Browsing Category

ରାଜ୍ୟ

କାଠଯୋଡ଼ି ବ୍ରିଜ୍‌ ଉପରେ ବଗି ଛାଡ଼ି ଇଞ୍ଜିନ୍‌ ପଳାଇଲା ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ

କଟକ: ବଗି ଛାଡ଼ି ପଳାଇଲା ରେଳ ଇଞ୍ଜିନ। ଏକ ଭୟାବହ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ। କଟକ କାଠଯୋଡ଼ି ବ୍ରିଜ୍‌ ଉପରେ ଭୁବନେଶ୍ୱରୁ ନୂଆଦିଲ୍ଲୀ ଯାଉଥିବା ରାଜଧାନୀ ଏକ୍ସପ୍ରେସର ବଗିରୁ ଇଞ୍ଜିନ୍‌ ଛାଡ଼ି ପଳାଇବା ପରେ ଟ୍ରେନ୍‌ଟି ପୋଲ ଉପରେ
Read More...

ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ଓଡ଼ିଶା ଆସୁଛନ୍ତି। ଚଳିତ ନିର୍ବାଚନରେ ପ୍ରଚାର ପାଇଁ ଏହା ମୋଦୀଙ୍କ ଦ୍ବିତୀୟ ଗସ୍ତ। ସେ ଆସନ୍ତାକାଲି ସକାଳ ୧୧ଟାରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଉଦ୍‌ବୋଧନ ଦେବେ। ଗତ ୨୯
Read More...

ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ୧୦୦ଟି ଷ୍ଟେସନରେ ୱାଇ-ଫାଇ ସେବା ଉପଲବ୍ଧ

ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ତଥା ୨୦୧୮ ଏପ୍ରିଲ ମାସ ପହିଲା ଠାରୁ ୨୦୧୯ ମାର୍ଚ୍ଚ ମାସ ୩୧ ତାରିଖ ମଧ୍ୟରେ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ୪୧ଟି ଷ୍ଟେସନ ଠାରେ ୱାଇ-ଫାଇ ସେବା ପ୍ରଦାନ କରାଯାଇଅଛି I ଏହାର ପୂର୍ବ ବର୍ଷରେ ପୂର୍ବତଟ ରେଳପଥରେ ୫୯ଟି ଷ୍ଟେସନ ଠାରେ ୱାଇ-ଫାଇ ସେବା
Read More...

ରାଜନୈତିକ ଦଳମାନଙ୍କୁ ଚାଷୀଙ୍କ ପ୍ରଶ୍ନବାଣ

ସମ୍ବଲପୁର, ବର୍ତ୍ତମାନ ନିର୍ବାଚନ ସନ୍ଦର୍ଭ ରେ ପଶ୍ଚିମ ଓଡିଶା କୃଷକ ସଙ୍ଗଠନ ସମନ୍ୱୟ ସମିତି ପକ୍ଷରୁ ସମସ୍ତ ରାଜନୈତିକ ଦଳମାନଙ୍କୁ କିଛିଟି ମହତ୍ତ୍ୱପୂର୍ଣ୍ଣ ପ୍ରଶ୍ନ ପଚରା ଯାଇଛି । ଆଜି ଏଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଉକ୍ତ ସମିତି ପକ୍ଷରୁ ଏହି ପ୍ରଶ୍ନାବଳୀ ଉନ୍ମୋଚିତ
Read More...

ଭୋଟ୍‌ ଦେବାକୁ ସରକାରୀ କର୍ମଚାରୀଙ୍କୁ ଦୁଇ ଦିନ ଛୁଟି

ଭୁବନେଶ୍ବର : ଆସନ୍ତା ସାଧାରଣ ନିର୍ବାଚନରେ ରାଜ୍ୟରେ ୪ଟି ପର୍ଯ୍ୟାୟରେ ମତଦାନ ହେବାକୁ ଥିବାବେଳେ ରାଜ୍ୟ ସରକାର ସରକାରୀ ଚାକିରିଆଙ୍କ ପାଇଁ ଦୁଇ ଦିନ ସ୍ବତନ୍ତ୍ର ଛୁଟି ଘୋଷଣା କରିଛନ୍ତି। ଯେଉଁ ସରକାରୀ ଚାକିରିଆ ମୁଖ୍ୟାଳୟ ବାହାରେ ଭୋଟ୍‌ ଦେବାକୁ ଚାହୁଁଥିବେ ସେମାନଙ୍କୁ ଦୁଇ ଦିନ
Read More...

ନିୟନ୍ତ୍ରିତ ହେଉ ନାହିଁ ବେଆଇନ ବନ୍ଧୁକ କାରବାର ପୁଲିସ ଦ୍ୱାରା ନିୟମିତ ଧରପକଡ଼ ଜାରି

ସମ୍ବଲପୁର, ନିର୍ବାଚନ କୁ ଆଖି ଆଗରେ ରଖି ଜିଲ୍ଲା ପୁଲିସ ପକ୍ଷରୁ ନିୟମିତ ଧରପକଡ଼ ଜାରି ରହିଥିବା ସ୍ବତ୍ତେ ବେଆଇନ ବନ୍ଧୁକ କାରବାର ନିୟନ୍ତ୍ରଣ ରେ ଆସୁ ନାହିଁ । ଗତକାଲି ପୁଲିସ ଏକ ଗୁପ୍ତ ସୂଚନା ପାଇ ସ୍ଥାନୀୟ ଜୁଜୁମୁରା ଥାନା ଅନ୍ତର୍ଗତ ଟାମ୍ପରସିଂହ ଗ୍ରାମରେ ଚଢ଼ାଉକରି ଏକ ବେଆଇନ ଦେଶି
Read More...

ପ୍ରାର୍ଥୀ ଚୟନ କୁ ନେଇ ସବୁ ପାର୍ଟିରେ ଦ୍ଵନ୍ଦ, ମାଟିପୁତ୍ର ବନାମ ବାହାରି ପ୍ରାର୍ଥୀ

ସମ୍ବଲପୁର, ନାମାଙ୍କନ ପାଇଁ ଶେଷ ତାରିଖ ପାଖେଇ ଆସୁଥିଲେ ମଧ୍ୟ ଏଠାରେ ପ୍ରମୁଖ ରାଜନୈତିକ ପାର୍ଟିମାନେ ତାଙ୍କର ପ୍ରାର୍ଥୀ ଚୟନକୁ ନିଜ ସ୍ଥିତି ସ୍ପଷ୍ଟ କରି ନାହାନ୍ତି ଓ ବିଶେଷକରି ଲୋକସଭା ପ୍ରାର୍ଥୀ କୁ ନେଇ ସେମାନେ ଦ୍ବନ୍ଦ ରେ ଥିଲାପରି ଜଣାପଡୁଛି । କାରଣ ଅନେକ ସ୍ଥାନରେ ଜିଲ୍ଲା
Read More...

ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ବ୍ୟକ୍ତି ଚାହିଁଲେ ସୁରକ୍ଷା ଯୋଗାଇ ଦିଆଯିବ: ଡିଜି

ଭୁବନେଶ୍ବର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକର ପୂର୍ବତନ ଅଧ୍ୟକ୍ଷ ରାମଚନ୍ଦ୍ର ବେହେରା ହତ୍ୟା ଘଟଣା ପୁଲିସର ଚିନ୍ତା ବଢ଼ାଇ ଦେଇଛି। ତେଣୁ ଆସନ୍ତା ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହେଉଥିବା ବ୍ୟକ୍ତି ବିଶେଷ ନିଜକୁ ଅସୁରକ୍ଷିତ ମଣି ସୁରକ୍ଷା ମାଗିଲେ ଓଡ଼ିଶା ପୁଲିସ ପକ୍ଷରୁ ତାହା ଯୋଗାଇ
Read More...

କଂଗ୍ରେସ ଭବନ ଭଙ୍ଗାରୁଜା ଘଟଣାରେ ୪ ଗିରଫ

ଭୁବନେଶ୍ୱର : ଟିକେଟ୍ କଟିବା ଘଟଣାକୁ କେନ୍ଦ୍ର କରି ଗତ ତିନିଦିନ ତଳେ କଂଗ୍ରେସ ଭବନରେ ଭଙ୍ଗାରୁଜା କରିଥିବା ଘଟଣାରେ ୪ଜଣଙ୍କୁ ଆଜି ପୁଲିସ ଗିରଫ କରିଛି । ଭୁବନେଶ୍ୱର ଏକାମ୍ର ରଶ୍ମି ମହାପାତ୍ରଙ୍କୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ଅନ୍ୟତମ ଟିକେଟ ଆଶୟୀ ଶେଖ୍ ଅମିର ଅହମ୍ମଦ ଓ ତାଙ୍କର
Read More...