ପୋଖରୀରେ ବୁଡ଼ିଯାଇ ଜଣେ ୬୦ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ

ଫୁଲବାଣୀ,୧୮/୧୦- କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ପବିଙ୍ଗିଆ ପଂଚାୟତ ମାସିରୀପଡା ଗାଁ ନିକଟରେ ଥିବା ପୋଖରୀରେ ବୁଡ଼ିଯାଇ ଜଣେ ୬୦ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ପୁଟକିପଡା ଗାଁର ରିପା ଡିଗଲ ବୋଲି ଜଣାପଡିଛି । ରବିବାର ସନ୍ଧ୍ୟା ସମୟରେ ବୃଦ୍ଧ ଜଣକ ଗାଁ ପୋଖରୀକୁ ଶୌଚ…
Read More...

ଆଧ୍ୟାତ୍ମିକ ଭାବନା ଓ ଭକ୍ତି ସମୂହର ସ୍ଥାନ ଆଡେଣିଗଡର ନାଉନ ଡ଼ଙ୍ଗା ଜଳପ୍ରପାତ

ବୌଦ୍ଧ,୧୮/୧୦- ସ୍ଥାନଟିର ନାମ ହୁଏତ କେହି ନୂଆ ଶୁଣୁଥିବେ ବା କେହି କେହି ଶୁଣିଥିବେ । ଝରଣାର କୁଳୁକୁଳୁ ସଙ୍ଗୀତ ସାଙ୍ଗକୁ ଘଞ୍ଚ ଜଙ୍ଗଲ ଦେଇ ଯିବାକୁ ପଡେ । ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଆଡେଣିିଗଡ଼ ପଞ୍ଚାୟତର ପୋଢ଼ହଳ ନାମକ ଏକ ଘଞ୍ଚ ଜଙ୍ଗଲ ମଧ୍ୟରେ ଅବସ୍ଥିତ ନାଉନ ଡ଼ଙ୍ଗା ଜଳପ୍ରପାତ ।…
Read More...

ରାଜକୁମାର ଶର୍ମା ନୂଆ ସ୍ୱାସ୍ଥ୍ୟ ସଚିବ ନିଯୁକ୍ତ

ଭୁବନେଶ୍ୱର,୧୮/୧୦- ୧୯୮୭ ବ୍ୟାଚର ବରିଷ୍ଠ ଆଇଏଏସ ଅଫିସର ରାଜକୁମାର ଶର୍ମାଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ରାଜ୍ୟସରକାର ନିଯୁକ୍ତି ଦେଇଛନ୍ତି । ଶ୍ରୀ ଶର୍ମା କୃଷି ଉତ୍ପାଦ କମିଶନର ଭାବେ ପୂର୍ବଭଳି ତାଙ୍କ ଦାୟିତ୍ୱ ସହିତ ଅତିରିକ୍ତ ଭାବେ…
Read More...

ଶେଷ ମୁହୂର୍ତ୍ତରେ ବାତିଲ ହେଲା ରେଳରୋକୋ ଆନ୍ଦୋଳନ

ସମ୍ବଲପୁର : ବିଶ୍ୱ ମହାମାରୀ କରୋନାର ପ୍ରଥମ ଲହରରୁ ଗତ ୨୦୨୦ ମାର୍ଚ୍ଚ ୨୪ ତାରିଖ ମଧ୍ୟରାତ୍ରିରୁ ସର୍ବଭାରତୀୟ ସ୍ତରରେ ଲକଡାଉନ ଘୋଷଣା ହୋଇଥିଲା । ସମସ୍ତ ସରକାରୀ ବେସରକାରୀ ପ୍ରତିଷ୍ଠାନ ଓ ଅନୁଷ୍ଠାନ ସହିତ ସମସ୍ତ ପ୍ରକାର ଦୋକାନ ବଜାର ବନ୍ଦ ହେବା ସଙ୍ଗେ ସଙ୍ଗେ ଯାତାୟାତର ସମସ୍ତ…
Read More...

ବିଜେପି ଯୁବ ନେତାଙ୍କୁ ଗୁଳି କରି ହତ୍ୟା

କୋଲକତା : ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ଥମିବାର ନା ଧରୁନାହିଁ । ପୁଣିଥରେ ରାଜ୍ୟରେ ବିଜେପି ନେତାଙ୍କୁ ହତ୍ୟା କରିବା ନେଇ ଖବର ସାମ୍ନାକୁ ଆସିଛି । ଉତ୍ତର ଦିନାଜପୁରର ଇଟାହାରର ବିଜେପି ଯୁବ ନେତା ମିଥୁନ ଘୋଷଙ୍କୁ ରବିବାର ରାତିରେ ତାଙ୍କ ଘର ସାମ୍ନାରେ ଗୁଳି କରି ହତ୍ୟା କରାଯାଇଥିବା…
Read More...

ରଣବୀରଙ୍କୁ ଚାପୁଡା ମାରିଥିଲେ ଅନୁଷ୍କା, କାହିଁକି ଜାଣନ୍ତୁ

ବଲିଉଡର ଚକଲେଟ୍‌ ବୟ ରଣବୀର କପୁର ଓ ଅଭିନେତ୍ରୀ ଅନୁଷ୍କା ଶର୍ମା ଉଭୟେ ଭଲ ବନ୍ଧୁ, ଏହା ସମସ୍ତଙ୍କୁ ଜଣା । ଉଭୟେ ଐ ଦିଲ୍‌ ହୈ ମୁସ୍କିଲରେ ଏକାଠି ନଜର ଆସିଥିଲେ । ଫିଲ୍ମରେ ଉଭୟ ଯୋଡିଙ୍କୁ ଦର୍ଶକ ମଧ୍ୟ ଖୁବ ପ୍ରଶଂସା କରିଥିଲେ । କିନ୍ତୁ ଏହି ଫିଲ୍ମ ସୁଟିଂ ସମୟରେ ଅନୁଷ୍କା ଶର୍ମା…
Read More...

ନନ୍ଦନକାନନରୁ ଆସିଲା ଖୁସି ଖବର

ବାରଙ୍ଗ: ନନ୍ଦଦକାନନ ପ୍ରାଣୀ ଉଦ୍ୟାନ ପାଇଁ ଖୁସି ଖବର । ଧଳା ବାଘୁଣୀ ‘ମୌସୁମୀ’ ମା’ ହେବାକୁ ଯାଉଛି । ପ୍ରାଣୀ ଉଦ୍ୟାନର ୨୦ ନମ୍ବର ଖୁଆଡ ପଛ ପାଖରେ ରହୁଥିବା ଧଳା ବାଘୁଣୀକୁ ଖୁଆଡ ଚାରିପାଖରୁ ଆବଦ୍ଧ କରି ରଖାଯାଇଛି । ସିସି ଟିଭି ଲଗାଯାଇ ତା ଉପରେ ନଜର ରଖାଯାଇଛି । ମୌସୁମୀ ଗର୍ଭ ଧାରଣ…
Read More...

ଋଷରେ ପୁଣି ବଢିଲା କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୧୦୦୦ ମୃତ

ନୂଆଦିଲ୍ଲୀ : ବିଶ୍ୱରେ ଏବେ ମଧ୍ୟ ଜାରି ରହିଛି କରୋନା ସଂକଟ । ଋଷରେ ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଭାଇରସର ସବୁଠୁ ଅଧିକ ୩୪,୩୦୩ ନୂଆ ମାମଲା ସାମ୍ନାକୁ ଆସିଛି । ଏହି ମାମଲା ମାସେ ତଳେ ଦୈନିକ ସଂକ୍ରମଣଠାରୁ ୭୦ ପ୍ରତିଶତ ଅଧିକ । ଋଷରେ କରୋନା ମହାମାରୀ ଲଗାତାର ଭାବେ ବଢିଚାଲିଛି ।…
Read More...

ମଞ୍ଜୁଦେବୀ ହତ୍ୟା ମାମଲା, ଦେଢମାସ ପରେ ସନ୍ଦେହରେ ଜଣେ ଯୁବକକୁ ହାଜତକୁ ପଠାଇଛି ପୋଲିସ

କଣ୍ଟାବାଞ୍ଜି,୧୮/୧୦- ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଜମିଦାରପଡାରେ ଗତ ନୂଆଁଖାଇଦିନ ଜମିଦାରପଡାରେ ଥିବା ପ୍ରତିଷ୍ଠିତ କପଡା ବ୍ୟବସାୟୀ ବିନୋଦ ଜୈନଙ୍କ ସ୍ତ୍ରୀ ମଞ୍ଜୁଦେବୀକୁ ଘରେ ପଶି ହତ୍ୟା କରି ଫେରାର ଥିବାବେଳେ, ଦୀର୍ଘଦିନ ଧରି ପୋଲିସ ଖୋଜାଖୋଜି କରି ପରିଶେଷରେ ସେହିପଡାର…
Read More...

ରାଜ୍ୟରେ ଏକ କୋଟି ଛୁଇଁବ ଡବଲ୍ ଡୋଜ୍ ଟିକାକରଣ

ଭୁବନେଶ୍ୱର: ଆଜି ସନ୍ଧ୍ୟା ସୁଦ୍ଧା ରାଜ୍ୟରେ ଏକ କୋଟି ଛୁଇଁବ ଡବଲ୍‌ ଡୋଜ୍‌ ଟିକାକରଣ । ତେବେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩ କୋଟି ୪୦ ଲକ୍ଷ ୭୪ ହଜାର ୪୫୦ ଜଣ ଟିକା ନେଇଛନ୍ତି । ପ୍ରଥମ ଡୋଜ ୨ କୋଟି ୪୧ ଲକ୍ଷ ୫୧ ହଜାର ୬୦୫ ଜଣ ନେଇଛନ୍ତି । ଉଭୟ ଡୋଜ ୯୯ ଲକ୍ଷ ୨୨ ହଜାର ୮୪୫ ଜଣ…
Read More...