Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବୌଦ୍ଧ ସଞ୍ଜିବନୀ ଠାରେ ଡାଇଲିସିସ ସେଣ୍ଟରକୁ ଉଦ୍ଘାଟନ ମନ୍ତ୍ରୀ ପ୍ରଦିପ ଅମାତ
ବୌଦ୍ଧ,୩୦/୬:- ବୌଦ୍ଧ କୋଭିଡ ସେଣ୍ଟର ସଞ୍ଜିବନୀ ଠାରେ ଆଜି ଡାଇଲିସିସ ସେଣ୍ଟରକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦିପ କୁମାର ଅମାତ ଉଦଘାଟନ କରିଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧକାରୀ ଡାକ୍ତର ଜୟକୃଷ୍ଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ!-->…
Read More...
Read More...
ଲୋମସ କନ୍ୟା ରେବତୀ; ଦେଇଥିବା ପ୍ରତିଶୃତି ପୂରଣ କଲେ ଜିଲ୍ଲପାଳ
ହରଭଙ୍ଗା : ସାରା ବିଶ୍ୱରେ ଦିନେ ଚେହେରାକୁ ନେଇ ଚହଳ ପଡ଼ିଥିଲେ ଲୋମସ କନ୍ୟା ରେବତୀ । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବଣ ପାହାଡ଼ ଘେରା ଉପାନ୍ତ ଅଂଚଳ ତଳଗାଁ ପଞ୍ଚାୟତ ଖଳିସାହି ଗ୍ରାମରେ ଜନ୍ମ ହୋଇଥିବା ରେବତୀ ପିଲା ଦିନରୁ ହିଁ ଶରୀର ଗଠନ ସହିତ ଚେହେରାର ବ୍ୟତିକ୍ରମ ଦେଖାଦେଇଥିଲା । ଛୋଟ!-->…
Read More...
Read More...
ଟ୍ରାକ୍ଟରରେ ଓଭର ଲୋଡିଂରେ ବାଲି ଚାଲାଣ, ପ୍ରଶାସନ ଚୁପ୍
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଦୀର୍ଘ ଦିନ ହେଲା ବାଲି ଓଭର ଲୋଡିଙ୍ଗ ଚାଲିଥିବା ବେଳେ ରାଜସ୍ୱ ବିଭାଗ ସବୁଜାଣି ଚୁପ ବସି ଥିବା ଭଳି ମନେ ହେଉଛି । ଟ୍ରାକ୍ଟରରେ ଓଭର ଲୋଡିଙ୍ଗ ଯୋଗୁଁ ଟ୍ରାଫିକ ସମସ୍ୟା ଦେଖାଦେଇଛି । ପ୍ରକାଶ ଥାଉ କି କାଶୀନଗରରୁ ବାଲି!-->…
Read More...
Read More...
୪ ଅଭିଯୁକ୍ତ ଗିରଫ ସହ ବିପୁଳ ଚୋରି ସାମଗ୍ରୀ ଜବତ
ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନା ବଲୋଦା ଗାଁସ୍ଥିତ ଶିରିଡ଼ି ସାଇ ମନ୍ଦିର ଦାନବକ୍ସରୁ ଟଙ୍କା ଓ ରୋଷେଇ ସାମଗ୍ରୀ ଚୋରି ଘଟଣାରେ ପୁଲିସ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନଙ୍କଠାରୁ ବିପୁଳ ପରିମାଣର ଚୋରି ସାମଗ୍ରୀ ଜବତ କରିଛି । ଗିରଫ ଅଭିଯୁକ୍ତମାନେ ଖରିଆରରୋଡ଼ ଖୋପେତରାର!-->…
Read More...
Read More...
ବାର୍ହା ଆକ୍ରମଣରେ ମା ମୃତ, ପୁଅ ଗୁରୁତର
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିନିକା ସମେତ ବିଭିନ୍ନ ଅଞ୍ଚଳରେ ଜଙ୍ଗଲି ବାରହାଙ୍କ ଉତ୍ପାତ ଦିନକୁ ଦିନ ବଢିବାରେ ଲାଗିଛି । ବାରହାଙ୍କ ଆକ୍ରମଣରେ କାହାର ଜୀବନ ଚାଲିଯାଉଛି ତ ଆଉ କିଏ ଗୁରୁତର ଅବସ୍ଥାରେ ଚିକିତ୍ସିତ ହୋଇ ଜୀବନ ସହ ସଂଗ୍ରାମ କରୁଛନ୍ତି । ଆଜି ସକାଳ ସମୟରେ ଚାଷଜମିକୁ!-->…
Read More...
Read More...
ବିଶୁଦ୍ଧ ପାନୀୟ ଜଳ ପାଇଁ ହନ୍ତସନ୍ତ ଡଙ୍ଗରିଗୁଡା ଗ୍ରାମବାସୀ
ତେନ୍ତୁଳିଖୁଣ୍ଟି: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଳକ ଅମଳାଭଟ୍ଟା ପଞ୍ଚାୟତର ଡଙ୍ଗରିଗୁଡାରେ ବହୁତ ବର୍ଷ ହେଲା ପାନୀୟ ଜଳ ସମସ୍ୟାର ସମାଧାନ ହୋଇପାରୁନାହିଁ । ଲୋକେ ବିଶୁଦ୍ଧ ପାନୀୟ ଜଳ ପାଇଁ ଉଠାଣିଆ ରାସ୍ତାର ୨୦୦ ମିଟର ଦୂରରୁ ନେଇକି ଯାଉଛନ୍ତି । ଡଙ୍ଗରିଗୁଡାରେ ଆନୁମାନିକ ୨୫!-->…
Read More...
Read More...
୪ରେ ପୁଣି ଲଘୁଚାପ ସମ୍ଭାବନା
ଭୁବନେଶ୍ୱର: ଆସନ୍ତା ୪ ତାରିଖବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଅଛି । ଏହା ପ୍ରଭାବରେ ୩ରୁ ବର୍ଷା ବଢ଼ିପାରେ । ଭାରତୀୟ ପାଣିପାଗ ବିଭାଗର (ଆଇଏମ୍ଡି)ର ବିସ୍ତାରିତ ପୂର୍ବାନୁମାନରେ ଲଘୁଚାପ ସମ୍ଭାବନା ନେଇ ସୂଚନା ଦିଆଯାଇଛି ।ଅନୁମାନ କରାଯାଉଛି,!-->…
Read More...
Read More...
ସୋନପୁରରେ ନବଦିନାତ୍ମକ ଯାତ୍ରା ସାରି ବାହୁଡିଲେ ମହାବାହୁ
ସୁବର୍ଣ୍ଣପୁର : ଗତକାଲି ବଡ଼ବଜାର ଗୁଣ୍ଡିଚା ମନ୍ଦିରରୁ ବଡ଼ ଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରା ତାଙ୍କର ନବଦିନାତ୍ମକ ଲୀଳା ସାରି ସ୍ୱମନ୍ଦିର ଅଭିମୁଖେ ବାହାରି ଗତକାଲି ଘଣ୍ଟ, ଶଙ୍ଖ, ହୁଳହୁଳି ଧ୍ୱନୀରେ ପ୍ରକମ୍ପିତ ହୋଇ ପହଣ୍ଡିରେ ରଥାରୂଢ ହୋଇଥିଲେ । ଗତକାଲି ଶେଷ ସାଂସ୍କୃତିକ!-->…
Read More...
Read More...
ଭିନ୍ନ ଏକ ପରମ୍ପରା, ନାରାୟଣନଗରର ବାସି ବାହୁଡ଼ା ଯାତ୍ରା
ଜହ୍ନାପଙ୍କ: ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ଲୋକ କଳା ଗ୍ରାମ ନାରାୟଣ ନଗରରେ ଗୁରୁବାର ବାହୁଡା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବୁଧବାର ସକାଳେ ନିତିକାନ୍ତି ପରେ ଅପରାହ୍ନ ସନ୍ଧ୍ୟା ସାଢେ଼ ଛଅଟାରେ ଠାକୁରଙ୍କୁ ମାଉସୀ ମା ମନ୍ଦିରରୁ ଅଣାଯାଇ ଧାଡ଼ି ପହଣ୍ଡିରେ ନିଆଯାଇଥିଲା!-->…
Read More...
Read More...
ମହିଳା ଗୋଷ୍ଠୀଙ୍କ ସ୍ୱାବଲମ୍ବୀ ପାଇଁ ଖଲି ଦନା ତିଆରି ମେସିନ ପ୍ରଦାନ
ହରଭଙ୍ଗା : ହରଭଙ୍ଗା ବ୍ଲକର ବଣ ପାହାଡ଼ ଘେରା ଉପାନ୍ତ ଅଞ୍ଚଳରେ ରହୁଥିବା ଆଡେନିଗଡ଼ ପଞ୍ଚାୟତର କଣ୍ଡରା ଗ୍ରାମକୁ ଗ୍ରାମର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ସ୍ୱାବଲମ୍ବୀକୁ ଦୃଷ୍ଟିରେ ରଖି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ମତେ ଗୁରୁବାର ଦିନ ବ୍ଲକର ଚାରିଛକ ଫରେଷ୍ଟ ବଙ୍ଗଳା ଠାରେ ମାଁ!-->…
Read More...
Read More...