Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବୌଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ
ବୌଦ୍ଧ,୧୭ା୫: ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଆଗାମୀ ରଥଯାତ୍ରାକୁ ମହାସମାରୋହରେ ପାଳନ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ଆଜି ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାପାଳ ଶ୍ରୀ ମିଶ୍ର ସମସ୍ତଙ୍କୁ ସ୍ୱାଗତ କରିଥିବାବେଳେ ବିଗତ!-->…
Read More...
Read More...
ହରିଶଙ୍କର ନୃସିଂହ ଚତୁର୍ଦ୍ଦଶୀ ବୈଶାଖ ମେଳା ଉଦଯାପିତ,ମହୋତ୍ସବକୁ ରାଜ୍ୟସ୍ତରୀୟ କରିବାକୁ ପ୍ରତିଶ୍ରୁତି
ପାଟଣାଗଡ଼ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ପବିତ୍ର ପୂଣ୍ୟ କ୍ଷେତରେ ଆୟୋଜିତ ନୃସିଂହ ଚତୁର୍ଦ୍ଦଶୀ ବୈଶାଖ ମେଳା ସୋମବାର ଉଦଯାପିତ ହୋଇଯାଇଛି । ମନ୍ଦିର ପରିସରରେ ଆୟୋଜିତ ହୋମ ଯଜ୍ଞ ଅପରାହ୍ନରେ ପୂର୍ଣ୍ଣାହୁତି ହୋଇଥିଲା । ସେହିପରି ମନ୍ଦିରରେ ସ୍ୱତନ୍ତ୍ର ପୂର୍ଣ୍ଣିମା ଭୋଗ ଲାଗି!-->…
Read More...
Read More...
ବିଧାୟକଙ୍କ ଦ୍ୱାରା ସିମନବାଡିରେ ୨ଟି କଲ୍ୟାଣ ମଣ୍ଡପର ଭିତ୍ତିପ୍ରସ୍ତର ସ୍ଥାପନ
ବାଲିଗୁଡ଼ା: ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତରେ ୨ଟି କଲ୍ୟାଣ ମଣ୍ଡପ ନିର୍ମାଣ ହେବ । ଆଜି ୨ଟି କଲ୍ୟାଣ ମଣ୍ଡପର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଘୁ -ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ!-->…
Read More...
Read More...
ମଲ୍ଟି ଟ୍ୟାଲେଣ୍ଟରେ ଉଇନର୍ ହୋଇ ବାଜି ମାରିଲେ ଏହେସାସ
ସୁବର୍ଣ୍ଣପୁର : ବାଜି ମାରିଲେ ସୁବର୍ଣ୍ଣପୁରର ମଲ୍ଟି ଟ୍ୟାଲେଣ୍ଟ ୟୁଥ୍ ଏହେସାସ ହୋତା । କେତେବେଳେ ତାଇକଣ୍ଡୋ କ୍ରୀଡାରେ ତାଙ୍କର ଚମତ୍କାରିତା ଦେଖାଉଥିବାବେଳେ ଆଉ କେତେବେଳେ ଯାଦୁକର ବିଦ୍ୟାକୁ ନେଇ ସେ ଆସିଥାନ୍ତି ଚର୍ଚ୍ଚାକୁ । ହେଲେ ଏଥର କିଛି ଭିନ୍ନକରି ପୁଣି ଚର୍ଚ୍ଚାକୁ ଆସିଛନ୍ତି!-->…
Read More...
Read More...
କୁଳପତିଙ୍କ ବିରୁଦ୍ଧରେ ଏଫଆଇଆର ଦାଏର ପାଇଁ ଆବେଦନ ଦାଖଲ
ସମ୍ବଲପୁର: ସ୍ଥାନୀୟ ଲାଲା ଲଜପତ ରାଜ ଆଇନ ମହାବିଦ୍ୟାଳୟର ପାଣ୍ଠିରୁ ପ୍ରାୟ ୬୬.୬୭ ଲକ୍ଷ ଟଙ୍କା ସମ୍ବଲପୁର ବିଶ୍ୱବିଦ୍ୟାଳୟକୁ ନିଆ ଯାଇଥିବା ମାମଲାକୁ ଅବୈଧ ଏବିଷୟରେ ଏକ ଏଫଆଇଆର ରୁଜୁ କରିବା ପାଇଁ ଆବେଦନ କରାଯାଇଛି । ସମ୍ବଲପୁର ଜିଲ୍ଲା ଓକିଲ ସଂଘର କିଛି ସଭ୍ୟ ଏବିଷୟରେ ଧନୁପାଲି ଥାନା!-->…
Read More...
Read More...
ସମ୍ବଲପୁରରେ ଖବରକାଗଜ ବିତରକମାନଙ୍କୁ ମିଳିଲା ପରିଚୟପତ୍ର
ସମ୍ବଲପୁର : ଖବରକାଗଜ ବିତରକମାନଙ୍କୁ ସେମାନଙ୍କ ଅଧିକାର ଦେବା ଓ ସ୍ୱତନ୍ତ୍ର ପରିଚୟ ପ୍ରଦାନ ସକାଶେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି । ସେମାନଙ୍କୁ ଆର୍ଥିକ ସହାୟତା ସହ ସାମାଜିକ ସୁରକ୍ଷା ପ୍ରଦାନ କରାଯାଉଛି । ସମ୍ବଲପୁର ଜିଲ୍ଲାରେ!-->…
Read More...
Read More...
ବ୍ରାଉନସୁଗାର ବିକ୍ରି ଅଭିଯୋଗରେ ଯୁବକ ଗିରଫ
ପୁରୀ : ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିର୍ଦ୍ଦେଶକ୍ରମେ ଏବଂ ଅବକାରୀ ଅଧିକ୍ଷକ ଅମରେନ୍ଦ୍ର ଜେନାଙ୍କ ତତ୍ତ୍ୱାବଧାନରେ ସାତପଡ଼ା ଅବକାରୀ ଥାନା ଉପ-ନିରୀକ୍ଷକ ବିନୋଦ ବାସ୍କେଙ୍କ ନେତୃତ୍ୱରେ ବ୍ରହ୍ମଗିରି ଥାନା ଅଂଚଳରେ ବ୍ରାଉନସୁଗାର ବିକ୍ରି ଅଭିଯୋଗରେ ଖଜୁରିଆ ଗ୍ରାମର ଦିଗାମ୍ବର!-->…
Read More...
Read More...
ବିପଦ ସଂକୁଳ ଅଧାଗଢା ଶ୍ରେଣୀ ଗୃହରେ ଚାଲିଛି ପାଠପଢା
ଦଶପଲ୍ଲା : ଦଶପଲ୍ଲା ବ୍ଳକ ଅନ୍ତର୍ଗତ ଗ୍ରାମ ପଞ୍ଚାୟତ ହାଇସ୍କୁଲ ସରିଗଣ୍ଡାରେ (ନେଳିଗୁଡା) ଛାତ୍ରଛାତ୍ରୀମାନଙ୍କ ପାଠପଢା ପାଇଁ ଶ୍ରେଣୀ ଗୃହର ଅଭାବ ପରିଲକ୍ଷିତ ହେଉଥିବା ବେଳେ ଅଧାଗଢା ଶ୍ରେଣୀଗୃହ ମଧ୍ୟରେ ବିପଦସଂକୁଳ ଅବସ୍ଥାରେ ଚାଲିଛି ପାଠପଢା । ପୂର୍ବତନ ବିଧାୟକଙ୍କ ଅନୁଦାନ ପାଣ୍ଠିରୁ!-->…
Read More...
Read More...
ଗୁଡ଼୍ ସେଫର୍ଡ଼ ଇଂରାଜୀ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ
ଜି. ଉଦୟଗିରି : ଶ୍ରୀରାମପଦାସ୍ଥିତ ଗୁଡ଼୍ ସେଫର୍ଡ଼ ଇଂରାଜୀ ବିଦ୍ୟାଳୟରେ ମାଗଣା ପୋଷାକ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁସୂଚିତ ଜାତି ଓ ଜନଜାତି ଦ୍ୱାରା ପରିଚାଳିତ ଅନ୍ୱେ୍ୱଷା ଯୋଜନାରେ ପଢୁଥିବା ସମସ୍ତ ଶ୍ରେଣୀର ୧୨୮ ଜଣ ଛାତ୍ରଛାତ୍ରୀଙ୍କୁ ମାଗଣାରେ ବହିପୁସ୍ତକ, ଗୋଟିଏ!-->…
Read More...
Read More...
ନାରଦ ଜୟନ୍ତୀ ପାଳିତ
ବୌଦ୍ଧ: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରଚାର ବିଭାଗ ଦ୍ୱାରା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ନାରଦ ଜୟନ୍ତୀ ପାଳିତ ହୋଇଯାଇଛି । ଜିଲ୍ଲା ସଂଘ ଚାଳକ ସୂର୍ଯ୍ୟକାନ୍ତ ଦଳବେହେରା ଉତ୍ସବରେ ଅଧ୍ୟକ୍ଷତା କରିଥିବାବେଳେ ଜିଲ୍ଲା କର୍ଯ୍ୟବାହ ଇନ୍ଦୁଭୂଷଣ ମହାକୁଡ଼, ଦୈନିକ "ହୀରାଞ୍ଚଳ'ର!-->…
Read More...
Read More...