୧୩୬୦ଟି ଡିଆସିଲି କାଠିରେ ପ୍ରଥମ ଯୁଦ୍ଧ ବିମାନ

ପୁରୀ : ୮ ଅକ୍ଟୋବରକୁ ଭାରତରେ ନ୍ୟାସନାଲ ଏୟାର ଫୋର୍ସ ଡେ ଭାବେ ପାଳନ କରାଯାଏ । ବିଶେଷ କରି ଦେଶର ସୁରକ୍ଷାକୁ ନେଇ ଯେଉଁ ଦକ୍ଷ ପାଇଲଟ ମାନେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ ତାଙ୍କୁ ସ୍ମରଣ କରିବା ପାଇଁ ଏହି ଦିବସ ପାଳନର ମୁଖ୍ୟ ଉଦେଶ୍ୟ। ଏହି ଅଵସରରେ ପୁରୀ ଯୁବ ଆର୍ଟିଷ୍ଟ ଶ୍ୱାସତ ରଂଜନ
Read More...

ଗୋପ ଶାଖା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

କୋଣାର୍କ : ଉତ୍ତରପ୍ରଦେଶ ଲକ୍ଷ୍ମୌ ଚାଷୀଙ୍କୁ ମନ୍ତ୍ରୀଙ୍କ ପୁଅ ଗାଡି ଧକ୍କା କରି ମାରିବା ଘଟଣାରେ କୋଣାର୍କ ସ୍ଥିତ ରିଙ୍ଗରୋଡ଼ ଛକ ଠାରେ ଅଖିଳ ଭାରତ କୃଷକ ସଭା କୋଣାର୍କ-ଗୋପ ଶାଖା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବରିଷ୍ଠ କୃଷକ ନେତା ତଥା ଅଖିଳ ଭାରତ କୃଷକ ସଭା ପୁରୀ ଜିଲ୍ଲା
Read More...

ସାମ୍ବାଦିକଙ୍କ ପିତୃ ବିୟୋଗ

ବୌଦ୍ଧ,୮/୧୦- ଗତକାଲି ସନ୍ଧ୍ୟାରେ କଳିଙ୍ଗଟିଭିରେ କାର୍ଯ୍ୟରତ ସାମ୍ବାଦିକ ସଞ୍ଜିବ କୁମାର ମହାକୁଳଙ୍କ ପିତା ଦୁର୍ଯ୍ୟୋଧନ ମହାକୁଳ(୮୫ ବର୍ଷ)ଙ୍କ ପରଲୋକ ଘଟିଛି । ସ୍ୱର୍ଗତ ମହାକୁଳ ବୌଦ୍ଧ ଜିଲ୍ଲାର ଜଣେ କୃତି ଶିକ୍ଷକ ଭାବେ ବେଶ ଜଣାଶୁଣା । ଅବିଭକ୍ତ ଫୁଲବାଣୀ ଜିଲ୍ଲାର ଜିରାଗୁଡା
Read More...

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : ବଢିଲା ରାଜ୍ୟ କର୍ମଚାରୀଙ୍କ ମହଙ୍ଗାଭତ୍ତା

ଭୁବନେଶ୍ୱର,୮/୧୦- ପୂଜା ପୂର୍ବରୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସରକାରୀ କର୍ମଚାରୀ ଓ ପେନସନ୍‌ ଭୋଗୀଙ୍କ ପାଇଁ ୧୧% ମହଙ୍ଗା ଭତ୍ତା ଓ ଡିଅରନେସ ରିଲିଫ ଘୋଷଣା କରିଛନ୍ତି । ଏହି ନିଷ୍ପତ୍ତି ଦ୍ୱାରା ରାଜ୍ୟର ଚାରି ଲକ୍ଷ କର୍ମଚାରୀ ଓ ସାଢେ ତିନି ଲକ୍ଷ ପେନସନ୍‌ ଭୋଗୀ ଉପକାର
Read More...

କରୋନା ନେଲା ଆଉ ୪ ଜଣଙ୍କ ଜୀବନ

ଭୁବନେଶ୍ୱର :ରାଜ୍ୟରେ ୪ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ କଟକ, କନ୍ଧମାଳ, ନୟାଗଡ ଓ ସୁନ୍ଦରଗଡ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୨୩୮କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୫୨୪ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୫୨୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୦୬ ଜଣ କ୍ୱାରେଣ୍ଟାଇନ୍‌ରୁ ହୋଇଥିବା ବେଳେ ୨୧୮ ଜଣ ଲୋକାଲ୍‌ କେସ୍‌ ରହିଛନ୍ତି । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮
Read More...

ବୌଦ୍ଧଜିଲ୍ଲା ବିଜେପି ତରଫରୁ ସେବା ଏବଂ ସମର୍ପଣ ଅଭିଯାନ ଉଦଯାପିତ

ବୌଦ୍ଧ,୭.୧୦- ବୌଦ୍ଧଜିଲ୍ଲା ବିଜେପି ତରଫରୁ ଜିଲ୍ଲାର ସମସ୍ତ ମଣ୍ଡଳ ଶକ୍ତିକେନ୍ଦ୍ର ଓ ବୁଥ ମାନଙ୍କରେ " ସେବା ଏବଂ ସମର୍ପଣ ଅଭିଯାନ ଗତ ସେପ୍ଟେମ୍ବର ୧୭ ତାରିଖରୁ ଆରମ୍ଭହୋଇ ଆଜି ଉଦଯାପିତ ହୋଇଯାଇଛି । ସମୁଦାୟ ୨୧ ଦିନରେ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମର ଶେଷ ଦିବସରେ ରାଜ୍ୟ ବିଜେପି
Read More...

ବନ୍ୟପ୍ରାଣୀ ସୁରକ୍ଷା ସପ୍ତାହ ପାଳନ ଅବସରରେ ମିନି ମାରାଥନ

ବୌଦ୍ଧ,୭/୧୦- ଆଜି ୬୭ ତମ ବନ୍ୟପ୍ରାଣୀ ସୁରକ୍ଷା ସପ୍ତାହ ପାଳନ ଅବସରରେ ଏକ ମିନି ମାରାଥନ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବ୍ରିଜଛକ ଠାରୁ ଏହି ମାରାଥନ ଆରମ୍ଭ ହୋଇ ସହର ପରିକ୍ରମା କରିଥିଲା । ବନ୍ୟଜନ୍ତୁ ଅସୁରକ୍ଷିତ ହେବା ଦ୍ୱାରା ଜୈବ ବିବିଧତା ନଷ୍ଟ ହେବାସହ ପରିସଂସ୍ଥା ଉପରେ ପ୍ରଭାବ
Read More...

ବୌଦ୍ଧ: ମହାନଦୀ ସେତୁ ଉପରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ନିଖୋଜ ମହିଳାଙ୍କ ଶବ ଉଦ୍ଧାର

ବୌଦ୍ଧ,୭/୧୦- ବୌଦ୍ଧ କିଆକଟା ମହାନଦୀ ସେତୁ ଉପରେ ଗତ ଶନିବାର ଘଟିଥିବା ଏକ ସଡକ ଦୁର୍ଘଟଣାରେ ନିଖୋଜ ଥିବା ମହିଳାଙ୍କ ମୃତଦେହ ଦୀର୍ଘ ପାଞ୍ଚ ଦିନ ପରେ ଆଜି ଉଦ୍ଧାର ହୋଇଥିବା ଜଣାପଡିଛି । ସୂଚନା ଯୋଗ୍ୟ ଯେ ଗତ ଶନିବାର ୨ତାରିଖ ସନ୍ଧ୍ୟାରେ ଏକ ବାଇକ ଓ କାର ମଧ୍ୟରେ ହୋଇଥିବା ଧକ୍କାରେ ବାଇକ
Read More...

ମୁଖ୍ୟମନ୍ତ୍ରୀଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ହିତାଧିକାରୀଙ୍କୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ ଓ ବିଭିନ୍ନ…

ପୁରୀ,୭/୧୦- ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବ୍ରହ୍ମଗିରି ଗସ୍ତ କରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ହିତାଧିକାରୀମାନଙ୍କୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ କରିବା ସହ ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।
Read More...