Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ରାଜ୍ୟରେ ଖୋଲିବ ୨୨୩ଟି ଗ୍ୟାରେଜ୍ ଓ ୧୪୦ଟି ଢାବା
ଭୁବନେଶ୍ୱର: ରାଜ୍ୟରେ ୧୪୦ଟି ଢାବା ଓ ୨୨୩ଟି ଗ୍ୟାରେଜ୍ ଖୋଲିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଲକ୍ଡାଉନ୍ ଯୋଗୁଁ ଜାତୀୟ ରାଜପଥରେ ମାଲ୍ ପରିବହନ ବେଳେ ଖାଦ୍ୟ ପାଇଁ ସମସ୍ୟାରେ ପଡୁଥିବା ଟ୍ରକ ଚାଳକଙ୍କ ପାଇଁ ସରକାର ଏହି ବ୍ୟବସ୍ଥା କରିଛନ୍ତି । ଯାହା ପରିବହନ ସେବା ସହିତ!-->…
Read More...
Read More...
ପ୍ରବାସୀମାନଙ୍କୁ ନିଜ ନିଜ ରାଜ୍ୟକୁ ଫେରାଇବା ପାଇଁ କେନ୍ଦ୍ର କରୁଛି ଚିନ୍ତା
ଭୁବନେଶ୍ୱର: ଲକ୍ଡାଉନ୍ ଅବଧି ଆସନ୍ତା ମଇ ୩ ତାରିଖରେ ଶେଷ ହେବାକୁ ଯାଉଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭିଡ଼ିଓ କନଫରେନ୍ସିଂରେ ଦେଶର ପ୍ରମୁଖ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଆଲୋଚନା କରିଛନ୍ତି । ଏହି ଆଲୋଚନା କାଳରେ ପ୍ରଧାନମନ୍ତ୍ରୀ ମୁଖ୍ୟତଃ ତିନୋଟି ପ୍ରସଙ୍ଗରେ ଭିନ୍ନ!-->…
Read More...
Read More...
କୋହଳ ସତ୍ତ୍ୱେ ଖୋଲିପାରୁନି ବଜାର : ଅଧିକାଂଶ ବେପାରୀଙ୍କ ପାଇଁ ଟ୍ରେଡ ଲାଇସେନ୍ସ କାଳ
ସମ୍ବଲପୁର: ଗତ ଶନିବାରଠାରୁ ଲକଡାଉନରେ କୋହଳ କରାଯାଇ ଦୋକାନ ଖୋଲିବା ପାଇଁ ଅନୁମତି ଦିଆଯାଇଛି କିନ୍ତୁ ଆଜି ସୋମବାର ତୃତୀୟଦିନରେ ମଧ୍ୟ ଅଧିକାଂଶ ଦୋକାନ ବନ୍ଦ ରହିଛି । ଶନିବାର ସନ୍ଧ୍ୟାରେ ଟିଭିରେ ନ୍ୟୁଜଦେଖି ଅଧିକାଂଶ ଦୋକାନୀ ସଂପୂର୍ଣ୍ଣ କୋହଳ ହୋଇଛି ଭାବି ଦୋକାନଗୁଡିକ ଖୋଲି ପକାଇଥିଲେ!-->…
Read More...
Read More...
ଅଦିନିଆ ବର୍ଷା ପରେ ଫସଲ ପରିଚାଳନା କିପରି କରିବେ ଆସନ୍ତୁ ଜାଣିବା
ବର୍ତ୍ତମାନ ବିଭିନ୍ନ ଜିଲ୍ଲାରେ ହେଉଥିବା କାଳବୈଶାଖୀ ଏବଂ ବଙ୍ଗୋପସାରରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ଘୂର୍ଣ୍ଣିବଳୟ ଯୋଗୁଁ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ଗତ ୨୬ ତାରିଖରୁ ଆସନ୍ତା ୩ ତାରିଖ ମଧ୍ୟରେ ସ୍ୱଳ୍ପରୁ ମଧ୍ୟମ ଧରଣର ଘଡ଼ଘଡ଼ି ସହ ବର୍ଷା ଓ କରକାପାତ ହେବାର ସମ୍ଭାବନା ଥିବାରୁ!-->…
Read More...
Read More...
ଗଜପତି ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଅକ୍ଷୟ ତୃତୀୟା ପାଳିତ
ସଂପ୍ରତି କରୋନା ଭୁତଣୁ ପ୍ରଭାବରେ ରାଜ୍ୟରେ ଲକଡାଉନ କଟକଣା ଲାଗୁ ହୋଇଥିବା ସତ୍ୱେ ବିଜେପି କୃଷକ ମୋର୍ଚ୍ଚା କାର୍ଯ୍ୟ କର୍ତ୍ତା ମାନେ ରାଜ୍ୟରେ ବିଭିନ୍ନ ସ୍ଥାନରେ ସାମାଜିକ ଦୂରତା କୁ ଗୁରୁତ୍ୱ ଦେଇ ମୁହଁରେ ମାସ୍କପିନ୍ଧି ଅଖିମୁଠି ଅନୁକୂଳ କରିଛନ୍ତି।
ସେହିଭଳି ଗଜପତି ଜିଲ୍ଲା!-->!-->!-->!-->!-->…
Read More...
Read More...
କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା
ଫୁଲବାଣୀ: ସମ୍ପ୍ରତି ସମଗ୍ର ବିଶ୍ୱରେ ମହାମାରୀ କରୋନା ନିଜର କାୟା ବିସ୍ତାର କରିବା ସହ କୋକୁଆ ଭୟ ସୃଷ୍ଟି କରିଛି । ଏହାର ମୁକାବିଲା ପାଇଁ ଅଧିକାଂଶରେ ତାଲାବନ୍ଦ ହେବା ସହ ସାମାଜିକ ଦୂରତା ରକ୍ଷା କରିବା, ନିୟମିତ ହାତଧୁଆ ଓ ମାସ୍କ ପିନ୍ଧା, ଅଯଥା ଗହଳି ନକରିବାକୁ ଗୁରୁତ୍ୱ ଦିଆଯାଉଛି ।!-->…
Read More...
Read More...
ଗ୍ୟାସ ଟାଙ୍କି ଫାଟି ୨ ଗୁରୁତର
ବୌଦ୍ଧ: ରବିବାର ବିଳମ୍ବିତ ରାତ୍ରିରେ ଏକ ରୋଷେଇ ଗ୍ୟାସ ଟାଙ୍କିରେ ନିଆଁଲାଗି ଫାଟିଯିବା ଫଳରେ ଅଗ୍ନିକାଣ୍ଡ ଘଟି ୩ବଖରା ଘର ଭସ୍ମିଭୂତ ହୋଇଯିବାସହ ୨ଜଣ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏଭଳି ଦୁଃଖଦ ଘଟଣାଘଟିଛି ବୌଦ୍ଧଥାନା ଅନ୍ତର୍ଗତ ବୀରନରସିଂହପୁର ପଞ୍ଚାୟତର!-->…
Read More...
Read More...
ସାପ କାମୁଡାରେ ବୃଦ୍ଧାଙ୍କ ମୃତ୍ୟୁ
ବୌଦ୍ଧ : ଆଜି ଭୋର୍ ସମୟରେ ବିଷଧର ସାପ କାମୁଡାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଜଣକ ହେଲେ ବୌଦ୍ଧଥାନା ବଘିଆପଡା ଫାଣ୍ଡି ଅନ୍ତର୍ଗତ ଟିକରପଡା ଗ୍ରାମପଞ୍ଚାୟତର ବଡଗୋଛାପଡା ଗ୍ରାମର ନଇବାଲୀ ସାହୁ (୬୨ବର୍ଷ) । ମିଳିଥିବା ସୂଚନା ଅନୁସାରେ ଆଜି ଭୋର ୩ଘଣ୍ଟା ସମୟରେ!-->…
Read More...
Read More...
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି : ଆଜି ପୁଣି ବାଲେଶ୍ୱରରୁ ୫ ପଜିଟିଭ ଚିହ୍ନଟ
ଭୁବନେଶ୍ୱର : ଦେଶରେ ବିଶ୍ୱ ମହାମାରୀ ବିଭୀଷିକା ଦେଖାଉଥିବା କୋଭିଡ-୧୯ କରୋନା ଓଡିଶାରେ ମଧ୍ୟ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି । ଲକଡାଉନର ଦ୍ୱିତୀୟ ପର୍ଯ୍ୟାୟ ଅବଧି ଶେଷ ହେବାକୁ ଯାଉଥିବା ବେଳେ ଉତ୍ତର ଓଡିଶାରେ ଏହା ଚିନ୍ତାଜନକ ଭାବେ ବୃଦ୍ଧି ପାଇଛି । ସୋମବାର ସକାଳେ ବାଲେଶ୍ୱରରୁ!-->…
Read More...
Read More...
ଜଷ୍ଟିସ ମହମ୍ମଦ ରଫିକ୍ ଓଡିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ନେଲେ ଶପଥ
ଭୁବନେଶ୍ୱର : ଓଡିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ଆଜି ଜଷ୍ଟିସ ମହମ୍ମଦ ରଫିକ୍ ଶପଥ ଗ୍ରହଣ କରିଛନ୍ତି । ଲୋକସେବା ଭବନ କନଭେନସନ ହଲରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଜଷ୍ଟିସ ରଫିକଙ୍କୁ ପ୍ରଶାସନିକ ଶପଥ କରାଇଛନ୍ତି । ଏ ନେଇ ଆଜି ଲୋକସେବା ଭବନରେ ଏକ ସଂକ୍ଷିପ୍ତ ଶପଥ ଗ୍ରହଣ!-->…
Read More...
Read More...