କନ୍ଧମାଳ ବାସୀଙ୍କ ସ୍ୱାର୍ଥ ପାଇଁ ପୁଣି ଆରମ୍ଭ ହେବ ଲଢେଇ
ଫୁଲବାଣୀ : ପୁଣି ରାଜ ରାସ୍ତାରେ କନ୍ଧମାଳ ପିପୁଲସ ଫୋରମ । କନ୍ଧମାଳ ବାସୀଙ୍କ ସ୍ୱାର୍ଥ ପାଇଁ ପୁଣି ଆରମ୍ଭ ହେବ ଲଢେଇ । ଏଥର ଲଢେଇ ହେବ ମୋବାଇଲ ଟାୱାର ପାଇଁ । ସ୍ୱାଧିନତାର ଅନେକ ବର୍ଷ ବିତି ଯାଇଥିଲେ ମଧ୍ୟ କନ୍ଧମାଳ ଜିଲ୍ଲାର ଅନେକ ଲୋକଙ୍କ ପାଇଁ ମୋବାଇଲ୍ ସେବା ସାତ ସପନ । ଗୋଟେ ପଟେ!-->…
Read More...
Read More...