ସେବାର ଉତ୍କୃଷ୍ଟ ମାନଦଣ୍ଡ କ’ଣ ? ଏ ସମୟର ସଦୁପଯୋଗ ପାଇଁ ଆଗେଇ ଆସନ୍ତୁ । 5T ସଚିବ ପାଣ୍ଡିଆନଙ୍କ କ’ଣ…
ଭାରତର ସଶକ୍ତ ଜିଲାପାଳ (କଲେକ୍ଟର) ଅନୁଷ୍ଠାନ ଭଳି ସମଗ୍ର ବିଶ୍ୱରେ ବହୁତ କମ୍ ଅନୁଷ୍ଠାନ ଅଛି । ସହାୟତା ଆବଶ୍ୟକ କରୁଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଏହି ସମୟ ଅପେକ୍ଷା ଉତ୍କୃଷ୍ଟ ସମୟ ହୋଇ ନପାରେ । ନିଜର ଏହି ଶକ୍ତିକୁ ଅସହାୟ ଲୋକଙ୍କୁ ସାହାଯ୍ୟ କରିବାରେ ବ୍ୟବହାର କରନ୍ତୁ ।!-->…
Read More...
Read More...