍ୱଚ୍ଛତା ପକ୍ଷ ପାଳନ ହୋଇଯାଇଛି । ମହିଳା ସ୍ୱାସ୍ଥ୍ୟ କର୍ମୀ ନମିତା ମିଶ୍ରଙ୍କ!-->…
Read More...
Read More...
ପୁତୁରା ଟାଙ୍ଗିଆ ଚୋଟରେ ବଡ ବାପା ମୃତ
ଫୁଲବାଣୀ:ପୁତୁରାର ଟାଙ୍ଗିଆ ଚୋଟରେ ବଡ ବାପା ମୃତ । କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ସୁଗଡ଼ବାଡି ପଞ୍ଚାୟତର କାଲିଗାଡୁ ଗାଁରେ ଘଟିଛି ଏଭଳି ହତ୍ୟାକାଣ୍ଡ । ନିଜ ବଡ ବାପାଙ୍କୁ ଅତି ନୃଶଂସ ଭାବେ ହାଣି ହତ୍ୟା କରିଛି ପୁତୁରା ମିଲଟନ ଦିଗାଲ । ଆଜି ପାରିବାରିକ କଳହକୁ କେନ୍ଦ୍ର କରି!-->…
Read More...
Read More...
ନବରଙ୍ଗପୁର ମହାବିଦ୍ୟାଳୟରେ ସ୍ମାର୍ଟ କ୍ଲାସ ରୁମର ବ୍ୟବହାର ଓ ଉପଯୋଗ କର୍ମଶାଳା
ନବରଙ୍ଗପୁର: ନବରଙ୍ଗପୁର ମହାବିଦ୍ୟାଳୟ ସ୍ମାର୍ଟ କ୍ଲାସ ରୁମରେ ସ୍ମାର୍ଟ କ୍ଲାସ ରୁମର ବ୍ୟବହାର ଓ ଉପଯୋଗ ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାକୁ ଉଦଘାଟନ କରି ଅଧ୍ୟକ୍ଷ ଡ଼ଃ. ଭାସ୍କର ନାଥ ବିଶ୍ୱାଳ ସାମ୍ପ୍ରତିକ ପରିସ୍ଥିତିରେ ସ୍ମାର୍ଟ କ୍ଲାସ ରୁମର ଉପଯୋଗିତା ତଥା!-->…
Read More...
Read More...
କାଦପଡା ରାମଲୀଳା ଯାତ୍ରା, ସୀତା ବିବାହ ଓ ରାମ-ପର୍ଶୁରାମ ଭେଟ ମଞ୍ଚସ୍ଥ
କିଆକଟା : ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ କିଆକଟା ପଞ୍ଚାୟତ ଅଧିନସ୍ଥ କାଦପଡା ଗ୍ରାମରେ ଶ୍ରୀ ଶ୍ରୀ ରଘୁନାଥ ଜୀଉ ନାଟ୍ୟ ସଂସଦ ଦ୍ୱାରା ରାମଲୀଳା ଯାତ୍ରା ଅନୁଷ୍ଠିତ ହେଉଛି । ଯାତ୍ରାର ପ୍ରଥମ ଦିବସରେ ରାମଜନ୍ମ ଅନୁଷ୍ଠିତ ହୋଇଥିବା ବେଳେ ଦ୍ୱିତୀୟ ସଂଧ୍ୟାରେ ସୀତା ବିବାହ ଓ!-->…
Read More...
Read More...
ବିଧାୟକଙ୍କ ଗାଡିକୁ ଆକ୍ରମଣ ପ୍ରତିବାଦରେ ରାସ୍ତାରୋକ
ବଲାଙ୍ଗୀର: ଲୋଇସିଂହା ଠାରେ ଭାଜପା ପକ୍ଷରୁ ବିଧାୟକଙ୍କ ଗାଡିକୁ ଆକ୍ରମଣ ପ୍ରତିବାଦରେ ୨ଘଣ୍ଟିଆ ରାସ୍ତାରୋକ କରାଯାଇଛି । ଜିଲ୍ଲା ପରିଷଦ ସଦସ୍ୟ ଶିବଦତ୍ତ ମିଶ୍ରଙ୍କ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ରାସ୍ତା ଉପରେ ବସିଥିଲେ । ବଲାଙ୍ଗୀର ସମ୍ବଲପୁର ଏନଏଚ୍ରେ ଗମନାଗମନ ଦୁଇଘଣ୍ଟା!-->…
Read More...
Read More...
ଆଜି ବାବା ଲିଙ୍ଗରାଜଙ୍କ ବାହୁଡ଼ାଯାତ୍ରା
ଭୁବନେଶ୍ୱର: ଆଜି ବାବା ଲିଙ୍ଗରାଜଙ୍କ ବାହୁଡ଼ାଯାତ୍ରା। ରୁକୁଣାରଥରେ ବିରାଜମାନ ହୋଇ ରାମେଶ୍ୱର ମନ୍ଦିରରୁ ଫେରିବେ ବାବା ଲିଙ୍ଗରାଜ। ଏଥିପାଇଁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ହୋଇଅଛି। ସକାଳ ୬ଟା ୩୦ରୁ ମଙ୍ଗଳ ଆଳତି ଓ ଅବକାଶ ନୀତି ଶେଷ ପରେ ସାହାଣ ମେଳା ଦର୍ଶନ ଚାଲିଛି। ପରେ ଅନ୍ୟ!-->…
Read More...
Read More...
ରାଜଧାନୀ ପ୍ରତିଷ୍ଠା ଦିବସର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୂବନେଶ୍ୱର: ଆଜି ୭୪ତମ ପ୍ରତିଷ୍ଠା ଦିବସ ପାଳୁଛି ରାଜଧାନୀ ଭୁବନେଶ୍ୱର । ୧୯୪୮ରେ ଏପ୍ରିଲ ୧୩ରେ ମନ୍ଦିର ମାଳିନୀ ସହର ଭୁବନେଶ୍ୱରକୁ ଓଡ଼ିଶାର ରାଜଧାନୀ ଭାବେ ଘୋଷଣା କରାଯାଇଥିଲା । ତେବେ ରାଜଧାନୀ ଭୁବନେଶ୍ୱରରେ ୩ ଦିନ ଧରି ଏହି ପ୍ରତିଷ୍ଠା ଦିବସ ପାଳନ ହେବ । ରାଜଧାନୀ ପ୍ରତିଷ୍ଠା ଦିବସ!-->…
Read More...
Read More...
ରାଜଧାନୀ ପ୍ରତିଷ୍ଠା ଦିବସ ସମାରୋହ
ଭୁବନେଶ୍ୱର : ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଅଭିବାଦନ ମଞ୍ଚରେ ଉପସ୍ଥିତ ରହି ଭୁବନେଶ୍ୱରର ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ପ୍ୟାରେଡ଼ର ଅଭିବାଦନ ଗ୍ରହଣ କରିଥିଲେ । ଏଥି ସହିତ ଭୁବନେଶ୍ୱର ମହାନଗର ନିଗମର!-->…
Read More...
Read More...