Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଗୋଷ୍ଠୀ ସଂକ୍ରମଣ ଡର ହଟିଛି : ସରକାରୀ କଟକଣା ନମାନିଲେ ଆହୁରି ଅଧିକ କଠୋର ନିଷ୍ପତ୍ତି ନିଆଯାଇପାରେ
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ୪୮ ଘଣ୍ଟିଆ ସଟ୍ଡାଉନ୍ ଆଜି ରାତି ୮ଟାରେ ଶେଷ ହେବ । ରାଜ୍ୟର ରାଜଧାନୀ ଭୁବନେଶ୍ୱର, କଟକ ଓ ଭଦ୍ରକ ସହରର ଲୋକମାନେ ସଟ୍ଡାଉନକୁ ଯେଭଳି ସଫଳ କଲେ ତାହାକୁ ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ ଧନ୍ୟବାଦ ଦେଇଛନ୍ତି । ଧନ୍ୟବାଦ ଛଳରେ ମୁଖ୍ୟ!-->…
Read More...
Read More...
ସାହାଯ୍ୟ ଅପେକ୍ଷାରେ ପଥରିଆ ପରିବାର
ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବ୍ଳକ ମରୁଆ ପଂଚାୟତ ପାଢେଲ ଠାରେ ସବୁ ବର୍ଷ ପରି ଶିଳ ଶିଳପୁଆ ଇତ୍ୟାଦି ତିଆରି ଓ ବୁଲି ବୁଲି ବିକିବା ପାଇଁ ନୂଆପଡା କୋମନା ସିଆଲଲତି ଓ ଛତିଶଗଡ ବସ୍ତର ଅଂଚଳର 4ଟି ପରିବାର ର 3ଛୋଟଛୁଆ 5ମହିଳା ସମେତ 14 ଜଣ କରୋନା କଟକଣା ହେତୁ ଅସୁବିଧାରେ ଅଛନ୍ତି I ବେପାର!-->…
Read More...
Read More...
ମହିଳାଙ୍କ ସାହାଯ୍ୟ ରେ ପରିବା ଯୋଗାଣ
ସମ୍ବଲପୁର : କରୋନା କଟକଣା ପାଇଁ ଅନେକ ସ୍ଥାନରେ ଖାଦ୍ୟ ସାମଗ୍ରୀର ଅଭାବ ପରିଲକ୍ଷିତ ହେଉଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ ମହିଲା ସ୍ବୟଂ ସହାୟକ ଗୋଷ୍ଠୀ ଙ୍କୁ ନିୟୋଜିତ କରି ସକ୍ରିୟତା ଦର୍ଶାଇଛନ୍ତି । ପ୍ରଶାସନ ପକ୍ଷରୁ ସେମାନଙ୍କୁ ତାଜାତଟକା ପନିପରିବା ଯୋଗାଇ ଦିଆ ଯାଉଛି ଓ!-->…
Read More...
Read More...
ଲକ୍ ଡାଉନର ପ୍ରଭାବ : ଦଣ୍ଡଯାତ୍ରା ବନ୍ଦ ଯୋଗୁଁ ଜୀବିକା ହରାଇଲେ କଳାକାର, ମାନସିକଧାରୀ ହତାଶ
ବୌଦ୍ଧ : ତୈତ୍ରମାସରେ ବୌଦ୍ଧ ଜିଲ୍ଲାର ଗାଁ ଦାଣ୍ଡ ଦୁଲୁକି ଉଠେ ଦଣ୍ଡନୃତ୍ୟର ଷୋହଳ ଖଣ୍ଡ ବାଦ୍ୟର ତାଳେ ତାଳେ । ବିଭିନ୍ନ ଶୈବପୀଠରୁ ଦଣ୍ଡନୃତ୍ୟଦଳ ବାହାରି ଗାଁ ଗାଁରେ ଶୈବ ଓ ଶାକ୍ତ ମତବାଦର ପ୍ରଚାର ପ୍ରସାର କରିବା ସହ ମନୋରଂଜନର ଖୋରକ ଯୋଗାଇ ଆସୁଥିଲେ । ଏକୋଇଶିଆ ଦଣ୍ଡଦଳମାନେ ମାର୍ଚ୍ଚ!-->…
Read More...
Read More...
ବିଧାୟକଙ୍କ ସହଯୋଗରେ ମାସ୍କ୍ ବଣ୍ଟନ
ପାଟଣାଗଡ଼: ବେଲପଡ଼ା ବ୍ଲକରେ ଜରୁରୀକାଳୀନ ପରିସ୍ଥିତିରେ କାମ କରୁଥିବା ବ୍ୟାଙ୍କ, ପୁଲିସ୍, ଡାକ୍ତରଖାନା, ବ୍ଲକ, ତହସିଲ ଭଳି ଆଦି କାର୍ଯ୍ୟାଳୟର କର୍ମଚାରୀମାନଙ୍କୁ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେରଙ୍କ ସହଯୋଗରେ ମାସ୍କ୍ ବଣ୍ଟନ କରାଯାଇଛି । ଏଥିରେ ଦୁର୍ଯ୍ୟୋଧାନ କୁମ୍ଭାର, ଗରେଶ!-->…
Read More...
Read More...
ଆଇନଭଙ୍ଗ: ୮ମାମଲାରେ ୨୦ଜଣ ଗିରଫ
ସମ୍ବଲପୁର : କରୋନା କଟକଣା ଆଇନ କୁ ସମ୍ପୂର୍ଣ୍ଣ କଡାକଡି ରୂପେ ପାଳନ କରାଇବା ପାଇଁ ପୁଲିସ କଟିବଦ୍ଧ ରହିଛି । ଗତକାଲି ୨୪ଘଣ୍ଟା ମଧ୍ୟରେ ଏହି ନିୟମ ଭାଙ୍ଗିବା ଅଭିଯୋଗ ରେ ୮ଟି ମାମଲା ରୁଜୁ କରିବା ସହିତ ଏଥିରେ ସାମିଲ ୨୦ ଜଣଙ୍କୁ ଗିରଫ କରିଛି । ଏତେ କଟକଣା ସତ୍ତ୍ୱେ ଅକାରଣେ ବାହାରେ!-->…
Read More...
Read More...
ବିଜୁଲୀଖୁଣ୍ଟରେ ପିଟିହୋଇ ବାଇକ ଆରୋହୀ ମୃତ
ସମ୍ବଲପୁର : କରୋନା କଟକଣା ପାଇଁ ଅଧିକାଂଶ ସଡ଼କ ଖାଲି ରହୁଥିବାରୁ କିଛି ଯୁବକ ଦୃତଗତିରେ ବାଇକ ଚଲାଇ ଦୁର୍ଘଟଣାରେ ପଡୁଛନ୍ତି । ଏପରି ଏକ ଅଭାଵନୀୟ ଘଟଣାରେ ଜଣେ ବାଇକ ଚାଲକ ଘଟଣାସ୍ଥଳରେ ପ୍ରାଣ ହରାଇଛି । ସଦର ପୁଲିସ ଥାନା ଅନ୍ତର୍ଗତ ଧନକୌଡା ପାଖରେ ଜାତୀୟ ରାଜମାର୍ଗ ୫୩ରେ ଏହି ଦୁର୍ଘଟଣା!-->…
Read More...
Read More...
ବାଲିଗୁଡ଼ା ପୋଲିସ୍ ପକ୍ଷରୁ ଜୁଆ ଆଡ୍ଡାରେ ଚଢ଼ାଉ,୬ ଜୁଆଡ଼ି ଗିରଫ
ବାଲିଗୁଡ଼ା: ଲକ୍ ଡାଉନ୍ ବେଳେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସର ମହାସିଙ୍ଗି ଜୁଆ ଆଡ୍ଡାରେ ଚଢ଼ାଉ । ଛ ଜଣ ଜୁଆଡ଼ିକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ୍ । ସେମାନଙ୍କ ନିକଟରୁ ନଗଦ ୪୧୫୦ଟଙ୍କା ସହ ଚାରୋଟି ମୋଟରସାଇକେଲ ଓ ଗୋଟିଏ ସାଇକେଲ ଓ ଚାରୋଟି ମୋବାଇଲ୍ ଫୋନ୍ ଜବତ ହୋଇଛି ।
!-->!-->…
Read More...
Read More...
ଜିଲ୍ଲାବାସୀଙ୍କୁ ସାମାଜିକ ଦୂରତା ରକ୍ଷା କରିବାକୁ ନିବେଦନ କଲେ ସୁବର୍ଣ୍ଣପୁର ଜିଲ୍ଲାପାଳ
ସୋନପୁର : ବିଶ୍ୱରେ ମହାମାରୀର ରୂପ ନେଇଥିବା କରୋନା ଭାଇରସ ଭାରତରେ ମଧ୍ୟ ତା\'ର କାୟାବିସ୍ତାର କରିବା ଆରମ୍ଭ କରିସାରିଲାଣି । ଏହି ପରିପ୍ରେକ୍ଷୀରେ ଓଡିଶାରେ ଦିନକୁ ଦିନ ମଧ୍ୟ ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଗତକାଲି ସୁବର୍ଣ୍ଣପୁର ଜିଲ୍ଲାପାଳ ଏକ!-->…
Read More...
Read More...
ସଟଡାଉନ : କାଲିଭଳି ଆଜି ଅଦ୍ଭୁତପୂର୍ବ ସମର୍ଥନ, ଭଦ୍ରକ ସ୍ଥିତି ପରଖିଲେ ଡିଜି
ଭୁବନେଶ୍ୱର : ବିଶ୍ୱରେ କରୋନା ମହାମାରୀ ସଂକ୍ରମଣ ପ୍ରତି ସମୟରେ ବଢିଚାଲିଛି । ଆମ ଦେଶରେ ସ୍ଥିତି ମଧ୍ୟ ସଂଗୀନ । ରାଜ୍ୟରେ ପଜଟିଭ୍ ସଂଖ୍ୟା ମଧ୍ୟ ୨୧ରେ ପହଞ୍ଚିଛି । ଏମିତି ସ୍ଥିତିରେ ସାମାଜିକ ଦୂରତ୍ୱ ରକ୍ଷା ଏଥିରୁ ମୁକୁଳିବାର ଏକମାତ୍ର ବାଟ ହୋଇଥିବାର ସଟଡାଉନକୁ କଟକ, ଭୁବନେଶ୍ୱରରେ!-->…
Read More...
Read More...