Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
୧୧କେଭି ବିଦ୍ୟୁତ ଆଘାତରେ ଯୁବକ ଗୁରୁତର
ବୌଦ୍ଧ : ମନମୁଣ୍ଡା ଥାନା ରତାଖଣ୍ଡି ଗ୍ରାମରେ ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଯୁବକ ଗୁରୁତର ଆହତ ହୋଇ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି । ମିଳିଥିବା ତଥ୍ୟ ଅନୁସାରେ ରତାଖଣ୍ଡି ଗ୍ରାମର ଲବ ପାଣ୍ଡେ(୨୨) ନାମକ ଜନୈକ ଯୁବକ ବୁଧବାର ରାତି!-->…
Read More...
Read More...
ହ୍ୱାଟସ୍ଆପ୍ ଗ୍ରୁପ୍ ମାଧ୍ୟମରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଦିଆଯିବ ଶିକ୍ଷା
ଭୁବନେଶ୍ୱର : କରୋନାର ଭୟାବହତାକୁ ଦେଖି ରାଜ୍ୟ ସରକାର ରାଜ୍ୟର ସମସ୍ତ ବିଦ୍ୟାଳୟ ଓ କଲେଜ୍ଗୁଡ଼ିକୁ ଆସନ୍ତା ଜୁନ୍ ୧୭ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରିଥିବାରୁ ପାଠପଢ଼ା ବାଧାପ୍ରାପ୍ତ ହୋଇଛି । ସାଧାରଣତଃ ଅପ୍ରେଲ୍ ପହିଲାରୁ ଗୋଟିଏ ମାସ ନୂଆ ଶିକ୍ଷା ବର୍ଷ ଆରମ୍ଭ ହୋଇଥାଏ ଓ ମଇ ମାସରୁ!-->…
Read More...
Read More...
ପ୍ରତି ୧୫ ଦିନରେ ଡାକ୍ତରଙ୍କର ହେବ ସ୍ୱାବ ପରୀକ୍ଷା
ଭୁବନେଶ୍ୱର: କରୋନା ସନ୍ଦିଗ୍ଧ ଓ କରୋନା ରୋଗୀଙ୍କ ପାଇଁ ନିୟୋଜିତ ଡାକ୍ତର, ନର୍ସ, ସେବିକା ଓ ସ୍ୱାସ୍ଥ୍ୟକର୍ମୀଙ୍କର ପ୍ରତି ୧୫ ଦିନରେ ଥରେ ସ୍ୱାବ୍ ଟେଷ୍ଟ କରାଯିବ ବୋଲି ନିଷ୍ପତ୍ତି କରାଯାଇଛି । ଏ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିର୍ଦ୍ଦେଶ ଦେଇଛନ୍ତି । ଦେଶର ୧୭୦ଟି ହଟସ୍ପଟ୍ ଜୋନ୍!-->…
Read More...
Read More...
ମାଁ ମାଉଳୀ ଯୁବକ ସଂଘ ତରଫରୁ ମାସ୍କ ବଣ୍ଟନ
ଆଠମଲ୍ଲିକ : ଆଠମଲ୍ଲିକ ବ୍ଲକ କନ୍ଧପଡ଼ା ପଞ୍ଚାୟତ ର ବେଲାଦୁଲା ଗ୍ରାମ ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ମାଁ ମାଉଳୀ ଯୁବକ ସଂଘ ତରଫରୁ ସାଧାରଣ ଲୋକଙ୍କ ପାଇଁ କାମ କରୁଥିବା , ସୁରକ୍ଷା ଯୋଗାଉଥିବା କର୍ମଚାରୀ , କୋରନା ପାଇଁ କାମ କରୁଥିବା କର୍ମଚାରୀ ଯଥା :- ଆଠମଲ୍ଲିକ ଥାନା ଅଧିକାରୀ ,!-->…
Read More...
Read More...
ସୁବର୍ଣ୍ଣପୁର ଜିଲ୍ଲାରେ କାର୍ଯ୍ୟକ୍ଷମ ହେଲା ୨୦୦ଶଯ୍ୟା ବିଶିଷ୍ଟ କୋଭିଡ ସ୍ୱାସ୍ଥ୍ୟକେନ୍ଦ୍ର
ସୋନପୁର: କରୋନା ସଂକ୍ରମଣକୁ ଦୃଢ ମୁକାବିଲା ପାଇଁ ଗତକାଲି ସୁବର୍ଣ୍ଣପୁରର ହିକୁଡିଠାରେ ଥିବା ସରକାରୀ ଆଇଟିଆଇ ପରିସରରେ ଜିଲ୍ଲାର କୋଭିଡ ସ୍ୱାସ୍ଥ୍ୟକେନ୍ଦ୍ର ଆଜିଠାରୁ ଆରମ୍ଭ ହୋଇଥିବା ଜିଲ୍ଲାପାଳ ମୋନିଷା ବାନାର୍ଜୀ ଘୋଷଣା କରିଛନ୍ତି । ଏଥିପାଇଁ ଆୟୋଜିତ ବୈଠକରେ ସେ ବିସ୍ତୃତ ସୂଚନା!-->…
Read More...
Read More...
ନିଜର ଦାୟିତ୍ୱ ସମ୍ପାଦନା କଲା କିମ୍ସ: ବଲାଙ୍ଗୀର ଓ ଫୁଲବାଣୀ ପରେ ମୟୂରଭଞ୍ଜରେ କାର୍ଯ୍ୟକ୍ଷମ ହେଲା କୋଭିଡ୍…
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମରେ ସମଗ୍ର ରାଜ୍ୟରେ ଗୋଟିଏ ପରେ ଗୋଟିଏ କେଭିଡ୍-୧୯ ହସ୍ପିଟାଲ୍ ଖୋଲି ଚାଲିଛି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ପ୍ରୋତ୍ସାହନ ତଥା ରାଜ୍ୟ ସରକାରଙ୍କ ପ୍ରୟାସ କ୍ରମେ କିମ୍ସ ଦାୟିତ୍ୱରେ ଦିଆଯାଇଥିବା କନ୍ଧମାଳ ଓ ବଲାଙ୍ଗୀର ଜିଲ୍ଲାରେ ୨ଟି!-->…
Read More...
Read More...
ବେଦାନ୍ତ ଲିଃର ଅଗ୍ନିଶମ ବିଭାଗ ଦ୍ୱାରା କୋଭିଡ୍-୧୯ ବିରୁଦ୍ଧରେ ତୃଣମୂଳ ସ୍ତରରେ ପ୍ରୟାସ
ଝାରସୁଗୁଡ଼ା : ବେଦାନ୍ତ କମ୍ପାନୀର ପାରିପାଶ୍ୱିର୍କ ଗ୍ରାମାଞ୍ଚଳରେ କୋଭିଡ୍-୧୯ ବିରୁଦ୍ଧରେ ଚାଲିଥିବା ଯୁଦ୍ଧକୁ ଏହାର ଅଗ୍ନିଶମ ବିଭାଗ ଆହୁରି ସୁଦୃଢ଼ କରିଛି । କମ୍ପାନୀର ସିଏସ୍ଆର୍ ଓ ଜିଲ୍ଲା ପ୍ରଶାସନ ତତ୍ତ୍ୱାବଧାନରେ ଏହି ଅଗ୍ନିଶମ ବିଭାଗ ଝାରସୁଗୁଡ଼ାର ୨୨ଟି ପ୍ରମୁଖ ସ୍ଥାନକୁ ସକ୍ରିୟ!-->…
Read More...
Read More...
କରୋନା ସହାୟତା ରାଶି ପାଇଁ ଜୀବନକୁ ବାଜି ଲଗାଉଛନ୍ତି ରାସନ କାର୍ଡଧାରୀ
ସମ୍ବଲପୁର: କରୋନା ମହାମାରୀର ପ୍ରତିଷେଧ ପାଇଁ ଦେଶସାରା ଲକଡାଉନ ଲାଗିଥିବାବେଳେ ରାଜ୍ୟସରକାରଙ୍କ ସହାୟତା ରାଶିରୁପେ ମିଳୁଥିବା ୧ହଜାର ଟଙ୍କା ପାଇଁ ରାସନକାର୍ଡ ଧାରୀଙ୍କୁ ରାତିରୁ ଲାଇନ ଲଗାଇ ସକାଳ ପର୍ଯ୍ୟନ୍ତ ଅପେକ୍ଷା କରିିବାକୁ ପଡୁଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଯେତେ ତାଗିଦ କରାଗଲେ!-->…
Read More...
Read More...
ସାମାଜିକ ଦୂରତାକୁ ଲଂଘୁଛନ୍ତି ସରକାରୀ ସଂସ୍ଥା : ପ୍ରଶାସନ ନିରବଦ୍ରଷ୍ଟା
ବୈାଦ୍ଧ : ଲକ୍ଡାଉନ ହେବାର ୨୨ଦିନ ଅତିବାହିତ ହୋଇସାରିଛି । ସରକାର, ପ୍ରଶାସନ ଓ ବିଭିନ୍ନ ସ୍ୱେଚ୍ଛାସେବୀ ସଂସ୍ଥାମାନେ କରୋନାକୁ ମୁକାବିଲା ପାଇଁ ସାମାଜିକ ଦୂରତା ରକ୍ଷା ହିଁ ଏକମାତ୍ର ଅସ୍ତ୍ର ବୋଲି ଲୋକଙ୍କୁ ସଚେତନ ମଧ୍ୟ କରାଇ ଆସୁଛନ୍ତି । ଅନେକ ଜାଗାରେ ଜନସାଧାରଣ ଏ ନିୟମକୁ ମାନି!-->…
Read More...
Read More...
କୋଭିଡ୍ ହସ୍ପିଟାଲ୍ ପରିଦର୍ଶନରେ ଯିବେ ୫-ଟି ସଚିବ
ଭୁବନେଶ୍ୱର: ୫-ଟି ସଚିବ ଭିକେ ପାଣ୍ଡିଆନ୍ କେନ୍ଦୁଝର, ମୟୁରଭଂଜ ଓ ବାରିପଦା ଯାଇ ସେଠାରେ ଚିକିତ୍ସାର ଭିତ୍ତିଭୂମି, କାର୍ଯ୍ୟଦକ୍ଷତା ନେଇ ସ୍ଥିତି ପରଖିବେ । ଏହା ପୂର୍ବରୁ ସଚିବ ମହାଶୟ କେନ୍ଦ୍ରାପଡ଼ା ଓ ଯାଜପୁର ଗସ୍ତ କରି ଏ ସଂପର୍କରେ ସ୍ଥିତି ପରଖିଥିଲେ । ପ୍ରକାଶଯୋଗ୍ୟ ଯେ, ଓଡ଼ିଶା!-->…
Read More...
Read More...