Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ରାଜ୍ୟରେ ତୃତୀୟ ୫୨୫ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ୍ ହେଲା କାର୍ଯ୍ୟକ୍ଷମ
ଭୁବନେଶ୍ୱର : ରାଜ୍ୟରେ ତୃତୀୟ ସରକାରୀ କୋଭିଡ୍-୧୯ ହସ୍ପିଟାଲ୍ କାର୍ଯ୍ୟକ୍ଷମ ହୋଇଛି । ୫୨୫ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲରେ ୨୫ଟି ଆଇସିୟୁ ରହିଛି । ଏମ୍ସିଏଲ୍ ସହାୟତାରେ ଏବଂ ସମ୍ ଦ୍ୱାରା ପରିଚାଳିତ ଏହି ହସ୍ପିଟାଲ ପାଇଁ ରାଜ୍ୟ ସରକାର ରାଜିନାମା ସ୍ୱାକ୍ଷର କରିଥିଲେ ।!-->…
Read More...
Read More...
ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାକୁ ସମର୍ଥନ କରି ଦୀପ ଜାଳି ଏକତା ଦେଖାଇଲେ ଗଜପତିବାସୀ
ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦ ଙ୍କ ବାର୍ତ୍ତାକୁ ସମ୍ମାନ ଦେଖାଇ ରବିବାର ରାତି ନ ଘଣ୍ଟା ରୁ ନ ଟା ନଅ ମିନିଟ ପର୍ଯ୍ୟନ୍ତ ଦୀପ ଟର୍ଚ୍ଚ ମହମବତୀ ଇତ୍ୟାଦି ଘର ଦୁଆର ମୁହଁରେ ଜଳାଇ ଏକତାର ପରିଚୟ ଦେଲେ ଗଜପତି ବାସୀ I ଘରର ସମସ୍ତ!-->…
Read More...
Read More...
କରୋନା ମୁକାବିଲା ପାଇଁ ସହାୟତା ପ୍ରଦାନ କଲେ ଅବସରପ୍ରାପ୍ତ ପାରାଦ୍ୱୀପ ପୋର୍ଟ ଟ୍ରଷ୍ଟ କର୍ମଚାରୀ
ପାରାଦ୍ୱୀପ : ବିଶ୍ୱରେ ମହାମାରୀର ରୂପ ନେଇଥିବା କରୋନା ଭାରତରେ ମଧ୍ୟ ତା\'ର କାୟାବିସ୍ତାର କରିବା ଆରମ୍ଭ କରିସାରିଲାଣି । ଏହାକୁ ଦୃଷ୍ଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ଲକଡାଉନ କରିଛନ୍ତି । ସେହିପରି ଆମ ରାଜ୍ୟ ଓଡିଶାରେ ମଧ୍ୟ ଏ ପର୍ଯ୍ୟନ୍ତ ୩୯ଜଣ ରୋଗୀ ଚିହ୍ନଟ!-->…
Read More...
Read More...
ପାରଳାରେ ନିର୍ମାଣ ଶ୍ରମିକଙ୍କୁ ସହାୟତା ପ୍ରଦାନ
ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୌରପରିଷଦ ପକ୍ଷରୁ ଆଜି ଶ୍ରମିକ କଲ୍ୟାଣ ଯୋଜନାରେ ସ୍ୱତନ୍ତ୍ର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ହିତାଧିକାରୀଙ୍କୁ ୧୫୦୦ ଟଙ୍କା ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ପାରଳା ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ!-->…
Read More...
Read More...
ପରିବା ବ୍ୟବସାୟୀଙ୍କୁ ପୌରପାଳିକା ପକ୍ଷରୁ ୧୦୦ଟି ଛତା ଦାନ
ପାରଳାଖେମୁଣ୍ଡି: କରୋନା ଭାଇରସକୁ ମୁକାବିଲା କରିବା ପାଇଁ ସମଗ୍ର ଦେଶକୁ ସରକାର ଲକ୍ଡାଉନ୍ ଘୋଷଣା କରିବା ପରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ପାଇଁ ସରକାର ଲୋକଙ୍କୁ କିଛି ସହରରେ କିଛି ସମୟ ପାଇଁ ମାର୍କେଟିଂ କରିବାକୁ କୋହଳ କରିଛନ୍ତି । କିନ୍ତୁ ଗୋଷ୍ଠୀ ସଂକ୍ରମଣ ରୋକିବାକୁ ସାମାଜିକ ଦୂରତା!-->…
Read More...
Read More...
ପିଏଚଡି ପଡିଆ ବଜାର ବିଶୋଧିତ
ସମ୍ବଲପୁର : ସ୍ଥାନୀୟ ଅଇଠାପାଲି ଅଞ୍ଚଳର ସବୁ ଫୁଟପାଥ ବଜାର ଉଠାଇନେଇ ଦୋକାନୀମାନ ଙ୍କୁ ସ୍ଥାନୀୟ ପିଏଚଡି ପଡିଆରେ ଥଇଥାନ କରାଯାଇଛି । ଏଣୁ ସେଠାରେ ପନିପରିବା କିଣିବା ପାଇଁ ସବୁଦିନ ଜନଗହଳି ହେଇଛି । ଏହି ପରିପ୍ରେକ୍ଷୀରେ ସମ୍ବଲପୁର ନଗର ନିଗମ ପକ୍ଷରୁ ଗତକାଲି ସନ୍ଧ୍ୟାରେ ଏହି ସମଗ୍ର!-->…
Read More...
Read More...
ଅଗ୍ନିକାଣ୍ଡରେ ଯୁବତୀ ଜୀବନ୍ତ ଦଗ୍ଧ
ଭଦ୍ରକ : ଭଦ୍ରକ ଜିଲ୍ଲା ତିହିଡି ଥାନା ଅନ୍ତର୍ଗତ ବାରସର ପଂଚାୟତ ର ମୁଟୁରିଗଡ ଗାଁ ରେ ଅଗ୍ନିକାଣ୍ଡ ଘଟି କବିତା ରାଉତ ଜୀବନ୍ତ ଦଗ୍ଧ। ଯୁବତୀ ଙ୍କ ବାପା କାମ ପାଇଁ ଯାଇଥିବା ବେଳେ ଯୁବତୀ ଙ୍କ ମା ଘର ବାହାରେ ଥିଲେ । ହଠାତ ଘରେ ନିଆଁ ଲାଗିଥିଲା । ଅଗ୍ନି ର ପ୍ରକୋପ ଯୋଗୁଁ ଗାଁ ଲୋକେ!-->…
Read More...
Read More...
ରାଜ୍ୟ ପୋଲିସ୍ କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା
ଭୁବନେଶ୍ୱର: ସଟ୍ଡାଉନ୍ ହଟିବା ପରେ ଲକ୍ଡାଉନ୍ କଟକଣା ଲୋକେ ମାନୁ ନଥିବା ଆଜି ରାଜଧାନୀର ବିଭିନ୍ନ ପୋଲିସ୍ ଥାନା ଅଞ୍ଚଳରେ ଦେଖାଯାଉଛି । ଦିନ ୧୨ଟା ସୁଦ୍ଦା ଅମାନିଆଙ୍କ ୬୩୭ଟି ଗାଡ଼ି ୨ ଚକିଆ/୪ଚକିଆ ଜବତ କରାଯାଇଛି ବୋଲି ନିଜେ ଡିସିପି ଭୁବନେଶ୍ୱର ଟ୍ୱିଟ୍ କରି ଜଣାଇଛନ୍ତି ।
!-->!-->!-->…
Read More...
Read More...
ଏକାଠି ପ୍ରଦୀପ ପ୍ରଜ୍ୱଳନ କଲେ ନୂଆଗାଁ ଗ୍ରାମବାସୀ
ନୂଆଗାଁ : କନ୍ଧମାଳ ଜିଲ୍ଲା ଅନ୍ତର୍ଗତ କ.ନୂଆଗାଁ ପୁରୁଣା ସାହିରେ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ କରୋନା କବଳରୁ ଦେଶକୁ ରକ୍ଷା କରିବା ନିମନ୍ତେ ସାମାଜିକ ଦୁରତ୍ୱ ରକ୍ଷା କରି ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଗ୍ରାମର ପୁରୋହିତ ରବିନ୍ଦ୍ର ଶତପଥୀ, ଅବସରପ୍ରାପ୍ତ!-->…
Read More...
Read More...
ଛତନିଆକଟା ଗ୍ରାମବାସୀ ଦେଖାଇଲେ ବଦାନ୍ୟତା
ବୌଦ୍ଧ : କରୋନା ଭୂତାଣୁ ପାଇଁ ସମଗ୍ର ବିଶ୍ୱରେ ଆତଙ୍କ ଖେଳି ଯାଇଥିବା ବେଳେ ବୌଦ୍ଧ ବ୍ଲକ ବଢିଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଛତନିଆକଟା ଗ୍ରାମବାସୀ କରୋନା ମୁକାବିଲା ପାଇଁ ବଢାଇଛନ୍ତି ସହଯୋଗର ହାତ । ନିଜର ଶକ୍ତି ଅନୁଯାୟୀ ପରିବାର ପିଛା କିଛି କିଛି ଅର୍ଥ ସଂଗୃହିତ କରି ବୌଦ୍ଧ ଗୋଷ୍ଠୀ!-->…
Read More...
Read More...