ବନ୍ୟା ପରେ, ଭଙ୍ଗା ଘରେ ବିତୁଛି ଜୀବନ:ଦୟନୀୟ ଅବସ୍ଥାରେ ୩ ପରିବାର
ହରଭଙ୍ଗା: ଚଳିତ ବର୍ଷ ଲଗାଣ ବର୍ଷା ଓ ବନ୍ୟାରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ଅଂଚଳରେ ବହୁ କ୍ଷୟକ୍ଷତି ଘଟିଛି । ଏହି କ୍ଷୟକ୍ଷତି ଭିତରେ ହରଭଙ୍ଗାର ବଜାର ସାହି ଓ ଟିକିରା ସାହିର ୩ଟି ଅସହାୟ ପରିବାରର ଘର ଭାଙ୍ଗି ଯିବା ଫଳରେ ସେହି ଭଙ୍ଗା ଘରେ ଦିନ ବିତୁଛି ଏହି ପରିବାରର ଜୀବନ । ୩ଟି ପରିବାର!-->…
Read More...
Read More...