Browsing Category

ରାଜ୍ୟ

ଭାରସାମ୍ୟ ହରାଇ ଓଲଟିଲା ଟାଟା ମ୍ୟାଜିକ୍ ଗାଡି,7ଜଣ ଆହତ

କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ମିଡିଆକିଆ ଘାଟରେ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟିଲା ଟାଟା ମ୍ୟାଜିକ୍ ଗାଡି,ସାତଜଣ ଆହତ। ଆହତଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି 108 ଆମ୍ବୁଲାନ୍ସ ଯୋଗେ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ରେ ଭର୍ତ୍ତି କରାଇଛନ୍ତି ।
Read More...

ଦାରିଙ୍ଗବାଡି ପୋଲିସ ପକ୍ଷରୁ ଆମ ପୋଲିସ ସମିତି ବୈଠକ

କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ପୋଲିସ ପକ୍ଷରୁ ସିମନବାଡି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟତଃ ଦାରିଙ୍ଗବାଡି ଅଞ୍ଚଳକୁ ଅପରାଧ ମୁକ୍ତ କରିବାସହ ଟ୍ରାଫିକ୍ ସମସ୍ୟା କିପରି ଦୁର କରାଯାଇ ପାରିବ ସେନେଇ ଆଲୋଚନା ହୋଇଥିଲା ଏହି
Read More...

କନ୍ଧମାଳରେ ପୁଣି ମାଓ ପୋଷ୍ଟର

ଦାରିଙ୍ଗବାଡି : କନ୍ଧମାଳରେ ପୁଣି ମାଓ ପୋଷ୍ଟର । ମାଓବାଦୀଙ୍କ ସହିଦ୍ ସପ୍ତାହର ଚତୁର୍ଥ ଦିନରେ ଦାରିଙ୍ଗବାଡି ଥାନା ସିମନବାଡି ବଜାରରେ ଦେଖିବାକୁ ମିଳିଛି ବା.ଘୁ.ନା.(ବାସଧାରା ଘୁମୁସର ନାଗାବଳୀ) ଡିଭିଜନର ପୋଷ୍ଟର । ଆଜି ସକାଳୁ ସିମନବାଡି ବଜାରର ଗୋଟିଏ ଦୋକାନ ବାରଣ୍ଡାରେ ହାତଲେଖା
Read More...

ସଂସଦରେ କନ୍ଧମାଳ ସାଂସଦ ଡଃ ସାମନ୍ତଙ୍କ ଦାବି : ସରକାରୀ ଓ ପ୍ରାଇଭେଟ୍ ମେଡ଼ିକାଲ୍ କଲେଜ୍ ମଧ୍ୟରେ ପ୍ରଭେଦ ରଖାନଯାଉ

ନୂଆଦିଲ୍ଲୀ : ଯେକୌଣସି ଏକ ଦେଶର ବିକାଶ ବା ଅଭିବୃଦ୍ଧି ପାଇଁ କେତେକ ସାମାଜିକ ସଙ୍କେତକ ବା ଇଣ୍ଡିକେଟର ରହିଥାଏ । ତନ୍ମଧ୍ୟରୁ ମୁଖ୍ୟ ହେଉଛି ସ୍ୱାସ୍ଥ୍ୟ ସେବା । ଯେଉଁ ଦେଶର ସ୍ୱାସ୍ଥ୍ୟ ସେବା ଯେତେ ଉନ୍ନତ, ସେ ଦେଶର ବିକାଶ ମଧ୍ୟ ତଦନୁସାରେ ହୋଇଥାଏ । ଭାରତରେ ମେଡ଼ିକାଲ୍ ଶିକ୍ଷାକୁ
Read More...

ଆନ୍ଦୋଳନରତ ନର୍ସିଂ ଛାତ୍ରଛାତ୍ରୀ କଲେକ୍ଟରେଟ ଘେରିଲେ : ପନ୍ଦର ଦିନରେ ପହଞ୍ଚିଲା ନର୍ସିଂସ୍କୁଲ ଆନ୍ଦୋଳନ

ସମ୍ବଲପୁର : ସ୍ଥାନୀୟ ବୀର ସୁରେନ୍ଦ୍ର ସାଏ ଚିକିତ୍ସା ଓ ଗବେଷଣା ସ°ସ୍ଥାନ ଅନ୍ତର୍ଗତ ନର୍ସିଂ ସ୍କୁଲର ଛାତ୍ରଛାତ୍ରୀମାନେ ଦୀର୍ଘ ୧୫ ଦିନ ପର୍ଯ୍ୟନ୍ତ ନିରନ୍ତରଭାବେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କଲାପରେ ଆଜି ଜିଲ୍ଲା କଲେକ୍ଟରେଟ ଘେରିଲେ । ଏକ ପଟୁଆରରେ ବିଭିନ୍ନ ନାରାବାଜୀ ସହିତ ରାଲିକରି
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା :ଜଣେ ମୃତ

ତୁମୁଡିବନ୍ଧ ଥାନା ଡଡ଼ଙ୍ଗ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ଗଛକୁ ପିଟିଲା ଟ୍ୟାଙ୍କର । ଗାଡିରୁ ଛିଟିକି ରାସ୍ତାରେ ପଡି ଗାଡିରେ ବସିଥିବା ଯନ୍ତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ । ମୃତକ RKD ଠିକା ସଂସ୍ଥାର ସିଭିଲ୍ ଇଞିନିୟର ସୁର୍ଯ୍ୟକାନ୍ତ ସେନାପତି ବୋଲି ଜଣାପଡିଛି
Read More...

ଦେଶରେ ପ୍ରଥମ : କିଟ୍‍ ଇଣ୍ଟରନ୍ୟାସନାଲ୍‍ ସ୍କୁଲ୍‍ ବେଦିକ୍‍ ମେମୋରି ଲାବ୍‍ ଉଦ୍‍ଘାଟିତ

ଭୁବନେଶ୍ୱର : ଦେଶର ପ୍ରଥମ ବେଦିକ୍‍ ମେମୋରୀ ଲ୍ୟାବ୍‍ କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ରେ ସୋମବାର ଉଦ୍‍ଘାଟିତ ହୋଇଯାଇଛି । ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ଲୋକେନ୍ଦ୍ର ବାହାଦୂର ଚାନ୍ଦ ଏହି ଲ୍ୟାବ୍‍କୁ ଉଦ୍‍ଘାଟନ କରି କହିଲେ, ବୈଦିକ ଯୁଗରେ କୌଣସି ଲିଖିତ ବ୍ୟବସ୍ଥା ନଥିବାରୁ
Read More...

ଆସ୍ଥାଭୋଟ ଜିଣିଲେ ୟେଦିୟୁରପ୍ପା

ନୂଆଦିଲ୍ଲୀ : ଆଜି କର୍ଣ୍ଣାଟକ ବିଧାନସଭାରେ ହୋଇଥିବା ଆସ୍ଥାଭୋଟରେ ବିଏସ୍ ୟେଦିୟୁରପ୍ପା ସରକାର ବିଜୟୀ ହୋଇଛନ୍ତି । ଏଥିସହିତ ରାଜନୈତିକ ସସ୍ପେନ୍ସର ଅବସାନ ଘଟିଛି । ଗୋଟିଏ ପଟେ ସରକାର ଆସ୍ଥା ଭୋଟରେ ଜିଣିଥିବା ବେଳେ ଅନ୍ୟପଟେ ବାଚସ୍ପତି କେ.ଆର୍. ରମେଶ କୁମାର ତାଙ୍କ ପଦରୁ ଇସ୍ତଫା
Read More...

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କୁ ନୂଆ ଦାୟିତ୍ୱ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନଙ୍କୁ ଆଜି ରାଜ୍ୟ ସରକାର ନୂଆ ଦାୟିତ୍ୱ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ୫"ଟି' ସଚିବ ଭାବେ ପାଣ୍ଡିଆନ ଦାୟିତ୍ୱ ପାଇଛନ୍ତି । ୫ଟି ହେଉଛି ଟେକ୍ନୋଲୋଜି, ଟ୍ରାନ୍ସପରେନ୍ସି, ଟିମ୍ ୱାର୍କ, ଟାଇମ୍,
Read More...

ସାମାନ୍ୟ ବର୍ଷା ଯୋଗୁଁ ଚାଷୀମନରେ ଆଶାର ସଂଚାର : ହୀରାକୁଦ ଜଳଭଣ୍ଡାର ର ସ୍ଥିତିରେ ଉନ୍ନତି

ସମ୍ୱଲପୁର : ଏବର୍ଷ ଅନାବୃଷ୍ଟି ଆଶଙ୍କା ରେ ଆତଙ୍କିତ ଚାଷୀକୁଳ ର ମନରେ ଆଜି ସକାଳୁ କିଛି ଆଶାର ସ°ଚାର ହୋଇଛି । ଆଷାଢ଼ ଯାଇ ଶ୍ରାବଣ ଆସିଥିଲେ ମଧ୍ୟ ଏଥର ଚାଷକାର୍ଯ୍ଯ ଅନୁରୂପେ ବର୍ଷା ହୋଇ ନ ଥିବାରୁ ଚାଷୀମାନେ ପ୍ରାୟତଃ ନିରାଶ ହୋଇ ଯାଇଥିଲେ । କିନ୍ତୁ ଗତସନ୍ଧ୍ଯାରୁ ଘନଘୋର ବର୍ଷା ନ
Read More...