ବିଶାଖା ବସ୍ସହ ଧକ୍କାରେ ୨ ବାଇକ ଆରୋହୀ ଗୁରୁତର
ବୌଦ୍ଧ,୩/୧ - ଜାତୀୟ ରାଜପଥ ନମ୍ବର ୫୭ର ବୌଦ୍ଧ ଓ ନୟାଗଡ ଜିଲ୍ଲା ସୀମାନ୍ତରେ ବସ୍ସହ ବାଇକ ଧକ୍କା ହେବା ଫଳରେ ୨ ଜଣ ବାଇକ ଆରୋହୀ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧରୁ ଭୁବନେଶ୍ୱର ଯାଉଥିବା ଘରୋଇ ଯାତ୍ରୀବାହୀ ବସ୍ ବିଶାଖା ଭୁବନେଶ୍ୱରରୁ ବୌଦ୍ଧ!-->…
Read More...
Read More...