Sign in
Sign in
Recover your password.
A password will be e-mailed to you.
Browsing Category
ବାଣିଜ୍ୟ
ସଡ଼କ ଦୁର୍ଘଟଣାରେ ଟାଟା ସନ୍ସର ପୂର୍ବତନ ମୁଖ୍ୟ ସାଇରସ ମିସ୍ତ୍ରୀଙ୍କ ମୃତ୍ୟୁ
ମୁମ୍ବାଇ : ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ ମିସ୍ତ୍ରୀଙ୍କର ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ମାତ୍ର ୫୪ ବର୍ଷ ହୋଇଥିଲା । ପାଲଘର ଜିଲ୍ଲାରେ ତାଙ୍କ କାର ଦୁର୍ଘଟଣାଗ୍ରସ୍ତ ହେବାରୁ ସେ ଗୁରୁତରଭାବେ ଆହତ ହୋଇଥିଲେ । ତାଙ୍କୁ ଡାକ୍ତରଖାନା!-->…
Read More...
Read More...
ଖାଉଟିଙ୍କୁ ବଡ଼ ଆଶ୍ୱସ୍ତି :
୧୦୦ ଟଙ୍କା ଯାଏଁ ଶସ୍ତା ହେଲା ଗ୍ୟାସ୍
ନୂଆଦିଲ୍ଲୀ,୧/୯: ବିଭିନ୍ନ ସାମଗ୍ରୀର ଦରବୃଦ୍ଧିକୁ ନେଇ ସାଧାରଣ ଖାଉଟୀ ଅତିଷ୍ଠ ଓ ଜର୍ଜରିତ ହୋଇ ଉଠିଥିବା ବେଳେ ଆଜି ଗ୍ୟାସ କ୍ଷେତ୍ରରେ ସେମାନଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି । କମିଛି ରୋଷେଇ ଗ୍ୟାସ ସିଲିଣ୍ଡର ମୂଲ୍ୟ । ସେପ୍ଟେମ୍ବର ୧ ଅର୍ଥାତ ଆଜିଠାରୁ ଗ୍ୟାସ୍ ସିଲିଣ୍ଡରର ଦାମ୍ ହ୍ରାସ!-->…
Read More...
Read More...
ରିଲାଏନ୍ସ ଜିଓର ବଡ ଘୋଷଣା, ଦିୱାଲିରୁ ଆରମ୍ଭ ହେବ ୫-ଜି ସେବା
ନୂଆଦିଲ୍ଲୀ : ୫-ଜି ଇଣ୍ଟରନେଟକୁ ଅପେକ୍ଷା କରୁଥିବା ଉପଭୋକ୍ତାମାନଙ୍କ ପାଇଁ ଏକ ଖୁସି ଖବର ଆସିଛି । ଆଜି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ର ବାର୍ଷିକ ସାଧାରଣ ସଭାରେ ୫ଜି ସେବା ଆରମ୍ଭ ବିଷୟରେ ମୁକେଶ ଅମ୍ବାନୀ ଏକ ବଡ ଘୋଷଣା କରିଛନ୍ତି । ମୁକେଶ ଅମ୍ବାନୀ କହିଛନ୍ତି ଯେ ଚଳିତ ବର୍ଷ ଦିୱାଲୀରେ!-->…
Read More...
Read More...
ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରକୁ ଦୁଇଟି ବର୍ଗରେ ଜାତୀୟ ସିଏସ୍ଆର୍ ପୁରସ୍କାର – ୨୦୨୦
ନୂଆଦିଲ୍ଲୀ/ଭୁବନେଶ୍ବର:କର୍ପୋରେଟ୍ ସାମାଜିକ ଦାଇତ୍ଵ (ସିଏସ୍ଆର୍) କାର୍ଯ୍ୟ ନିମନ୍ତେ ଭାରତ ସରକାରଙ୍କ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ ଦ୍ଵାରା ପ୍ରଦାନ କରାଯାଉଥିବା ସମ୍ମାନଜନକ ଜାତୀୟ ସିଏସ୍ଆର୍ ପୁରସ୍କାର – ୨୦୨୦ ପାଇଁ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି) କୁ ଦୁଇଟି ବର୍ଗରେ!-->…
Read More...
Read More...
୫-ଜି ଲଞ୍ଚ୍ ପ୍ରସ୍ତୁତି ପାଇଁ ଟେଲିକମ୍ କମ୍ପାନିଙ୍କୁ କେନ୍ଦ୍ରର ନିର୍ଦ୍ଦେଶ
ନୂଆଦିଲ୍ଲୀ: ଦେଶରେ ‘୫ଜି’ର ଶୁଭାରମ୍ଭ ପାଇଁ ପ୍ରସ୍ତୁତି କରିବା ଲାଗି ଆଜି କେନ୍ଦ୍ର ସରକାର ଟେଲିକମ କଂପାନିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବେଷ୍ଣବ ଟେଲିଯୋଗାଯୋଗ ସେବା ପ୍ରଦାନକାରୀଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ!-->…
Read More...
Read More...
ବଢିଲା ରେପୋରେଟ;ପ୍ରଭାବିତ ହେବ ଋଣ ଓ ଇଏମଆଇ
ମୁମ୍ବାଇ : ଦେଶରେ ଦରଦାମ ବୃଦ୍ଧି ତଥା ମୁଦ୍ରାସ୍ଫୀତିକୁ ନେଇ ଦେଶରେ କଂଗ୍ରେସର ଯୋରଦାର ଆନ୍ଦୋଳନ ଚାଲିଥିବା ବେଳେ,ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ)ମୁଦ୍ରାସ୍ପିତି ହାରକୁ ନିୟନ୍ତ୍ରଣ ପାଇଁ କେତେକ ବଳିଷ୍ଠ ପଦକ୍ଷେପ ଗ୍ରହଣ କରିଛନ୍ତି । ରିଜର୍ଭ ବ୍ୟାଙ୍କ ଆଜି ମୁଦ୍ରା ନୀତି ସମୀକ୍ଷା!-->…
Read More...
Read More...
ଶସ୍ତା ହୋଇପାରେ ଖାଇବା ତେଲ
ନୂଆଦିଲ୍ଲୀ,୪/୮: ଆଗକୁ ଦେଶରେ ପାର୍ବଣ ଋତୁ । ଏଣୁ ସରକାର ଖାଉଟିଙ୍କ ଲାଗି ଖାଦ୍ୟ ତୈଳ ଶସ୍ତା କରିପାରନ୍ତି । ଦେଶରେ ଖାଦ୍ୟ ତୈଳ ସମୀକ୍ଷା ଲାଗି ଖାଦ୍ୟ ସଚିବ ଗୁରୁବାର କମ୍ପାନୀମାନଙ୍କ ସହିତ ବୈଠକ କରିଛନ୍ତି । ଏଥିରେ କମ୍ପାନୀମାନଙ୍କୁ ଲିଟର ପିଛା ଅନୁନ୍ୟ ୧୦ ଟଙ୍କା ହ୍ରାସ କରନ୍ତୁ ବୋଲି!-->…
Read More...
Read More...
ସରିଲା ୫-ଜି ସ୍ପେକ୍ଟ୍ରମ ନିଲାମି : ଜାଣନ୍ତୁ,କିଏ କିଣିଲା
ସର୍ବାଧିକ ସ୍ପେକ୍ଟ୍ରମ
ନୂଆଦିଲ୍ଲୀ : ସୋମବାର ସମାପ୍ତ ହୋଇଥିବା ୫-ଜି ସ୍ପେକ୍ଟ୍ରମ ନିଲାମରେ ସର୍ବାଧିକ ସ୍ପେକ୍ଟ୍ରମ କିଣିଛି ରିଲାଏନ୍ସ ଜିଓ । କମ୍ପାନି ପକ୍ଷରୁ ୮୮,୦୭୮ କୋଟି ଟଙ୍କାର ସ୍ପେକ୍ଟ୍ରମ ଖର୍ଦ୍ଦି କରାଯାଇଛି । କମ୍ପାନି ୭୦୦ ମେଗାହର୍ଜ, ୮୦୦ ମେଗାହଜ୍, ୧୮୦୦ ମେଗାହଜ୍, ୩୩୦୦ ମେଗାହଜ୍ ଓ ୨୬!-->…
Read More...
Read More...
ଆପୋଲୋ ହସ୍ପିଟାଲ ଭୁବନେଶ୍ୱରର ଅଭିନବ ପ୍ରୟାସ ରକ୍ତ ପରୀକ୍ଷାରୁ ସ୍ତନ କର୍କଟର ଚିହ୍ନଟ
ଭୁବନେଶ୍ୱର: ରକ୍ତ ପରୀକ୍ଷାରୁ ହିଁ ଚିହ୍ନଟ ହୋଇପାରିବ ସ୍ତନ କର୍କଟ ରୋଗ । ରକ୍ତ ପରୀକ୍ଷା କ୍ଷେତ୍ରରେ ଏହି ବୈପ୍ଳବିକ ପରିବର୍ତ୍ତନ ଜରିଆରେ କର୍କଟ ରୋଗରୁ ମହିଳାମାନଙ୍କର ମୂଲ୍ୟବାନ ଜୀବନ ରକ୍ଷା କରବା ପାଇଁ ଭୁବନେଶ୍ୱର ସ୍ଥିତ ଆପୋଲୋ ହସ୍ପିଟାଲ ପକ୍ଷରୁ ଆରମ୍ଭ ହୋଇଛି ଏଭଳି ଅଭିନବ!-->…
Read More...
Read More...
କମିଲା କମର୍ସିଆଲ ଏଲ୍ପିଜି ସିଲିଣ୍ଡର ଦର
ନୂଆଦିଲ୍ଲୀ: କମିଲା କମର୍ସିଆଲ ଏଲ୍ପିଜି ସିଲିଣ୍ଡର ଦର । ଆଜିଠୁ ୩୬ ଟଙ୍କା କମିଲା କମର୍ସିଆଲ ଏଲ୍ପିଜି ଦର । ମାସ ଆରମ୍ଭରୁ ୧୯ କେଜି ଏଲ୍ପିଜି ସିଲିଣ୍ଡର ଦର ଏବେ ୧୯୭୬ ଟଙ୍କା କମିଛି । ପୂର୍ବରୁ ୨୦୧୨ଟଙ୍କା ୫୦ ପଇସା ରହିଥିଲା ଦର । ପୂର୍ବରୁ ଜୁଲାଇ ପହିଲାରେ ବ୍ୟବସାୟିକ ଏଲପିଜି!-->…
Read More...
Read More...