ଗଣିଆ ପଞ୍ଚାୟତ ସମିତିର ଶେଷ ଅଧିବେଶନ ଶେଷ
ଗଣିଆ,୮/୧ - ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ୫ ବର୍ଷୀୟା ଯୋଜନାର ଶେଷ ଅଧିବେଶନ ଶୁକ୍ରବାର ଅପରାହ୍ନରେ ସ୍ଥାନୀୟ ପଞ୍ଚାୟତ ସମିତିର ଅଡିଟୋରିଅମରେ ଅଧ୍ୟକ୍ଷ ଶେଷଦେବ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ବୈଠକରେ ମୁଖ୍ୟଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର!-->…
Read More...
Read More...