Browsing Category

ରାଜ୍ୟ

ମାଛ ମାରିବା ପାଇଁ ମହାନଦୀରେ ବିସ୍ଫୋରଣ ; ଶଙ୍କାରେ ମତ୍ସ୍ୟଜୀବି

ବୌଦ୍ଧ : ନଦୀରୁ ମାଛ ମାରି ଲକ୍ଷଲକ୍ଷ ମତ୍ସ୍ୟଜୀବି ପରିବାର ହଜାର ହଜାର ବର୍ଷ ଧରି ସେମାନଙ୍କର ଜୀବିକା ନିର୍ବାହ କରି ଆସୁଛନ୍ତି । ଗତ କିଛିବର୍ଷ ହେଲା ବିଭିନ୍ନ ନଦୀନାଳ ସମେତ ମହାନଦୀ ଜଳରେ ବିସ୍ଫୋରଣ କରି କିଛି ମତ୍ସ୍ୟଜୀବି ଓ ଅଣ ମତ୍ସ୍ୟଜୀବିମାନେ ମାଛ ମାରୁଥିବାର ମାଛଧରା ବୃତ୍ତିକୁ
Read More...

ଗଳି କନ୍ଦିରେ ବୁଲି ସଚେତନତା ଗୀତ (ଦେଖିକି ଚଳୁଥିବା) ଗାଇଲେ ବାଲିଗୁଡ଼ା ଆଇଆଇସି

ବାଲିଗୁଡ଼ା: ମହାମାରୀ କରୋନା ଭୁତାଣୁ ମୁକାବିଲା ନେଇ ସାରା ବିଶ୍ବ ଚିନ୍ତିତ । ଦିନକୁଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ବର୍ତମାନ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୯ ଛୁଇଁଲାଣି । ଏଭଳି ପରିସ୍ଥିତିରେ ଲୋକଙ୍କୁ ଅଧିକ ସଚେତନ କରାଇବା ପାଇଁ ପ୍ରଚେଷ୍ଟା ଜାରି ରଖିଛି ବାଲିଗୁଡ଼ା
Read More...

ଭୁବନେଶ୍ୱରରେ ଆଉ ୧୬ ଟି କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଟ୍ୱିଟର ହ୍ୟାଣ୍ଡେଲରେ ଆଉ ୧୬ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ଦର୍ଶାଯାଇଛି । ଏହି ସମସ୍ତ ଆକ୍ରାନ୍ତ ରାଜଧାନୀ ଭୁବନେଶ୍ୱରର ବୋଲି ଦର୍ଶାଯାଇଛି । ଚିହ୍ନଟ ହୋଇଥିବା ୧୬ ରୋଗୀଙ୍କ ମଧ୍ୟରେ ୧୫ଜଣ ବମିଖାଲ ଅଂଚଳର ବୋଲି
Read More...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨ ଲକ୍ଷ ଟଙ୍କା ପ୍ରଦାନ କଲା ଜଗତସିଂହପୁର ଜିଲ୍ଲା ଟ୍ରକ ମାଲିକ ସଂଘ

ପାରାଦୀପ - ମହାମାରୀ କରୋନା ର ନିରାକରଣ ନିମନ୍ତେ ଜଗତସିଂହପୁର ଜିଲ୍ଲା ଟ୍ରକ ମାଲିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିକୁ ୨ ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରାଯାଇଛି । ଏ ସମ୍ପର୍କରେ ସଙ୍ଘର ସଭାପତି ତଥା ବିଶିଷ୍ଟ ଶ୍ରମିକ ନେତା ଶ୍ରୀ ସନ୍ତୋଷ କୁମାର ପଟ୍ଟନାୟକ ଏକ
Read More...

ରାଜ୍ୟରେ ଆଉ ଦୁଇଟି କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଟ୍ୱିଟର ହ୍ୟାଣ୍ଡେଲରେ ଆଉ ଦୁଇଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଏହି ଦୁଇ ରୋଗୀ ହେଲେ କପିଳପ୍ରସାଦ ହାଉସିଂ ବୋର୍ଡ଼ କଲୋନୀ ଫେଜ୍‌-୨ର ୭୦ବର୍ଷ ବୟସ୍କ ବୃଦ୍ଧ, ଯିଏକି ନିକଟରେ ଅଷ୍ଟ୍ରେଲିଆରୁ
Read More...

ପାରଳାରେ ନିର୍ମାଣ ଶ୍ରମିକଙ୍କୁ ସହାୟତା ପ୍ରଦାନ

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୌରପରିସଦ ପକ୍ଷରୁ ଆଜି ଶ୍ରମିକ କଲ୍ୟାଣ ଯୋଜନାରେ ସ୍ୱତନ୍ତ୍ର ଆର୍ଥିକ ସହାୟତା ହିତାଧିକାରୀଙ୍କୁ 1500 ଟଙ୍କା ଲେଖାଏଁ ସହାୟତା ଯୋଗାଇ ଦିଆଯାଇଛି।ଏହି କାର୍ଯ୍ୟକ୍ରମ ରେ ପାରଳା ପୌରପରିସଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ ଓ
Read More...

ପୋଲିସ ଡ଼ିଜିପିଙ୍କ ଭଦ୍ରକ ଗସ୍ତ

ରାଜ୍ୟ ସରକାର ଙ୍କ ନିର୍ଦ୍ଧେଶ ରେ ଭଦ୍ରକ ସହର କୁ ଗତ 3 ତାରିଖ ରାତି 8 ରୁ ଆଜି ରାତି 8 ଟା ପର୍ଯ୍ୟନ୍ତ ସଟ ଡାଉନ ଘୋଷଣା କରାଯାଇଛି. ତେବେ ଭଦ୍ରକ ସହରରେ ସଟ ଡାଉନ ସ୍ଥିତି ର ସମୀକ୍ଷା ପାଇଁ ଭଦ୍ରକ ରେ ପହଞ୍ଚିଛନ୍ତି ଡ଼ିଜିପି ଅଭୟ. ସେ ପ୍ରଥମେ ଭଦ୍ରକ ରେ ପହଞ୍ଚି ଜ଼ିଲ୍ଲା ପୋଲିସ
Read More...

ବୌଦ୍ଧରେ ଚାଞ୍ଚଲ୍ୟ : କଲରାପତରିଆ ବାଘର ସନ୍ଦେହଜନକ ମୃତ୍ୟୁ

ବୌଦ୍ଧ : ବୌଦ୍ଧ ଜିଲ୍ଲା ଅନ୍ତର୍ଗତ କୁସଙ୍ଗ ରେଞ୍ଜ ନିକଟରେ ନୟାଗଡ ମହାନଦୀ ବନ୍ୟପ୍ରାଣୀ ସଂରକ୍ଷଣ ଜଙ୍ଗଲରେ ଆଜି ଏକ କଲରାପତରିଆ ବାଘର ସନ୍ଦେହଜନକ ମୃତ୍ୟୁ ଘଟିଛି । ମିଳିଥିବା ସୂଚନା ଅନୁଯାୟୀ, ନୂଆପଡା ଗ୍ରାମ ନିକଟସ୍ଥ ଲେଦେରାକେନ୍ଦୁ ବିଟ୍ ଜଙ୍ଗଲରେ ଏହି ବାଘର ମୃତ୍ୟୁ ଘଟିଛି । ଆଜି
Read More...

ଲକ୍‌ଡାଉନ୍ ସମ୍ପର୍କିତ ଆଲୋଚନା କଲେ ଜିଲ୍ଲାପାଳ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାପାଳ ଅନୁପମ ଶାହା ଆଜି ଗୁମ୍ମା ବ୍ଲକ ଅଚାନକ ଗ୍ରସ୍ତ କରି ବ୍ଲକରେ କରୋନା ଭାଇରସର କଡ଼ା ମୁକାବିଲା କରାଯିବା ନେଇ ଲକ୍‌ଡାଉନ୍ କିଭଳି କାର୍ଯ୍ୟକାରୀ କରାଯାଉଛି ସେ ସମ୍ପର୍କରେ ଅନୁଧ୍ୟାନ କରିଥିଲେ । ସେଠାରେ ଜିଲ୍ଲାପାଳ ଅନୁପମ ଶାହା, ବିଡ଼ିଓ ନଟବର ଗରଡ଼ାଙ୍କ
Read More...