Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଗ୍ରୁପ୍ “ଏ’ ଅଧିକାରୀ ସୋମବାରରୁ ନିୟମିତ କାର୍ଯ୍ୟାଳୟକୁ ଆସିବେ
ଭୁବନେଶ୍ୱର: ଲକ୍ଡାଉନ୍ କାରଣରୁ ସୋଶିଆଲ୍ ଡିଷ୍ଟାନ୍ସିଂର ଗୁରୁତ୍ୱ ଉପଲବ୍ଧି କରି ରାଜ୍ୟ ସରକାର ଲୋକସେବା ଭବନର ୪୦ଟି ବିଭାଗରେ କର୍ମଚାରୀମାନଙ୍କ ଆସିବା ଉପରେ ଯେଉଁ ବାରଣ ରଖିଥିଲେ ସେଥିରେ ଆସନ୍ତାକାଲି ସୋମବାରଠାରୁ କେତେକାଂଶରେ କଟକଣା ହଟାଇ ଦେଇଛନ୍ତି । କାଲିଠାରୁ ଗ୍ରୁପ୍ "ଏ'!-->…
Read More...
Read More...
ସରକାରୀ ଚାଉଳ ପାଇଁ ଜୀବନକୁ ବାଜି ଲଗାଉଛନ୍ତି ଲୋକେ
ସମ୍ବଲପୁର:ବର୍ତ୍ତମାନ ଲକ୍ଡାଉନ ଚତୁର୍ଥ ସପ୍ତାହରେ ପହଞ୍ଚିଥିଲେ ମଧ୍ୟ ଲୋକେ ସାମାଜିକ ଦୂରତାର ମହତ୍ତ୍ୱ ଆଦୌ ବୁଝିପାରୁନାହାନ୍ତି । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ସମ୍ବଲପୁରରେ । ସରକାରଙ୍କ ପକ୍ଷରୁ ଗରିବଙ୍କ ପାଇଁ ଯେଉଁ ଚାଉଳ ଯୋଗାଇ ଦିଆଯାଇଛି ସେତକ ପାଇଁ ଲୋକେ ଜୀବନକୁ ବାଜି!-->…
Read More...
Read More...
ପଣ୍ୟ କାରବାରରେ ପାରାଦ୍ୱୀପ ବନ୍ଦରର ସର୍ବକାଳୀନ ରେକର୍ଡ
ପାରାଦ୍ୱୀପ: ଅପ୍ରେଲ ୧୭ ତାରିଖ ଗୋଟିଏ ଦିନରେ ୩୯ଟି ରେଳ ରେକ ଖଲାସ କରି ପାରାଦ୍ୱୀପ ବନ୍ଦର ସର୍ବକାଳୀନ ରେକର୍ଡ କରିଛି । ପାରାଦ୍ୱୀପ ବନ୍ଦର ଯାନ୍ତ୍ରିକ କୋଇଲା ବୋଝେଇ ପ୍ଲାଣ୍ଟରେ ୨୬ଟି ରେକରୁ ପଣ୍ୟ ଖଲାସ କରିଥିବାବେଳେ ମାନୁଆଲ ୧୩ଟି ରେଳରୁ ପଣ୍ୟ ଖଲାସ କରିଛି । ଗତ ୨୦୧୯-୨୦ ଆର୍ଥିକ!-->…
Read More...
Read More...
ଆରସେଟି ପକ୍ଷରୁ ମାସ୍କ ବଣ୍ଟନ
ବୌଦ୍ଧ : ବର୍ତ୍ତମାନ ସାରା ବିଶ୍ୱରେ କରୋନା ରୂପକ ମହାମାରୀ ପ୍ରତିଦିନ ହଜାର ହଜାର ଲୋକଙ୍କ ପ୍ରାଣ ନେଉଥିବା ବେଳେ ସାମାନ୍ୟ ସଚେତନତା ହିଁ ଏହି ମହାମାରୀରୁ ରକ୍ଷା କରିବ । ସେଥିପାଇଁ ସରକାର ସମସ୍ତଙ୍କୁ ଘରେ ରହିବା ସହିତ ହ୍ୟାଣ୍ଡୱାସ, ସାନିଟାଇଜର ଓ ମାସ୍କ ବ୍ୟବହାର ଉପରେ ବାରମ୍ବାର!-->…
Read More...
Read More...
୨୨ଲକ୍ଷ ଟଙ୍କାର ସ୍ୱଜଳ ଧାରା , ଗ୍ରାମବାସୀଙ୍କୁ ମିଳିନି ୨୨ବୁନ୍ଦା ଜଳ
ଖପ୍ରାଖୋଲ : ଖପ୍ରାଖୋଲ ବ୍ଳକ ଚଙ୍ଗରିଆ ଗ୍ରମାରେ ପ୍ରାୟ ୮ବର୍ଷ ହେବ ଅଚଳ ଅଚଳ ହୋଇ ପଡ଼ିଛି ସ୍ୱଜଳ ଧାରା ପ୍ରକଳ୍ପ । ପଛ୍ରୁଆ ଜିଲ୍ଲାର ଅନ୍ୟତମ ପଛୁଆ ମାଓ ପ୍ରବଣ ଶୁଖା ଅଂଚଳର ଲୋକଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ୨୦୧୩ ମସିହାରେ ୨୨ଲକ୍ଷ ଟଙ୍କା ବ୍ୟୟରେ ଷ୍ଟାଣ୍ଡପୋଷ୍ଟ ସହ ପାଇପ ସଂଯୋଗ!-->…
Read More...
Read More...
ମାସ୍କ୍ ବାଣ୍ଟିବା ସହିତ ସଚେତନତା କଲେ ଅନନ୍ୟା ବାଳିକା ସଙ୍ଘ
ଫୁଲବାଣୀ : ସମ୍ପ୍ରତି କରୋନା ମହାମାରୀର ମୁକାବିଲା କରିବା ପାଇଁ ଏକମାତ୍ର ନିଜେ ସଚେତନ ହେବା ସହିତ ଅନ୍ୟକୁ ସଚେତନ କରିବା । ଏହି ପରିପ୍ରେକ୍ଷୀରେ ନିଜ ଅଂଚଳରେ ସଚେତନତାର ବାର୍ତା ବାଂଟିବା ପାଇଁ ଆଗେଇ ଆସିଛି କ.ନୂଆଗାଁ ବ୍ଲକ୍ର ଅନନ୍ୟା ବାଳିକା ମହାସଂଘ । ମହାସଂଘର ସଦସ୍ୟା ମାନେ!-->…
Read More...
Read More...
ରାସନ ବଣ୍ଟନ, ସାମାଜିକ ଦୂରତା ପାଳନର ସମୀକ୍ଷା କଲେ ଜିଲ୍ଲାପାଳ
ଭଦ୍ରକ : ଭଦ୍ରକ ଜିଲ୍ଲାପାଳ ଡ. ଜ୍ଞାନ ଦାସ ଆଜି ତିହିଡ଼ି ବ୍ଳକ ଗସ୍ତ କରି କୋବିଡ଼ ୧୯ ନିମନ୍ତେ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ, ଯୋଜନାର ସଫଳ ରୂପାୟନର ସମୀକ୍ଷା କରିଛନ୍ତି । ସରକାର ହିତାଧିକାରୀଙ୍କୁ ଦେଇଥିବା ୩ ମାସର ରାସନ ସାମଗ୍ରୀ ଲୋକଙ୍କ ପାଖରେ ଠିକ୍ ଭାବେ!-->…
Read More...
Read More...
ବୌଦ୍ଧ ଜିଲ୍ଲା : ସବୁଠି ଚାଲିଛି ମାକଡ଼ ବିହା, ବନ ବିଭାଗର ସାଧନ ଅଭାବ
ବୌଦ୍ଧ: ବୌଦ୍ଧଜିଲ୍ଲାର ସବୁ ଜଙ୍ଗଲରେ ଲାଗିଛି ନିଆଁ । ଧୂଆଁ ଆଚ୍ଛାଦିତ ହୋଇଯାଉଛି ଜଙ୍ଗଲ ନିକଟରେ ଥିବା ଗାଁ ଗୁଡିକ । ବୈଶାଖ ମାସର ଖରାତାତି ସାଙ୍ଗକୁ ଜଙ୍ଗଲରେ ଲାଗିଥିବା ନିଆଁର ଉତ୍ତାପରେ ଅସହ୍ୟ ହୋଇପଡୁଛି ଜନଜୀବନ । ପୋଡିଯାଇ ନଷ୍ଟ ହୋଇଯାଉଛି ଅନେକ ବୃକ୍ଷଲତା, ଅସହାୟ ବନ୍ୟପ୍ରାଣୀ ।!-->…
Read More...
Read More...
ପୌରପରିଷଦ ପକ୍ଷରୁ street vendors ମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ
ଗଜପତି ଜିଲ୍ଲା ପାରଳା ପୌରପରିଷଦ ପକ୍ଷରୁ ପଞ୍ଜିକୃତ ହୋଇଥିବା street vendors ମାନଙ୍କୁ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ପୌରପରିଷଦ ପକ୍ଷରୁ 3000ଟଙ୍କାର ସହାୟତା ରାଶି ଜିଲ୍ଲା ପୌରପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ ହିତାଧିକାରୀ ମାନଙ୍କୁ ପ୍ରଦାନ କରିଛନ୍ତି।
!-->!-->…
Read More...
Read More...
ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
ବୌଦ୍ଧ : ଆଜି ସକାଳେ ବୌଦ୍ଧ ଥାନା କାସଲପୁରଗ୍ରାମ ନିକଟରୁ ଏକ ଅର୍ଦ୍ଧଦଗ୍ଧ ଶବ ବୌଦ୍ଧ ପୁଲିସ ଉଦ୍ଧାର କରିଥିବା ଜଣାପଡିଛି । କୌଣସି ବ୍ୟକ୍ତି ହତ୍ୟା କଲାପରେ ଶବକୁ ପୋଡି ଦେଇଥିବା ସନ୍ଦେହ କରାଯାଉଛି । ମିଳିଥିବା ତଥ୍ୟ ଅନୁଯାୟୀ ମୃତକ ହେଉଛନ୍ତି, କାସଲପୁର ଗ୍ରାମର ଶଙ୍କର ଗୁରୁଙ୍କ ପୁତ୍ର!-->…
Read More...
Read More...