Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଗଜପତି ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ସାମ୍ବାଦିକ ସମ୍ମିଳନୀ
ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ପାଳ ଙ୍କ ସମ୍ମିଳନୀ କକ୍ଷଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଏହି ସାମ୍ବାଦିକ ସମ୍ମିଳନୀରେ ଗଜପତି ଜିଲ୍ଲା ପାଳ ସାମ୍ବାଦିକ ଙ୍କୁ ସୂଚନା ଦେଇ କହି ଥିଲେ ଯେ ବ୍ୟବସାୟୀ ମାନେ ବିକ୍ରି କରିବା ବେଳେ ସାମାଜିକ!-->…
Read More...
Read More...
ସହରରେ ଚାଲିବନି ଦୁଇଚକିଆ ଓ ଘରୋଇ ଗାଡି ।
ଭଦ୍ରକ ସହର ପାଇଁ ଲାଗୁ ହୋଇଥିବା ଶଟଡାଉନ ଗତକାଲି ରାତି ୮ଟା ଠାରୁ ଉଠି ଯାଇଥିବା ବେଳେ ଚରମ୍ପା ରେଳ ଷ୍ଟେସନ ଅଞ୍ଚଳ, ପୁରୁଣାବଜାର ଓ ଏରେଇଁ ଗ୍ରାମ ପଞ୍ଚାୟତର ସମସ୍ତ ଗ୍ରାମରେ ଶଟଡାଉନ ବଳବତ୍ତର ରହିଛି । ଅନ୍ୟପକ୍ଷରେ ସମଗ୍ର ଜିଲ୍ଲାରେ ଲକଡାଉନ ଆଗାମୀ ୧୪ ତାରିଖ ରାତି ୧୨ଟା ପର୍ଯ୍ୟନ୍ତ!-->…
Read More...
Read More...
ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢିବାରେ ଲାଗିଛି । କେବଳ ଗତକାଲି ୧୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୩୨ ବର୍ଷିୟ ଆକ୍ରାନ୍ତଙ୍କ ଘର କେନ୍ଦ୍ରାପଡା ଜିଲ୍ଲାରେ ବୋଲି ଜଣାପଡିଛି । ସେ ଦୁବାଇରୁ!-->…
Read More...
Read More...
ନକଲି ମଦ କାରଖାନାରେ ଚଢାଉ : ବିଦେଶୀ ମଦ ସହ ଲକ୍ଷାଧିକ ଟଙ୍କା ଜବତ, ୨ ଗିରଫ
ବରଗଡ: କରୋନା ଭାଇରସର ମୁକାବିଲା ପାଇଁ ବର୍ତ୍ତମାନ ରାଜ୍ୟରେ ଲକଡାଉନ୍ ଜାରି ରହିଛି । ଏହି ଲକଡାଉନ ସମୟରେ କେତେକ ଅସାଧୁ ବେପାରୀ ମୁନାଫା ଉଠାଇବା ଲକ୍ଷ୍ୟରେ ବେଆଇନ କାରବାର ଚଳାଇଛନ୍ତି । ଲକଡାଉନ ସମୟରେ ମଦ ଦୋକାନ ସବୁ ବନ୍ଦ ରହିଛି । ତେଣୁ ବେପାରୀମାନେ ଚୋରାରେ ମଦ ବିକ୍ରୀ କରିବା!-->…
Read More...
Read More...
ଭଦ୍ରକରେ ଲକଡାଉନକୁ ମାନୁନାହାନ୍ତି ଲୋକେ ! ଏମିତି ରଖୁଛନ୍ତି ସାମାଜିକ ଦୂରତା
କୋଭିଡ -19 ର ମୁକାବିଲା ପାଇଁ ସରକାର ଭିନ୍ନ ଭିନ୍ନ ନିୟମ ପ୍ରଣୟନ କରିବା ସହ ପ୍ରତିଦିନ ସଚେତନତା କରାଯାଉଛି।ସଂକ୍ରମଣ ଉପରେ ରୋକ ଲଗେଇବାକୁ ସାମାଜିକ ଦୂରତ୍ବକୁ ପ୍ରଧାନ୍ୟ ଦେଇ ଲକଡାଉନ ପରେ ସଟଡାଉନ ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ଅତ୍ୟାବଶ୍ୟକ ସାମଗ୍ରୀ କ୍ରୟ ପାଇଁ କିଛି ସମୟ!-->…
Read More...
Read More...
୧୩.୨ ଲକ୍ଷ ଟଙ୍କା ପ୍ରଧାନମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦେଲେ ରାଜ୍ୟପାଳ
ଭୁବନେଶ୍ୱର: ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ୍ ମହାମାରୀ କରୋନା ପୀଡ଼ିତଙ୍କ ସହାୟତା ପାଇଁ ତାଙ୍କ ଦରମାର ୩୦ ପ୍ରତିଶତ ଅର୍ଥାତ୍ ୧୩.୨ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ଚଳିତ ମାର୍ଚ୍ଚ ୨୦୨୦ରୁ ଆସନ୍ତା ଫେବୃଆରୀ ୨୦୨୧ ପର୍ଯ୍ୟନ୍ତ ରାଜ୍ୟପାଳ ତାଙ୍କ ଦରମାରୁ ୩୦ ପ୍ରତିଶତ ଲେଖାଏଁ!-->…
Read More...
Read More...
ରାଜ୍ୟରେ ତୃତୀୟ ୫୨୫ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ୍ ହେଲା କାର୍ଯ୍ୟକ୍ଷମ
ଭୁବନେଶ୍ୱର : ରାଜ୍ୟରେ ତୃତୀୟ ସରକାରୀ କୋଭିଡ୍-୧୯ ହସ୍ପିଟାଲ୍ କାର୍ଯ୍ୟକ୍ଷମ ହୋଇଛି । ୫୨୫ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲରେ ୨୫ଟି ଆଇସିୟୁ ରହିଛି । ଏମ୍ସିଏଲ୍ ସହାୟତାରେ ଏବଂ ସମ୍ ଦ୍ୱାରା ପରିଚାଳିତ ଏହି ହସ୍ପିଟାଲ ପାଇଁ ରାଜ୍ୟ ସରକାର ରାଜିନାମା ସ୍ୱାକ୍ଷର କରିଥିଲେ ।!-->…
Read More...
Read More...
ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାକୁ ସମର୍ଥନ କରି ଦୀପ ଜାଳି ଏକତା ଦେଖାଇଲେ ଗଜପତିବାସୀ
ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦ ଙ୍କ ବାର୍ତ୍ତାକୁ ସମ୍ମାନ ଦେଖାଇ ରବିବାର ରାତି ନ ଘଣ୍ଟା ରୁ ନ ଟା ନଅ ମିନିଟ ପର୍ଯ୍ୟନ୍ତ ଦୀପ ଟର୍ଚ୍ଚ ମହମବତୀ ଇତ୍ୟାଦି ଘର ଦୁଆର ମୁହଁରେ ଜଳାଇ ଏକତାର ପରିଚୟ ଦେଲେ ଗଜପତି ବାସୀ I ଘରର ସମସ୍ତ!-->…
Read More...
Read More...
କରୋନା ମୁକାବିଲା ପାଇଁ ସହାୟତା ପ୍ରଦାନ କଲେ ଅବସରପ୍ରାପ୍ତ ପାରାଦ୍ୱୀପ ପୋର୍ଟ ଟ୍ରଷ୍ଟ କର୍ମଚାରୀ
ପାରାଦ୍ୱୀପ : ବିଶ୍ୱରେ ମହାମାରୀର ରୂପ ନେଇଥିବା କରୋନା ଭାରତରେ ମଧ୍ୟ ତା\'ର କାୟାବିସ୍ତାର କରିବା ଆରମ୍ଭ କରିସାରିଲାଣି । ଏହାକୁ ଦୃଷ୍ଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ଲକଡାଉନ କରିଛନ୍ତି । ସେହିପରି ଆମ ରାଜ୍ୟ ଓଡିଶାରେ ମଧ୍ୟ ଏ ପର୍ଯ୍ୟନ୍ତ ୩୯ଜଣ ରୋଗୀ ଚିହ୍ନଟ!-->…
Read More...
Read More...
ପାରଳାରେ ନିର୍ମାଣ ଶ୍ରମିକଙ୍କୁ ସହାୟତା ପ୍ରଦାନ
ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୌରପରିଷଦ ପକ୍ଷରୁ ଆଜି ଶ୍ରମିକ କଲ୍ୟାଣ ଯୋଜନାରେ ସ୍ୱତନ୍ତ୍ର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ହିତାଧିକାରୀଙ୍କୁ ୧୫୦୦ ଟଙ୍କା ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ପାରଳା ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ!-->…
Read More...
Read More...