Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସାରା ଭାରତ ଲକଡାଉନରେ : ଚିନ୍ତାରେ ତରଭୁଜ ଚାଷୀ
ସୁବର୍ଣ୍ଣପୁର:- ବିଶ୍ୱ ବ୍ୟାପି ଆତଙ୍କ ଖେଳାଇଥିବା ମହାମାରୀ କରୋନା ଭୁତାଣୁ ସଂକ୍ରମଣକୁ ରୋକିବା ପାଇଁ ଏବେ ସାରା ଦେଶରେ ଚାଲିଛି ତାଲାବନ୍ଦ । ଗତ ୨୪ ତାରିଖରୁ ସାରା ଦେଶକୁ ଭାରତର ପ୍ରଧାନମନ୍ତ୍ରୀ ଲକଡାଉନ ଘୋଷଣା କରିଥିବାବେଳେ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଏହା ଜାରି ରହିବ । ତେବେ!-->…
Read More...
Read More...
ରାଜ୍ୟରେ ହେବ ଆହୁରି ନୂତନ ଚିଡିଆଖାନା : ଲଖାରି ଉପତ୍ୟକା ବନ୍ୟପ୍ରାଣୀ ଅଭୟାରଣ୍ୟକୁ ହରିଣ ସ୍ଥାନାନ୍ତର ପ୍ରକ୍ରିୟା…
ଓଡିଶାର ବିଭିନ୍ନ ସ୍ଥାନରେ ନୂଆ ଚିଡିଆଖାନାର ଆବଶ୍ୟକତା ତଥା ଦାବି ରହିଛି । କିନ୍ତୁ ସିଜେଡ୍ଏର କଡା ଗାଇଡଲାଇନ୍ ଏବଂ ଲୋକସଂଖ୍ୟା ନିୟନ୍ତ୍ରଣରେ ସଂକଳ୍ପର ଅଭାବ କାରଣରୁ ଏହି ଦାବି ପୂରଣ ହୋଇପାରୁନାହିଁ । ଗତ ଦୁଇତିନି ଦଶଦ୍ଧି ମଧ୍ୟରେ ଓଡିଶାରେ କୌଣସି ନୂଆ ଚିଡିଆଖାନା ଖୋଲିନାହିଁ । ଏହା!-->…
Read More...
Read More...
ଢେଙ୍କାନାଳରେ ଆରମ୍ଭ ହେଲା ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ
ଢେଙ୍କାନାଳ: ରାଜ୍ୟରେ କରୋନାର କାୟାବିସ୍ତାରକୁ ନେଇ ସବୁ ଜିଲ୍ଲାଗୁଡିକରେ କୋଭିଡ-୧୯ ହସ୍ପିଟାଲ କରାଯିବ ବୋଲି ରାଜ୍ୟସରକାର ନିଷ୍ପତ୍ତି ନେଇଛନ୍ତି । କିଛି ଜିଲ୍ଲାରେ କୋଭିଡ-୧୯ ହସ୍ପିଟାଲ ଖୋଲି ସାରିଥିବାବେଳେ ଆଉ କିଛି ଜିଲ୍ଲାରେ ହସ୍ପିଟାଲ ଖୋଲିବା ପାଇଁ ପ୍ରସ୍ତୁତି ଚାଲିଛି ।
!-->!-->!-->!-->!-->…
Read More...
Read More...
କୋଭିଡ୍ ଟେଷ୍ଟିଂ ପାଇଁ ଭିମସାରକୁ ମିଳିଲା ନାହିଁ ଅନୁମତି : ସରକାରଙ୍କୁ ଦାୟୀକଲେ ଲୋକେ
ସମ୍ବଲପୁର : ପଶ୍ଚିମ ଓଡ଼ିଶାରେ ଉଚ୍ଚ ଚିକିତ୍ସା ପାଇଁ ଏକମାତ୍ର ଶାହାଭରସା ରୂପେ ପରିଚିତ ଭିମ୍ସାର ଠାରେ କୋଭିଡ୍ ଟେଷ୍ଟିଂ ସେଣ୍ଟ ନିମନ୍ତେ ଦିଆଯାଇଥିବା ପ୍ରସ୍ତାବ କାଟ୍ ଖାଇଛି । ଏଥିପାଇଁ ଆନୁସଙ୍ଗିକ ସୁବିଧା ସେଠାରେ ମହଜୁଦ୍ ନଥିବାରୁ ଏହି ବହୁ ପ୍ରତୀକ୍ଷିତ ଅନୁମତି ମିଳିପାରିଲା ନାହିଁ!-->…
Read More...
Read More...
ବନପ୍ରକଳ୍ପରେ ପଡିଛି ଦୁର୍ଘଟଣାଗ୍ରସ୍ତ ଅଜଣା କାର୍
ବୌଦ୍ଧ: ଜାତୀୟ ରାଜପଥ ନଂ ୫୭ ଠାରୁ ପ୍ରାୟ ୨ଶହ ମିଟର ଦୂରରେ ଗିରାସିଙ୍ଗା ଶ୍ରୀଜଗନ୍ନାଥବନ ପ୍ରକଳ୍ପ ନିକଟରେ ଏକ ଦୁର୍ଘଟଣାଗ୍ରସ୍ତ କାର୍ ରଖାଯାଇଥିବା ଆଜି ସକାଳେ ଦେଖିବାକୁ ମିଳିଛି । ନୀଳରଙ୍ଗର କାର୍ଟିକୁ ଦୁର୍ଘଟଣାପରେ କେହି ବନପ୍ରକଳ୍ପ ଭିତରକୁ ଆଣି ଛାଡି ଚାଲିଯାଇଥିବା ସନ୍ଦେହ!-->…
Read More...
Read More...
ପ୍ରଶାସନର କଟକଣା ସତ୍ତ୍ୱେ ମେରୁଦଣ୍ଡ ପାଳିଲେ ଦଣ୍ଡୁଆ
ବୌଦ୍ଧ : ଲକଡାଉନ ଯୋଗୁଁ ଚଳିତ ବର୍ଷ ଦଣ୍ଡୁଆମାନେ ଦଣ୍ଡ ଉଠାଇ ପାରିନଥିଲେ । ଶେଷ ମୁହୂର୍ତ୍ତରେ ଦିନେ/ଦୁଇଦିନ ତଳେ ଦଣ୍ଡ ଉଠାଇ ଆଜି ପଣା ସଂକ୍ରାନ୍ତି ଅବସରରେ ମେରୁ ଯାତ୍ରା କରୁଥିବା ବିଭିନ୍ନ ଶୈବପିଠରେ ଦେଖିବାକୁ ମିଳୁଛି । କେତେକ ଶୈବପୀଠରେ ସାମାଜିକ ଦୂରତା ରକ୍ଷାକରି ମେରୁଯାତ୍ରା!-->…
Read More...
Read More...
ବୌଦ୍ଧଜିଲ୍ଲା କ୍ରିକେଟ ଆସୋସିଏସନ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧ଲକ୍ଷ ଟଙ୍କା ପ୍ରଦାନ
ବୈାଦ୍ଧ: କରୋନା ମହାମାରୀର ମୁକାବିଲା ପାଇଁ ରାଜ୍ୟସରକାର ଯେଭଳିଭାବେ ପଦକ୍ଷେପ ଗ୍ରହଣ କରୁଛନ୍ତି ସମଗ୍ର ଦେଶରେ ଉଦାହରଣ ସୃଷ୍ଟି କରିଛି । ଏଥିରେ ସହଯୋଗ କରିବାପାଇଁ ରାଜ୍ୟ ର ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ଆଗକୁ ଆସିଛନ୍ତି । କେବଳ କ୍ରିକେଟ ନୁହେଁ ଜନମଙ୍ଗଳ ସାମାଜିକ କାର୍ଯ୍ୟରେ!-->…
Read More...
Read More...
ପାଞ୍ଚଜଣ ନିୟମ ଉଲ୍ଲଂଘନକାରୀ ଗିରଫ
ବାଲିଗୁଡ଼ା: ଲକ୍ ଡାଉନ୍ ନିୟମ ଉଲ୍ଲଂଘନ କରି ପାଞ୍ଚଜଣ ଗିରଫ । ତୁମୁଡ଼ିବନ୍ଧ ଥାନା ମାତୃ ଗାଁ ଚର୍ଚ୍ଚରେ ପ୍ରାର୍ଥନା ଚାଲିଥିବାବେଳେ ପାଞ୍ଚ ଜଣକୁ ଗିରଫ କରିଛି ପୋଲିସ୍ । ମହାମାରୀ କରୋନା ମୁକାବିଲା ନେଇ ସାରାଦେଶରେ ଲକ୍ ଡାଉନ୍ ଜାରି ରହିଛି । ସଂକ୍ରମଣ ରୋକିବାକୁ ସରକାର ବିଭିନ୍ନ!-->…
Read More...
Read More...
ମାସ୍କ ତିଆରି କରୁଛନ୍ତି ସ୍ଵୟଂ ସହାୟକ ଗୋଷ୍ଠୀ ମହିଳାମାନେ
ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ଗଜପତି ଜିଲ୍ଲାର ବିଭିନ୍ନ ବ୍ଲକରେ ସ୍ୱୟଂ ସହାୟକ ଜରିଆରେ ମାସ୍କ ତିଆରି ଚାଲିଛି।ବର୍ତ୍ତମାନ ମାସ୍କ ର ଆବଶ୍ୟକତା ଦୃଷ୍ଟିରୁ ଏହି ଘଡିସନ୍ଧି ମୁହୂର୍ତ୍ତରେ ମହିଳାମାନେ ମାସ୍କ ତିଆରି କରୁଛନ୍ତି।ସହରରେ ସ୍ୱସ୍ତିକ ଗ୍ରୁପ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ!-->…
Read More...
Read More...
୫ ଛେଳି ହଠାତ ମରିଗଲେ, ଅଜଣା ରୋଗ ଆଶଙ୍କା
ସମ୍ବଲପୁର : ସ୍ଥାନୀୟ ଯୁଯୁମୁରା ବ୍ଲକ ଅନ୍ତର୍ଗତ କୁଲୁଣ୍ଡି ପଞ୍ଚାୟତ ର ମହୁଲମୁଣ୍ଡା ଗାଁରେ ଏକ ଘରେ ଏକାସଙ୍ଗେ ପାଞ୍ଚଟି ଛେଳି ମରିଯିବାରୁ ଗାଁ ଲୋକେ କୌଣସି ଅଜଣା ରୋଗ ନା ରେ ଆତଙ୍କିତ ରହିଛନ୍ତି । ଏହି ବିଷୟରେ ନିକଟସ୍ଥ ଗୌଡପାଲି ଫାଣ୍ଡିକୁ ସୂଚନା ଦିଆ ଯାଇଛି, କିନ୍ତୁ ଅନୁଧ୍ୟାନ ପାଇଁ!-->…
Read More...
Read More...