Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ପାଠ୍ୟକ୍ରମରେ ସ୍ଥାନ ପାଇବ କୋଭିଡ-୧୯
ଲକ୍ଷେ୍ନା÷: ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା କରୋନା ବା କୋଭିଡ-୧୯ସଂପର୍କରେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଦେବା ପାଇଁ ନିଷ୍ପତ୍ତି ହୋଇଛି । ବିଶ୍ୱ ବିଦ୍ୟାଳୟର ପାଠ୍ୟକ୍ରମରେ ଏହାକୁ ଏକ ବିଷୟ ଭାବେ ସାମିଲ କରାଯିବ । ଲକ୍ଷେ୍ନା÷ ବିଶ୍ୱବିଦ୍ୟାଳୟର ବାୟୋକ୍ୟାମେଷ୍ଟ୍ରି ପାଠ୍ୟକ୍ରମରେ!-->…
Read More...
Read More...
କରୋନାମୁକ୍ତ ଜିଲ୍ଲାରେ କାଲିଠୁ କୋହଳ ହେବ କଟକଣା
ଭୁବନେଶ୍ୱର : ଲକ୍ଡାଉନ୍ ଅବଧି ଆସନ୍ତା ମଇ ମାସ ତିନି ତାରିଖ ପର୍ଯ୍ୟନ୍ତ ଜାରି ରହିଥିବା ବେଳେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଚଳିତ ମାସ ଶେଷ ପର୍ଯ୍ୟନ୍ତ ଏହା ଲାଗୁ ରହିଛି । କିନ୍ତୁ ରାଜ୍ୟରେ ଏପର୍ଯ୍ୟନ୍ତ ୬୧ଟି କରୋନା ପଜିଟିଭ୍ ଥିବା ବେଳେ ସେଥିମଧ୍ୟରୁ ପାଖାପାଖି ୧୮ କରୋନା!-->…
Read More...
Read More...
ଅଙ୍ଗନବାଡି କର୍ମୀ ଗ୍ରାମବାସୀଙ୍କୁ ସଚେତନତା ସହ ଗରିବଙ୍କୁ ମାସ୍କ ବଣ୍ଟନ କରୁଛନ୍ତି
ଗଜପତି ଜିଲ୍ଲା ଗୋଶାଣୀ ବ୍ଲକ କେରାଣ୍ଡି ଗ୍ରାମପଞ୍ଚାୟତର ବି. ସୀତା ପୁର ଗ୍ରାମର ଅଙ୍ଗନବାଡି କର୍ମୀ ପୁଷ୍ପାଞ୍ଜଳି ପଣ୍ଡା ଗ୍ରାମ ବାସୀଙ୍କୁ ବିନା କାରଣରେ ଘରୁ ନ ବାହାରିବା,ବାରମ୍ବାର ସାବୁନ, ସାନିଟାଇଜରରେ ହାତ ଧୋଇବା ସାମାଜିକ ଦୂରତା ରକ୍ଷା କରିବା ନେଇ ଗ୍ରାମରେ ସଚେତନତା!-->…
Read More...
Read More...
କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା
ପାଟଣାଗଡ: ବଲାଙ୍ଗୀର ଜିଲ୍ଲାରେ କରୋନା ମୁକାବିଲା ପାଇଁ ଦିନକୁଦିନ ସହାୟତା ରାଶି ବଢିଚାଲିଛି । ବେଲପଡାର ଶଙ୍କର ପ୍ରସାଦ ଜୈନ ୩୫ ହଜାର, ଗୌତମ ଅଗ୍ରୱାଲ ୨୦ହଜାର, ଦୀନେଶ ଅଗ୍ରୱାଲ ୨୦ହଜାର, ଦୀପକ ଅଗ୍ରୱାଲ ୧୧ ହଜାର ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦେଇଛନ୍ତି ।
!-->!-->!-->!-->!-->…
Read More...
Read More...
ଗାଁ, ସହର ଲକ୍ଡାଉନ : ମହାନଦୀରେ ଗହଳଚହଳ, ବସିଛି ହୀରାର ବଜାର
ବୈାଦ୍ଧ: କରୋନା ପାଇଁ ଗାଁ ଗଣ୍ଡା ଠାରୁ ଆରମ୍ଭକରି ବୌଦ୍ଧର ସମସ୍ତ ସହରାଞ୍ଚଳକୁ ଲକଡାଉନ ସ୍ଥିର ଗମ୍ଭୀରକରି ଦେଇଥିବାବେଳେ ମହାନଦୀର ବାଲୁକା ଶଯ୍ୟାରେ ଗହଳଚହଳ ବଢିଯାଇଛି । ଲକ୍ଡାଉନ ପାଇଁ ସମସ୍ତଙ୍କର କାମଧନ୍ଦା ବନ୍ଦଥିବାରୁ ନିଜନିଜର ଭାଗ୍ୟ ପରୀକ୍ଷା ପାଇଁ ଲୋକେ ହୋଇଛନ୍ତି ମହାନଦୀମୁହାଁ!-->…
Read More...
Read More...
ପେନସନ୍ ହ୍ରାସ ନେଇ କେନ୍ଦ୍ରର କୌଣସି ପ୍ରସ୍ତାବ ନାହିଁ
ଭୁବନେଶ୍ୱର: ବିଭିନ୍ନ ଗଣମାଧ୍ୟମରେ ପେନସନ୍ଭୋଗୀମାନଙ୍କର ପେନସନ୍ ହ୍ରାସ ନେଇ ଖବର ପ୍ରକାଶ ପାଇବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନେଇ ଆଜି ସ୍ପଷ୍ଟୀକରଣ ରଖାଯାଇଛି । ମହାମାରୀ କରୋନା କୋଭିଡ୍-୧୯ ପାଇଁ ଦେଶର ଆର୍ଥିକ ମାନ୍ଦାବସ୍ଥା କାରଣରୁ ପେନସନ୍ ଭୋଗୀମାନଙ୍କର ପେନସନ୍ କେନ୍ଦ୍ର!-->…
Read More...
Read More...
ଗ୍ରୁପ୍ “ଏ’ ଅଧିକାରୀ ସୋମବାରରୁ ନିୟମିତ କାର୍ଯ୍ୟାଳୟକୁ ଆସିବେ
ଭୁବନେଶ୍ୱର: ଲକ୍ଡାଉନ୍ କାରଣରୁ ସୋଶିଆଲ୍ ଡିଷ୍ଟାନ୍ସିଂର ଗୁରୁତ୍ୱ ଉପଲବ୍ଧି କରି ରାଜ୍ୟ ସରକାର ଲୋକସେବା ଭବନର ୪୦ଟି ବିଭାଗରେ କର୍ମଚାରୀମାନଙ୍କ ଆସିବା ଉପରେ ଯେଉଁ ବାରଣ ରଖିଥିଲେ ସେଥିରେ ଆସନ୍ତାକାଲି ସୋମବାରଠାରୁ କେତେକାଂଶରେ କଟକଣା ହଟାଇ ଦେଇଛନ୍ତି । କାଲିଠାରୁ ଗ୍ରୁପ୍ "ଏ'!-->…
Read More...
Read More...
ସରକାରୀ ଚାଉଳ ପାଇଁ ଜୀବନକୁ ବାଜି ଲଗାଉଛନ୍ତି ଲୋକେ
ସମ୍ବଲପୁର:ବର୍ତ୍ତମାନ ଲକ୍ଡାଉନ ଚତୁର୍ଥ ସପ୍ତାହରେ ପହଞ୍ଚିଥିଲେ ମଧ୍ୟ ଲୋକେ ସାମାଜିକ ଦୂରତାର ମହତ୍ତ୍ୱ ଆଦୌ ବୁଝିପାରୁନାହାନ୍ତି । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ସମ୍ବଲପୁରରେ । ସରକାରଙ୍କ ପକ୍ଷରୁ ଗରିବଙ୍କ ପାଇଁ ଯେଉଁ ଚାଉଳ ଯୋଗାଇ ଦିଆଯାଇଛି ସେତକ ପାଇଁ ଲୋକେ ଜୀବନକୁ ବାଜି!-->…
Read More...
Read More...
ପଣ୍ୟ କାରବାରରେ ପାରାଦ୍ୱୀପ ବନ୍ଦରର ସର୍ବକାଳୀନ ରେକର୍ଡ
ପାରାଦ୍ୱୀପ: ଅପ୍ରେଲ ୧୭ ତାରିଖ ଗୋଟିଏ ଦିନରେ ୩୯ଟି ରେଳ ରେକ ଖଲାସ କରି ପାରାଦ୍ୱୀପ ବନ୍ଦର ସର୍ବକାଳୀନ ରେକର୍ଡ କରିଛି । ପାରାଦ୍ୱୀପ ବନ୍ଦର ଯାନ୍ତ୍ରିକ କୋଇଲା ବୋଝେଇ ପ୍ଲାଣ୍ଟରେ ୨୬ଟି ରେକରୁ ପଣ୍ୟ ଖଲାସ କରିଥିବାବେଳେ ମାନୁଆଲ ୧୩ଟି ରେଳରୁ ପଣ୍ୟ ଖଲାସ କରିଛି । ଗତ ୨୦୧୯-୨୦ ଆର୍ଥିକ!-->…
Read More...
Read More...
ଆରସେଟି ପକ୍ଷରୁ ମାସ୍କ ବଣ୍ଟନ
ବୌଦ୍ଧ : ବର୍ତ୍ତମାନ ସାରା ବିଶ୍ୱରେ କରୋନା ରୂପକ ମହାମାରୀ ପ୍ରତିଦିନ ହଜାର ହଜାର ଲୋକଙ୍କ ପ୍ରାଣ ନେଉଥିବା ବେଳେ ସାମାନ୍ୟ ସଚେତନତା ହିଁ ଏହି ମହାମାରୀରୁ ରକ୍ଷା କରିବ । ସେଥିପାଇଁ ସରକାର ସମସ୍ତଙ୍କୁ ଘରେ ରହିବା ସହିତ ହ୍ୟାଣ୍ଡୱାସ, ସାନିଟାଇଜର ଓ ମାସ୍କ ବ୍ୟବହାର ଉପରେ ବାରମ୍ବାର!-->…
Read More...
Read More...