Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଗ୍ରୀନଜୋନ ଯୋଗୁଁ ବୌଦ୍ଧରେ କୋହଳ ଲକ୍ଡାଉନ : ଚା’ଦୋକାନୀଙ୍କ ବଢୁଛି ଦୁଃଖ
ବୌଦ୍ଧ:ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ବୌଦ୍ଧଜିଲ୍ଲାକୁ ଗ୍ରାନ ଜୋନ ଅନ୍ତର୍ଭୁକ୍ତ କରାଯାଇଥିବାରୁ ଜିଲ୍ଲା ପ୍ରଶାସନ ଲକଡାଉନକୁ ଟିକିଏ କୋହଳ କରିଥିବାରୁ ଲୋକେ ଆଶ୍ୱସ୍ତ ହୋଇଛନ୍ତି । ଔଷଧ ଦୋକାନ ସମେତ ତଜେରାତି, ମାଛ ମାଂସ ଦୋକାନ ଆଗରୁ ୫ଘଣ୍ଟା ଖୋଲାଯାଉଥିବାବେଳେ ଏବେ ସମୟକୁ ନେଇ ଆଉ କୌଣସି!-->…
Read More...
Read More...
ପ୍ରଣାମ ଅନୁଷ୍ଠାନ ତରଫରୁ ଛାତ୍ରୀଛାତ୍ରଙ୍କୁ ଚିତ୍ରାଙ୍କନ ସାମଗ୍ରୀ ଓ ଗପ ବହି ବଂଟନ
ବୌଦ୍ଧ: ସାରାଦେଶ କରୋନା କବଳରୁ ମୁକ୍ତ ହେବାପାଇଁ ଲକଡାଉନରେ ଥିବାବେଳେ ଛାତ୍ରଛାତ୍ରୀଙ୍କ ସମୟର ସଦୁପଯୋଗ ଓ ଅଧିକାଂଶ ସମୟ ଘରେ ନିୟୋଜିତ ରହିବା ନିମନ୍ତେ ଏକ ଅଭିନବ ଉପାୟ ଚିନ୍ତା କରିଛି ବୌଦ୍ଧର ସାଂସ୍କୃତିକ ଅନୁଷ୍ଠାନ ପ୍ରଣାମ । ଏହାର କର୍ମକର୍ତ୍ତାମାନେ ଆଜି ହରଭଙ୍ଗା ବ୍ଲକ!-->…
Read More...
Read More...
ଗ୍ରାମାଞ୍ଚଳରେ ଚୋରାରେ ବିକ୍ରି ହେଉଛି ଖୋଲା ମଦ : ମଦମୃତ୍ୟୁ ଆଶଙ୍କା
ବର୍ତ୍ତମାନ କରୋନାକୁ ପ୍ରତିହତ କରିବା ପାଇଁ ସବୁଆଡେ ଲକଡାଉନ ହୋଇଛି । ଏପରିକି ଦେଶୀ ଓ ବିଦେଶୀ ମଦ ଦୋକାନ ସିଲ୍ କରାଯାଇଛି । ଏହାର ସୁଯୋଗ ନେଇ କିଛି ଅସାଧୁ ବ୍ୟବସାୟୀ ପୁଲିସର ସଲାସୁତୁରାରେ ରନ୍ଧା ମଦ ପ୍ରସ୍ତୁତ କରି କମିରା, ପଦ୍ମନପୁର, ତେଲିବନ୍ଧ, ନାରାୟଣନଗର, ଜଗତି ଆଦି ଗ୍ରାମକୁ!-->…
Read More...
Read More...
ଅନୈତିକ ପ୍ରେମ ସମ୍ପର୍କ : ଟାଙ୍ଗିଆରେ ହାଣି ଜଘନ୍ୟ ହତ୍ୟା
ସମ୍ବଲପୁର :ସମ୍ବଲପୁରଜିଲ୍ଲାର ନାକଟିଦେଉଳ ବ୍ଲକ ଅନ୍ତର୍ଗତ କିସିଣ୍ଡା ଥାନାର ଖନ୍ଦିବାହାଲ ଗ୍ରାମରେ ଟାଙ୍ଗିଆରେ ହାଣି ଜଣକୁ ହତ୍ୟା କରାଯାଇଛି । ରବିବାର ରାତି ପ୍ରାୟ ୮ଟା ସମୟରେ ଘଟିତ ଏହି ଜଘନ୍ୟ ହତ୍ୟାକାଣ୍ଡର ଖବର ପାଇ ପୁଲିସ ସଙ୍ଗେ ସଙ୍ଗେ ସେଠାରେ ପହଞ୍ଚି ଏହିଘଟଣାର ମୁଖ୍ୟ!-->…
Read More...
Read More...
ଭଦ୍ରକରେ ପାଞ୍ଚ କରୋନା ପଜିଟିଭ : ପାଞ୍ଚୋଟି ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ଜିଲ୍ଲାପାଳ
ଭଦ୍ରକ:ଆଜି ଭଦ୍ରକ ଜିଲ୍ଲାର ଦୁଇଟି ବ୍ଲକ ରେ ପଞ୍ଚୋଟି କରୋନା ପଜିଟିଭ ଜଣାପଡିବାପରେ ,ଏ ନେଇ ଜିଲ୍ଲାପାଳ ଡ. ଜ୍ଞାନ ଦାସ ଜିଲ୍ଲାବାସୀଙ୍କୁ ଟୁଇଟର ମାଧ୍ୟମରେ ଅବଗତ କରାଇଛନ୍ତି । ପ୍ରଥମତଃ ଆଜିଠାରୁ ସଟଡାଉନ ବା କଣ୍ଟେନମେଣ୍ଟ ଜୋନ୍ ଭାବେ କଟକଣା ରହିଥିବା ଏରେଇଁ ଗ୍ରାମ ପଞ୍ଚାୟତ ଓ ଚରମ୍ପା!-->…
Read More...
Read More...
ବିକାଶର ନଗ୍ନଚିତ୍ର : ଅର୍ଦ୍ଧାହାରରେ ଯକ୍ଷ୍ମା ପୀଡିତା ପରିବାର, ସହାୟତା ଶୂନ
ବୌଦ୍ଧ: ସରକାର ଗରିବ ଲୋକଙ୍କୁ ସମାଜର ମୁଖ୍ୟସ୍ରୋତକୁ ଆଣିବାପାଇଁ ପ୍ରଣୟନ କରିଛନ୍ତି ମାଳମାଳ ଯୋଜନା । ବାସ୍ତବରେ ଏ ସମସ୍ତ ଯୋଜନା ଗରିବ ଲୋକଙ୍କ ଆର୍ଥିକ ଓ ସାମାଜିକ ବିକାଶରେ କେତେ ସହାୟକ ହେଉଛି ଗ୍ରାମାଞ୍ଚଳର ବାସ୍ତବଚିତ୍ର ନଦେଖିଲେ ଜାଣିହେବନାହିଁ । ଏଭଳି ଏକ ବାସ୍ତବ ଓ ବିକାଶର!-->…
Read More...
Read More...
୨୬ ତାରିଖ ସୁଦ୍ଧା ଘର ଘର ଯାଇ ବହି ବାଣ୍ଟିବେ ଶିକ୍ଷକ
ବୌଦ୍ଧ : ସାମାଜିକ ଦୂରତାକୁ ପାଳନ କରି ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ପଢୁଥିବା ପିଲାମାନଙ୍କ ଘରକୁ ଘର ବୁଲି ପାଠ୍ୟ ପୁସ୍ତକ ବାଣ୍ଟିବେ ସଂପୃକ୍ତ ବିଦ୍ୟାଳୟର ଶିକ୍ଷକଶିକ୍ଷୟତ୍ରୀ । ଏଭଳି ଜରୁରୀ ଆଦେଶ ଦେଇଛନ୍ତି ସର୍ବଶିକ୍ଷା ଅଭିଯାନର ଜିଲ୍ଲା ପ୍ରକଳ୍ପ ସଂଯୋଜକ ଗେନ୍ଦରା କୁଜୁର । ବର୍ତ୍ତମାନ!-->…
Read More...
Read More...
ବିଜେଡି ପକ୍ଷରୁ ରକ୍ତଦାନ ଶିବିର
ପାଟଣାଗଡ : ବିଶ୍ୱ ମହାମାରୀ କରୋନା ସକାଶେ ଲକଡାଉନ ହୋଇଥିବାରୁ ପାଟଣାଗଡରେ ରକ୍ତର ଅଭାବ ଦେଖାଦେଇଛି । ପାଟଣାଗଡ ବିଜୁ ଜନତା ଦଳର ସ୍ଥାନୀୟ ବିଧାୟକ ସରୋଜ କୁମାର ମେହେରଙ୍କ ନେତୃତ୍ୱରେ ସ୍ଥାନୀୟ ବିଜେଡି କାର୍ଯ୍ୟାଳୟ ଭୋଲାନାଥ କଲ୍ୟାଣ ମଣ୍ଡପଠାରେ ୫୦ ୟୁନିଟ୍ ରକ୍ତ ସଂଗ୍ରହ କରି ପାଟଣାଗଡ!-->…
Read More...
Read More...
ରାଜ୍ୟରେ ପୁଣି ନୂଆ ୭ ପଜେଟିଭ୍ ଚିହ୍ନଟ : ୫ଜଣ ଭଦ୍ରକର ଓ ୨ଜଣ ବାଲେଶ୍ୱର
ଭୁବନେଶ୍ୱର : ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ସମ୍ମତିକ୍ରମେ ଆଜିଠାରୁ ରାଜ୍ୟରେ କେତେକ ସ୍ଥାନରେ ଲକଡାଉନ ନିୟମକୁ ସାମାନ୍ୟ କୋହଳ କରି ଜନଜୀବନକୁ ସ୍ୱାଭାବିକ କରିବା ପାଇଁ ନିର୍ଦ୍ଦେଶନାମା ଜାରି କରିଥିବା ବେଳେ ଆଜି ପୁଣି ରାଜ୍ୟରେ ନୂଆ ୭ କରୋନା ରୋଗୀ ଚିହ୍ନଟ ହେବା ଭୟ ସଂଚାର କରିଛି ।!-->…
Read More...
Read More...
ଘର ବଦଳରେ ସ୍କୁଲରେ ବହି ବାଣ୍ଟିଲେ ଶିକ୍ଷୟିତ୍ରୀ
ଦାରିଙ୍ଗିବାଡ଼ି: କରୋନା ଭୁତାଣୁ ଯୋଗୁ ରାଜ୍ୟ ସରକାର ତରଫରୁ ସମସ୍ତ ସ୍କୁଲ ଗୁଡିକ ଆଗୁଆ ଛୁଟି ଘୋଷଣା କରିଛନ୍ତି l ଏଥିସହିତ ସାରା ରାଜ୍ୟରେ ଲକଡାଉନ୍ଜାରି କରାଯାଇଛି l ଲକଡାଉନ ଯୋଗୁଁ ଗଣଶିକ୍ଷା ବିଭାଗ ଦ୍ଵାରା ପରିଚାଳିତ ପ୍ରଥମ ରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଘରକୁ ଯାଇ!-->…
Read More...
Read More...