Browsing Category

ରାଜ୍ୟ

ବସୁନ୍ଧରା ଉଚ୍ଚ ବିଦ୍ୟାଳୟ ଛାତ୍ରାବାସ ନିର୍ମାଣ ପାଇଁ ଏମ୍ସିଏଲ୍ ତରଫରୁ ୮୯.୭୦ ଲକ୍ଷ ଟଙ୍କା ମଞ୍ଜୁରୀ

ସମ୍ବଲପୁର : ଗ୍ରାମାଞ୍ଚଳ ସ୍କୁଲର ଭିତ୍ତିଭୂମିର ବିକାଶ ତଥା ବାସ୍ତବ ସ୍ଥିତିକୁ ଦୃଷ୍ଟିରେ ରଖି ମହାନଦୀ କୋଲଫିଲ୍ଡସ ଲିମିଟେଡ୍ ତରପରୁ ବସୁନ୍ଧରା କ୍ଷେତ୍ରର ପାଶ୍ୱର୍ବର୍ତ୍ତୀ ଗ୍ରାମର ପଢ଼ୁଥିବା ୬୦ ଜଣ ଏସ୍ସି, ଏସ୍ଟି ଛାତ୍ରମାନଙ୍କ ପାଇଁ ଟିକିଲିପଡ଼ାସ୍ଥିତ ବସୁନ୍ଧରା ଉଚ୍ଚ ବିଦ୍ୟାଳୟରେ
Read More...

ରାଜ୍ୟରେ ରେକର୍ଡ ପଜିଟିଭ ଚିହ୍ନଟ, ଦିନକରେ ୭୫୫ କରୋନା ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟରେ ଦିନକୁ କରୋନା ସ୍ଥିତି ଅଣାୟତ ହେବାକୁ ବସିଲାଣି । ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଥିଲେ ମଧ୍ୟ ତାହା ଫଳପ୍ରଦ ହୋଇପାରୁନାହିଁ । ଜୁଲାଇ ମାସ ଆରମ୍ଭ ହେଉଣୁ କରୋନା ଗ୍ରାଫ୍ ଉପରମୁହାଁ ହୋଇ ଚାଲିଛି । ଆଜି ରାଜ୍ୟରେ ରେକର୍ଡ
Read More...

କପା ମାଫିଆଙ୍କ କବଜାରେ ଗୋଚର ଜମି !

ବୌଦ୍ଧ : ଗତ କିଛି ବର୍ଷ ହେଲା ବୌଦ୍ଧଜିଲ୍ଲାର ବିଭିନ୍ନ ଅଂଚଳରେ ବାହାର ରାଜ୍ୟରୁ ଆସି କପା ମାଫିଆମାନେ କପାଚାଷ କରୁଥିବା ଦେଖିବାକୁ ମିଳୁଛି । ସରକାରୀ ଜମି ନିକଟରେ ଥିବା କିଛି ଘରୋଇ ଜମିକୁ କପା ଚାଷ ପାଇଁ ଲିଜରେ ନେଇ ସରକାରୀ ଜମିକୁ ମିଶାଇ ଦଖଲ କରି ଚାଷ କରୁଛନ୍ତି । କିଛି ସ୍ଥାନୀୟ
Read More...

ପରିବେଶ ସଚେତନତା ଓ ଚାରା ବଣ୍ଟନ

ବୌଦ୍ଧ - ବୌଦ୍ଧ ବନଖଣ୍ଡ ତରଫରୁ ବନ ମହୋତ୍ସବ ସପ୍ତାହ ପରେ ସମଗ୍ର ଜିଲ୍ଲାରେ ପରିବେଶ ସଚେତନତା ଓ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି l ରଥ କରି ଗାଆଁ କୁ ଗାଆଁ ବୁଲି ମାତ୍ର 1 ଟଂକା ମୂଲ୍ୟରେ ବହୁ ଉପାଦେୟ ଗଛର ଚାରା ବଣ୍ଟନ କରାଯାଉଛି l ଗତକାଲି କଣ୍ଟାମାଳ ରେଞ୍ଜ ଅଧିନ ବରଗାଁ
Read More...

ବିଲ ମଧ୍ୟରୁ ଚାଷୀଙ୍କ ମୃତଦେହ ଉଦ୍ଧାର

ବୌଦ୍ଧ,୯/୭ – ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ୍ ପୁରୁଣାକଟକ ଥାନା ତିଲେଶ୍ୱର ଗ୍ରାମରେ ବିଲ ମଧ୍ୟରେ ଥିବା ପାଣିରୁ ଜଣେ ଚାଷୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ତିଲେଶ୍ୱର ଗ୍ରାମର ନରେନ୍ଦ୍ର ଡାଙ୍ଗ ନାମକ ଜଣେ ଚାଷୀ ସବୁଦିନ ପରି ଆଜି ସକାଳେ ମଧ୍ୟ ନିଜ ଜମିକୁ କାମ
Read More...

ଅସରାଏ ବର୍ଷାରେ ଶୋଚନୀୟ ହୋଇ ପଡୁଛି ତେନ୍ତୁଳିପାଲି ରାସ୍ତା

ଜନହାପଙ୍କ,୯/୭: ବୌଦ୍ଧ ସୋନପୁର ଜାତୀୟ ରାଜପଥ ୫୭ର ସିଙ୍ଗାରୀ ଛକଠାରୁ ଜୁରମୁଣ୍ଡା ଯାଇଥିବା ପିଏମ ଜି ଏସ ୱାଇ ରାସ୍ତାରୁ ତେନ୍ତୁଳିପଦର ଗାଁକୁ ଯାଇଥିବା ରାସ୍ତା ଶୋଚନୀୟ ହୋଇପଡିଛି । ଅସରାଏ ବର୍ଷାହେଲେ ରାସ୍ତା କାଦୁଅମୟ ହେଉଥିବାରୁ ସାଇକେଲ ଯିବା ଦୁରରକଥା ଚାଲିକିଯିବା ସମ୍ଭବ ହେଉନାହିଁ
Read More...

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଦ୍ୱାରା ରାଷ୍ଟ୍ରୀୟ ବିଦ୍ୟାର୍ଥୀ ଦିବସ ପାଳନ

ଫୁଲବାଣୀ,୯/୭: ଆଜି କନ୍ଧମାଳ ଜିଲ୍ଲା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଦ୍ୱାରା ଜିଲ୍ଲାର ବିଭିନ୍ନ ସ୍ଥାନରେ ରାଷ୍ଟ୍ରୀୟ ବିଦ୍ୟାର୍ଥୀ ଦିବସ ପାଳନ କରାଯାଇଛି । କନ୍ଧମାଳ ଜିଲ୍ଲା ପ୍ରମୁଖ ଶିବାଶିଷ ପଣ୍ଡାଙ୍କ ନେତୃତ୍ୱରେ ଜିଲ୍ଲା ସଂଯୋଜକ -ବିକାଶ ନାୟକ, ଫୁଲବାଣୀ ନଗର ସମ୍ପାଦକ
Read More...

ବୌଦ୍ଧ : କ୍ୱାରେଣ୍ଟାଇନ୍ ସେଣ୍ଟରରେ ପ୍ରବାସୀଙ୍କ ମୃତ୍ୟୁ

ବୌଦ୍ଧ : ବୌଦ୍ଧ ବ୍ଲକ୍ ବଘିଆପଡା ଗ୍ରାମ ପଂଚାୟତର ଗୌଡଦେଇ ଉଚ୍ଚ଼ ବିଦ୍ୟାଳୟରେ ହୋଇଥିବା କ୍ୱାରେଣ୍ଟାଇନ୍ ସେଣ୍ଟରରେ ଆଜି ଜଣେ ପ୍ରବାସୀଙ୍କ ମ୍ରୁତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଜଣକ ହେଲେ ଟିକରପଡା ଗ୍ରାମ ପଂଚାୟତ ଅନ୍ତର୍ଗତ ମେଣ୍ଢାମାଳ ଗ୍ରାମର ଅଧିବାସୀ । ମିଳିଥିବା ସୂଚନା ଅନୁଯାୟୀ
Read More...

ଗଞ୍ଜେଇ ସହ ଗାଡ଼ି ଜବତ, ୪ ଗିରଫ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ଥାନା ପକ୍ଷରୁ ଅନବରତ ଗଞ୍ଜେଇ ମାଫିଆଙ୍କୁ ଧରିବାରେ ବଡ ସଫଳତା ମିଳୁଛି । ଏକ ଧଳା ଟାଟା ଜେଷ୍ଟ ଇସିଏସ କାରରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଫିରିଙ୍ଗିଆ ପୋଲିସ ହାବୁଡ଼ରେ ପଡି ଗଞ୍ଜେଇ ମାଫିଆ ଧରାପଡିଥିବା ଖବର ମିଳିଛି । ସୂଚନା ଅନୁସାରେ ଏକ
Read More...

ଗଜପତିରେ ପୁଣି ୧୭ କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି : ଗଜପତିରେ ପୁଣି ୧୭ ଟି ନୂଆ କରୋନା ପଜିଟିଭ ଚିହ୍ନଟହୋଇଥିବାର ଗଜପତି ଜିଲ୍ଲାପାଳ ଅନୁପମ ସାହା ସୂଚନାଦେଇଛନ୍ତି । ରାୟଗଡ ବ୍ଳକରୁ ୭ ଜଣ, କାଶୀନଗର ବ୍ଳକରୁ ୩ ଜଣ ଓ ପାରଳା ପୌରପରିଷଦରୁ ୭ଜଣ ଚିହ୍ନଟ ହୋଇଛନ୍ତି । ସେମାନଙ୍କର ସ୍ୱାବ ସଂଗ୍ରହ କରାଯାଇ ଥିଲା । ପଜିଟିଭ
Read More...