Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ରାଜ୍ୟରେ ପୁଣି ୫୧୮ କରୋନା ଆକ୍ରାନ୍ତ ଚିହ୍ନଟ, ୪ ମୃତ
ଭୁବନେଶ୍ୱର ୨୯ ।୧୧: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୫୧୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୧୮୩୦୭ରେ ପହଞ୍ଚିଛି ।!-->…
Read More...
Read More...
ନିଆଁ ଲଗାଇ ଅଳିଆ ପୋଡି, ଡାକ୍ତରଖାନା ଧୁଆଁମୟ!
ବୌଦ୍ଧ,୨୯/୧୧ - ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ସ୍ୱତନ୍ତ୍ର କେବିନ ପାର୍ଶ୍ୱରେ ଥିବା ଟ୍ରାନ୍ସଫର୍ମର ନିକଟରେ ବିଭିନ୍ନ ଅଳିଆ ଆବର୍ଜନାରେ ନିଆଁ ଲଗାଇ ପୋଡା ଯାଉଥିବାରୁ ରୋଗୀ ଓ ଜନସାଧାରଣ ଅସନ୍ତୋଷ ପ୍ରକାଶ କରିଛନ୍ତି । ଡାକ୍ତରଖାନାରେ ବାହାରୁଥିବା ଅଳିଆ ଆବର୍ଜନା ପୋଡିବା!-->…
Read More...
Read More...
ବାଇକ ଦୁର୍ଘଟଣାରେ ୩ ଆହତ
ଦାରିଙ୍ଗବାଡ଼ି,୨୮/୧୧: ଦାରିଙ୍ଗବାଡି ଡ଼ବେରୀ ଵାଲାପଙ୍କା ଛକ ନିକଟରେ ଏକ ବାଇକ ଦୁର୍ଘଟଣା ଗ୍ରସ୍ତ ହୋଇ ଜଣେ ଗୁରୁତର ହୋଇଥିବା ବେଳେ ଦୁଇ ଜଣ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି । ଗୁରୁତର ଜଣକ ଗାରଗାବାଡ଼ି ଗ୍ରାମର ଆୟୁସମାନ ନାୟକ ଓ ଆହତ ଦୁଇ ଜଣ ହେଲେ ରଞ୍ଜିତବ ନାୟକ, ଶିବୁନ କୁମାର!-->!-->!-->…
Read More...
Read More...
ବେଆଇନ ବାଲି ଚାଲାଣ,୨ଟ୍ରାକ୍ଟରରୁ ୧୨ ହଜାରଟଙ୍କା ଜୋରିମାନା ଆଦାୟ
ଦାରିଙ୍ଗବାଡ଼ି,୨୮/୧୧: ଦାରିଙ୍ଗବାଡ଼ି ତହସିଲ ପକ୍ଷରୁ ବେଆଇନ ବାଲି ଚାଲାଣ ଉପରେ ଚଢ଼ାଉ କରାଯାଇ ୧୨ ହଜାର ୨ ଶହ ୪୦ ଟଙ୍କା ଜରିମାନା ଆଦାୟ ହୋଇଥିଲା । ଦାରିଙ୍ଗବାଡ଼ି ତହସିଲଦାର କଳାକୃଷ୍ଣ ପ୍ରଧାନ ଙ୍କ ତତ୍ୱବଧାନ କ୍ରମେ ଦାରିଙ୍ଗବାଡ଼ି ଠାରେ ବାଲି ବୋଝେଇ ଟ୍ରାକ୍ଟର ଗୁଡିକର ଯାଞ୍ଚ ଆରମ୍ଭ!-->!-->!-->…
Read More...
Read More...
ବାରହା ଶିକାର ପାଇଁ ପକା ଯାଇଥିବା ବାରୁଦ ଗୋଳା ଖାଇ ଗାଈ ଗୁରୁତର
ବୌଦ୍ଧ,୨୮/୧୧ - ବନ୍ୟ ଜନ୍ତୁ ବାରହା ଶିକାର ପାଇଁ ସିନ୍ଦୁରପୁର୍ ଗ୍ରାମ୍ୟ ଜଙ୍ଗଲରେ ପକାଯାଇଥିବା ବାରୁଦ ଗୋଳା ଖାଇ ଦେବା ଯୋଗୁଁ ବିସ୍ଫୋରଣରେ ଗୋଟିଏ ଗାଈର ମୁହଁ କ୍ଷତବିକ୍ଷତ ହୋଇ ଯାଇଥିବା ଦେଖିବାକୁ ମିଳିଛି l ମିଳିଥିବା ସୂଚନା ଅନୁଯାୟୀ କିଛି ଅସାଧୁ ବ୍ୟକ୍ତି ଜଙ୍ଗଲୀ ବାରହା ଶିକାର!-->!-->!-->…
Read More...
Read More...
କାର୍ତ୍ତିକ ମାସରେ ମନ୍ଦିରରେ ଦେଖାଯାଉଛି ଆକାଶ ଦୀପ
ପାରଳାଖେମୁଣ୍ଡି,୨୮/୧୧- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ସହ ବିଭିନ୍ନ ପୁରପଲ୍ଲୀରେ କାର୍ତ୍ତିକମାସ ପୂଣ୍ୟ ମାସ ହୋଇଥିବାରୁ ଜଗନ୍ନାଥ ମନ୍ଦିର,ରାଧା କୃଷ୍ଣ ମନ୍ଦିର,ଶିବ ମନ୍ଦିର ଓ ଚହୁଁରାମୂଳେ ଆକାଶ ଦୀପ ଜଳୁଥିବାର ଦେଖିବାକୁ ମିଳିଛି । କାର୍ତ୍ତିକ ମାସ କୃଷ୍ଣପକ୍ଷ!-->…
Read More...
Read More...
କଚେରୀ ଛକରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ
ସମ୍ବଲପୁର,୨୮/୧୧- ଜଣେ ଅବୋଧ ଶିଶୁ ବାଳିକା ପରୀକୁ ଅମାନୁଷିକ ଭାବରେ ହତ୍ୟା କରାଯିବା ବିରୁଦ୍ଧରେ ରାଜ୍ୟ ସାରା ଆନ୍ଦୋଳନ ଜାରି ରଖିବା ପାଇଁ ଭାରତୀୟ ଜନତା ପାର୍ଟି ଚେଷ୍ଟା ଜାରିରଖିଛି । ଏହି ଶୃଙ୍ଖଳାରେ ଆଜି ପାର୍ଟିର ମହିଳା ମୋର୍ଚ୍ଚା ପକ୍ଷରୁ ପାର୍ଟି ଅଫିସରୁ ଏକ ଶୋଭାଯାତ୍ରା ସହିତ!-->…
Read More...
Read More...
ବୌଦ୍ଧ: ଆଜି ଜିଲ୍ଲାରୁ ୨ କରୋନା ଆକ୍ରାନ୍ତ ଚିହ୍ନଟ
ବୌଦ୍ଧ,୨୮/୧୧ - ଆଜି ବୌଦ୍ଧ ଜିଲ୍ଲାରେ ଦୁଇ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜି ଚିହ୍ନଟ ଜଣଙ୍କୁ ମିଶାଇ ମୋଟ ପଜିଟିଭ ସଂଖ୍ୟା ୨୭୩୬ ରେ ପହଞ୍ଚିଛି । ଜିଲ୍ଲାରେ ମୋଟ ୧୧ ଜଣଙ୍କ ମୃତ୍ୟୁ ହୋଇ ସାରିଥିବାବେଳେ ସୁସ୍ଥଙ୍କ!-->…
Read More...
Read More...
ରାମ ଚରିତ ମାନସ ନବାହ ପାରାୟଣ ଅନୁଷ୍ଠିତ
ବୌଦ୍ଧ,୨୮/୧୧- ହରଭଙ୍ଗା ବ୍ଲକ ବାମଣ୍ଡା ଗ୍ରାମ ପଞ୍ଚାୟତ ଦେବଗଡ଼ ଗ୍ରାମରେ ବିରାଜିତ ଶ୍ରୀ ଶ୍ରୀ ରଘୁନାଥ ଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ରାମ ଚରିତ ମାନସ ନବାହ ପାରାୟଣ ଅନୁଷ୍ଠିତ ହୋଇ ଯାଇଛି | 28 ବର୍ଷ ଧରି ଶ୍ରୀ ରଘୁନାଥ ଜୀଉଙ୍କ ପୀଠରେ ଉକ୍ତ କାର୍ଯ୍ୟକ୍ରମ ପ୍ରତିବର୍ଷ ମହା ସମାରୋହରେ!-->!-->!-->…
Read More...
Read More...
ବାଉଁଶୁଣୀ ଡାକ ବଙ୍ଗଳାର ପୁନଃରୁଦ୍ଧାର କାର୍ଯ୍ୟ ଆରମ୍ଭ
ବୌଦ୍ଧ / ବାଉଁଶୁଣୀ ,୨୮/୧୧- ବୌଦ୍ଧ ବ୍ଲକ୍ ବାଉଁଶୁଣୀ ନିକଟ ଜାତୀୟ ରାଜପଥ ନମ୍ବର 57ର ପାର୍ଶ୍ବରେ ବାଘ ନଦୀ କୂଳରେ ଥିବା ପୂରାତନ ଡାକ ବଙ୍ଗଳାର ପୁନଃରୁଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିବା ଦେଖିବାକୁ ମିଳୁଛି l ପୂର୍ତ୍ତ ବିଭାଗର ଅଧିନରେ ଥିବା ଏ ପ୍ରାଚୀନ ଡାକ ବଙ୍ଗଳା ଗଡଜାତ ସମୟରୁ!-->…
Read More...
Read More...